ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ବୀଭତ୍ସ ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଆଜି ସନ୍ଧ୍ୟା ୬ଟାରେ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଗ୍ରାମର କିଛି ଲୋକ ଜଣେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ବର୍ଷା: ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି, କାର୍ଯ୍ୟ ବାଧାପ୍ରାପ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି। କାଳବୈଶାଖୀ ବର୍ଷା ଯୋଗୁଁ ରକ୍ତ ଭଣ୍ଡାରରେ ଅଧ ଫୁଟର ପାଣି ପଶି ଯାଇଥିଲା। ଆଜି ସକାଳୁ ରକ୍ତ ଭଣ୍ଡାର ଖୋଲା ହେଲା ପରେ ପାଣିକୁ ବାହାର କରାଯାଇଛି। ତେବେ ଅଳ୍ପ ବର୍ଷାରେ ଏଠାରେ ପାଣି ପଶି…
ଅଧିକ ଖବର ଦେଖନ୍ତୁ...

ନିୟମ ମାନୁନାହାନ୍ତି ବସ୍‌ମାଲିକ: ଜଣେ ଡ୍ରାଇଭରରେ ଚାଲୁଛି ନାଇଟ୍‌କୋଚ୍‌

ରାଉରକେଲା: ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟତ କରୁଥିବା ପ୍ରତ୍ୟେକ ନାଇଟ୍‌କୋଚ୍‌ ବସ୍‌ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବା ଆବଶ୍ୟକ। ହେଲେ ରାଉରକେଲାରୁ ରାଜ୍ୟର ପ୍ରମୁଖ ସହର ଓ ବାହାର ରାଜ୍ୟକୁ ଯାତାୟତ କରୁଥିବା ଅଧିକାଂଶ ନାଇଟ୍‌କୋଚ୍‌ ବସ୍‌ରେ…
ଅଧିକ ଖବର ଦେଖନ୍ତୁ...

ବାଘୁଣୀ ପାଇଁ ଚାଲିଲା କି ହଜାରେ କିଲୋମିଟର?

ଭୁବନେଶ୍ୱର: ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବଣାଇ (ତୋରା ବନାଞ୍ଚଳ) ସଂରକ୍ଷିତ ବନଖଣ୍ଡରେ ଯେଉଁ ମହାବଳକୁ ଠାବ କରାଯାଇଛି ତାହା ମଧ୍ୟପ୍ରଦେଶର ସଞ୍ଜୟ-ଦୁବ୍ରି ଟାଇଗର ରିଜର୍ଭ(ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ)ରୁ ଆସିଛି। ଏହି ଦୁଇ ଜଙ୍ଗଲ ମଧ୍ୟରେ ଦୂରତା ଏକ ହଜାର କିଲୋମିଟରରୁ ଅଧିକ ‌ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ିଗଲେ ଦୁଇ ଯୁବକ: ମିଳିଲା ଆଉ ଏକ ମୃତଦେହ

ରାଉରକେଲା: କୋଏଲ ନଦୀ ପଠାକୁ ପିକ୍‌ନିକ୍‌ କରିବାକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ ଦୁଇ ଯୁବକ। ଗତକାଲି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଦୀର୍ଘ ସମୟଧରି ଖୋଜାଖୋଜି କରିବାପରେ ଅନିକେତ ବୋଦ୍ରା (୧୯)ଙ୍କ…
ଅଧିକ ଖବର ଦେଖନ୍ତୁ...

ପାଗଳା କୁକୁର ଆତଙ୍କ, ୧୧ ଗୁରୁତର

ରାଉରକେଲା: ବଣାଇଁ ସହରରେ ଏକ ପାଗଳ କୁକୁର ଆତଙ୍କ ଚଳାଇଛି। କୁକୁର କାମୁଡ଼ାରେ ୧୧ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଗଳ କୁକୁରକୁ ଧରିବାକୁ ଧରିବାକୁ ପ୍ରୟାସ ଜାରି ରହିଛି। ଗତକାଲି ରାତିରୁ କାମୁଡ଼ା କୁକୁର ସହରର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

କମାଣ୍ଡର ସହ କାର ମୁହାଁମୁହିଁ ଧକ୍କା, ଜଣେ ମୃତ ,ପାଞ୍ଚ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ କେନ୍ଦମାଲ ବ୍ରିଜ ପାଖରେ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ କମାଣ୍ଡରକୁ ଦ୍ରୁତଗତିରେ ଆସୁଥିବା କାର ପିଟିବା ଫଳରେ ଜଣକର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଆହତ ପାଞ୍ଚ ଜଣକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ଆସ୍ଥା ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା:ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଗତ ତା ୧୭ ରିଖ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ସାଧ୍ଵୀ ଆଦି ମାତା ଚିନ୍ମୟୀ କଲ୍ପନା ମୋହାନ୍ତ (ଅହମଦାବାଦ…
ଅଧିକ ଖବର ଦେଖନ୍ତୁ...

ବାଣବାଜା ସହ କନିଆ ଘରକୁ ବାହାରିଥିଲା ବର: ଅଧାବାଟରୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼: ବାଜୁଥିଲା ବାଜା, ଫୁଟୁଥିଲା ବାଣ। ହସଖୁସିର ବରାତି ସହ ଗୋଲାପ ଫୁଲ ସଜ୍ଜା ଗାଡ଼ିରେ କନିଆ ଘରକୁ ବାହାରିଥିଲା ବର। ଆଉ କିଛି ସମୟ ପରେ ପହଞ୍ଚି କନିଆର ହାତ ଧରିଥାନ୍ତା । ହେଲେ ଅଧାବାଟରୁ ବରକୁ ଉଠାଇନେଲା ପୁଲିସ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ। ସୁନ୍ଦରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ନକଲି ବିଦେଶୀ ମଦ ଜବତ, ତିନି ଗିରଫ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ସେକ୍ଟର ୨ ଅଞ୍ଚଳରୁ ୭୨ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଅଟୋ ଓ ବାଇକ୍ ଜବତ କରିଛି। ୯୬ ବୋତଲ ନକଲି ନା ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି।
ଅଧିକ ଖବର ଦେଖନ୍ତୁ...