ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡ଼ା ସୁରୁଗୁଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସୁରୁଗୁଡ଼ା- ଲେଫ୍ରିପଡ଼ା ରାସ୍ତା କଡ ରେ ଦୀର୍ଘ ଦିନରୁ ଏକ ଦଶ ଚକିଆ ଟ୍ରକ ବ୍ରେକ ଡାଉନ୍…
ଅଧିକ ଖବର ଦେଖନ୍ତୁ...

ଶିଥିଳ ହେଉଛି ବିଭିନ୍ନ ସଙ୍ଗଠନର ଦାବି: ପ୍ରତିଶ୍ରୁତିରେ ଅଟକିଛି ଇଣ୍ଟରସିଟି

ରାଉରକେଲା: ବିଭିନ୍ନ ରେଳସଙ୍ଗଠନ ଦାବି ହାସଲ ଦିଗରେ ଏକାଠି ହୋଇ ନ ଲଢ଼ି ଶ୍ରେୟନେବାକୁ ପୃଥକ ପୃଥକ ଲଢ଼େଇ କରୁଛନ୍ତି । ରାଉରକେଲା, ଚକ୍ରଧରପୁରଠୁ ନେଇ ଦକ୍ଷିଣପୂର୍ବ ‌ରେଳବାଇର ମୁଖ୍ୟାଳୟ କୋଲକାତାର ଗା‌ର୍ଡେନରିଚ୍‌ରେ ରାଉରକେଲା ରେଳ ସମସ୍ୟା ସମମ୍ପର୍କରେ ଆଲୋଚନା ହେଉଛି। ଯାହାର କୌଣସି…
ଅଧିକ ଖବର ଦେଖନ୍ତୁ...

ଗଭୀରଜଳରେ ସମସ୍ୟାର ସମାଧାନ କରିବ ରୋବଟ୍‌: ଏନ୍‌ଆଇଟି ଷ୍ଟାର୍ଟଅପ୍‌ ‘କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ

ରାଉରକେଲା: ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟ‌୍ଅପ୍‌ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ ରୋବଟ୍‌…
ଅଧିକ ଖବର ଦେଖନ୍ତୁ...

ତଳସରା ନିର୍ବାଚନମଣ୍ଡଳୀ: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ!

ସୁନ୍ଦରଗଡ଼: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଅନେକ ନେତାଙ୍କ ନିଦ ହଜାଇ ଦେଇଛି। ଯଦି ମେଣ୍ଟ ହୁଏ କେଉଁ ଦଳ ଭାଗରେ କେଉଁ ଆସନ ପଡ଼ିବ, କିଏ ବଳି ପଡ଼ିବେ, କିଏ ବାଜିମାରିବେ, ତାକୁ ନେଇ ନାନା ଚର୍ଚ୍ଚା ଜୋର୍‌ଧରିଛି। ଏଭଳି ସ୍ଥିତିରେ ତଳସରାର ପୂର୍ବତନ ବିଧାୟକ ଟାଣୁଆ ଆଦିବାସୀ ନେତା ଡା.…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ବୀଭତ୍ସ ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଆଜି ସନ୍ଧ୍ୟା ୬ଟାରେ କ୍ଷତବିକ୍ଷତ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଧୁବଲାବେଡ଼ା ନିକଟ ଏକ ଶୁଖିଲା ନାଳରେ ଗ୍ରାମର କିଛି ଲୋକ ଜଣେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ ବର୍ଷା: ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି, କାର୍ଯ୍ୟ ବାଧାପ୍ରାପ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରକ୍ତଭଣ୍ଡାରରେ ପଶିଲା ବର୍ଷା ପାଣି। କାଳବୈଶାଖୀ ବର୍ଷା ଯୋଗୁଁ ରକ୍ତ ଭଣ୍ଡାରରେ ଅଧ ଫୁଟର ପାଣି ପଶି ଯାଇଥିଲା। ଆଜି ସକାଳୁ ରକ୍ତ ଭଣ୍ଡାର ଖୋଲା ହେଲା ପରେ ପାଣିକୁ ବାହାର କରାଯାଇଛି। ତେବେ ଅଳ୍ପ ବର୍ଷାରେ ଏଠାରେ ପାଣି ପଶି…
ଅଧିକ ଖବର ଦେଖନ୍ତୁ...

ନିୟମ ମାନୁନାହାନ୍ତି ବସ୍‌ମାଲିକ: ଜଣେ ଡ୍ରାଇଭରରେ ଚାଲୁଛି ନାଇଟ୍‌କୋଚ୍‌

ରାଉରକେଲା: ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାତିରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତାୟତ କରୁଥିବା ପ୍ରତ୍ୟେକ ନାଇଟ୍‌କୋଚ୍‌ ବସ୍‌ରେ ଦୁଇଜଣ ଲେଖାଏଁ ଡ୍ରାଇଭର ରହିବା ଆବଶ୍ୟକ। ହେଲେ ରାଉରକେଲାରୁ ରାଜ୍ୟର ପ୍ରମୁଖ ସହର ଓ ବାହାର ରାଜ୍ୟକୁ ଯାତାୟତ କରୁଥିବା ଅଧିକାଂଶ ନାଇଟ୍‌କୋଚ୍‌ ବସ୍‌ରେ…
ଅଧିକ ଖବର ଦେଖନ୍ତୁ...

ବାଘୁଣୀ ପାଇଁ ଚାଲିଲା କି ହଜାରେ କିଲୋମିଟର?

ଭୁବନେଶ୍ୱର: ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବଣାଇ (ତୋରା ବନାଞ୍ଚଳ) ସଂରକ୍ଷିତ ବନଖଣ୍ଡରେ ଯେଉଁ ମହାବଳକୁ ଠାବ କରାଯାଇଛି ତାହା ମଧ୍ୟପ୍ରଦେଶର ସଞ୍ଜୟ-ଦୁବ୍ରି ଟାଇଗର ରିଜର୍ଭ(ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ)ରୁ ଆସିଛି। ଏହି ଦୁଇ ଜଙ୍ଗଲ ମଧ୍ୟରେ ଦୂରତା ଏକ ହଜାର କିଲୋମିଟରରୁ ଅଧିକ ‌ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ିଗଲେ ଦୁଇ ଯୁବକ: ମିଳିଲା ଆଉ ଏକ ମୃତଦେହ

ରାଉରକେଲା: କୋଏଲ ନଦୀ ପଠାକୁ ପିକ୍‌ନିକ୍‌ କରିବାକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ ଦୁଇ ଯୁବକ। ଗତକାଲି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଦୀର୍ଘ ସମୟଧରି ଖୋଜାଖୋଜି କରିବାପରେ ଅନିକେତ ବୋଦ୍ରା (୧୯)ଙ୍କ…
ଅଧିକ ଖବର ଦେଖନ୍ତୁ...

ପାଗଳା କୁକୁର ଆତଙ୍କ, ୧୧ ଗୁରୁତର

ରାଉରକେଲା: ବଣାଇଁ ସହରରେ ଏକ ପାଗଳ କୁକୁର ଆତଙ୍କ ଚଳାଇଛି। କୁକୁର କାମୁଡ଼ାରେ ୧୧ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଗଳ କୁକୁରକୁ ଧରିବାକୁ ଧରିବାକୁ ପ୍ରୟାସ ଜାରି ରହିଛି। ଗତକାଲି ରାତିରୁ କାମୁଡ଼ା କୁକୁର ସହରର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...