ପାଗଳା କୁକୁର ଆତଙ୍କ, ୧୧ ଗୁରୁତର

ରାଉରକେଲା: ବଣାଇଁ ସହରରେ ଏକ ପାଗଳ କୁକୁର ଆତଙ୍କ ଚଳାଇଛି। କୁକୁର କାମୁଡ଼ାରେ ୧୧ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଗଳ କୁକୁରକୁ ଧରିବାକୁ ଧରିବାକୁ ପ୍ରୟାସ ଜାରି ରହିଛି। ଗତକାଲି ରାତିରୁ କାମୁଡ଼ା କୁକୁର ସହରର ବିଭିନ୍ନ ସ୍ଥାନରେ ପଥଚାରୀଙ୍କୁ କାମୁଡ଼ିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର