ନକଲି ବିଦେଶୀ ମଦ ଜବତ, ତିନି ଗିରଫ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ସେକ୍ଟର ୨ ଅଞ୍ଚଳରୁ ୭୨ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଅଟୋ ଓ ବାଇକ୍ ଜବତ କରିଛି। ୯୬ ବୋତଲ ନକଲି ନା ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର