ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ନବୀନଙ୍କୁ ଭେଟିବା ପରେ ବିଦାଦୀୟ ପରିସ୍ଥିତିରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ମହାରଥୀ କହିଲେ, ‘ମୁଁ ଲଢ଼ିବି’

ଭୁବନେଶ୍ୱର: ଚଳିତ ନିର୍ବାଚନ ଲଢିବି ବୋଲି ବିବାଦ ଘେରରେ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ସେ ଆଜି ନବୀନ ନିବାସରେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ୧୯୮୫ ମସିହା ଠାରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ନୀଳଗିରି: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତ ୨୦୧୪ ନିର୍ବାଚନରେ ସେ ବିଜୁ ଜନତା ଦଳ ଟିକଟରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ବୀ ବିଜେପିର ସୁଷମା ବିଶ୍ୱାଳଙ୍କୁ ପରାଜିତ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଫେରିଲେ ଦାମ : ନବୀନ ସରକାର ଉପରେ ବର୍ଷିଲେ, କେଉଁଠାରୁ ଲଢ଼ିବେ ସ୍ପଷ୍ଟ କଲେ ନାହିଁ

ଭୁବନେଶ୍ବର : ଗତକାଲି ଗେରୁଆ ଶିବିରରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ ।…
ଅଧିକ ଖବର ଦେଖନ୍ତୁ...

ରଘୁନାଥପାଲୀ ବିଧାନସଭା କ୍ଷେତ୍ର : ଗୋ‌ଷ୍ଠୀକନ୍ଦଳ ସୁବ୍ରତଙ୍କ ପାଇଁ ଅଡୁଆ

ରାଉରକେଲା, (ରଶ୍ମି ରଂଜନ ମୁଦୁଲି): ଅନୁସୂଚିତ ଜାତି (ଏସ୍‌ସି)ଙ୍କ ପାଇଁ ସଂରକ୍ଷିତ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ରଘୁନାଥପାଲୀରୁ ନିର୍ବାଚନ ଲଢିବା ପାଇଁ ଏଥର ସବୁ ଦଳରୁ ଅନେକ ଆଶାୟୀ। ଲଗାତାର ଦୁଇ ଥର ନିର୍ବାଚନ ଜିତି ନିଜର ସ୍ଥିତିକୁ ସୁଦୃଢ କରିଥିବା ପୂର୍ବତନ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଘାଇଲା କରୁଛି ବରଗଡ଼ ‌ଲୋକସଭା ଆସନ

ବରଗଡ଼,(ଅଞ୍ଜନ ପ୍ରଧାନ): ବରଗଡ଼ ‌ଲୋକସଭା ଆସନ ଚିନ୍ତା ଆଶାୟୀଙ୍କୁ ଘାଇଲା କରି ଦେଲାଣି। ଏଠାରେ ରାଜନୈତିକ ସମୀକରଣ କ’ଣ ରହିବ, ତାହା ଏବେଠାରୁ ହିସାବ ଲଗାଇବା ମୁସ୍କିଲ। କୌଣସି ଦଳରେ ଟିକେଟ୍‌ ସ୍ଥିତି ସ୍ପଷ୍ଟ ନୁହେଁ। ସାଂସଦ ଡ. ପ୍ରଭାସ ସିଂହ ପୁଣିଥରେ ଟିକେଟ୍ ହାତେଇବାକୁ ରାଜଧାନୀରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଲୋକସଭା କ୍ଷେତ୍ର : ନିର୍ଣ୍ଣୟ ହୋଇପାରୁନି ପ୍ରାର୍ଥୀ ଚୟନ

ଭଦ୍ରକ,(ହରିହର ନାୟକ): ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ। ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ବିଧାନସଭା କ୍ଷେତ୍ର ଓ ଭଦ୍ରକ ଜିଲ୍ଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ : କିଏ ହେବ ଲକ୍ଷ୍ମୀପୁର ରାଜା?, ଗୋଳମାଳିଆ କରିପାରନ୍ତି ବିଜେପି, ବି‌ଏସପି

କୋରାପୁଟ,(ପତିତପାବନ ସାହୁ): କୋରାପୁଟ ଜିଲ୍ଲାର ଏମିତି ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲକ୍ଷ୍ମୀପୁର ଯେଉଁଠାରେ ପ୍ରତି ନିର୍ବାଚନରେ ଭୋଟରମାନେ ନେତା ବଦଳାଇବାର ପରମ୍ପରା ଚାଲି ଆସିଛି। ଏହି ବିଧାନସଭା କ୍ଷେତ୍ରରେ ଏବେ କଂଗ୍ରେସର ବିଧାୟକ ରହିଛନ୍ତି। ପଞ୍ଚାୟତ ନିର୍ବାଚନରେ ଏଠି…
ଅଧିକ ଖବର ଦେଖନ୍ତୁ...

ହିଞ୍ଜଳିକାଟୁ ନିର୍ବାଚନୀ ମଣ୍ଡଳୀ : ସତ୍ତା ଖୋଜୁଛନ୍ତି କଂଗ୍ରେସ, ବିଜେପି

ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ରାଜ୍ୟର ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ହେଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ। ଗଞ୍ଜାମ ଜିଲ୍ଲାର ଏହି ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଂଗ୍ରେସ ଗଡରେ ପଶି ୨୦୦୦ ମସିହାରୁ ଏକତରଫା ଜିତି ମୁଖ୍ୟମନ୍ତ୍ରୀ ହୋଇ…
ଅଧିକ ଖବର ଦେଖନ୍ତୁ...

ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ : ଗଡ଼ ରକ୍ଷା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

ସୋନପୁର, (ରତନ ପଟ୍ଟନାୟକ): ଗତ ଦୁଇ ଦଶନ୍ଧି ଧରି ସୁବର୍ଣ୍ଣପୁର ଜିଲ୍ଲା ରାଜନୀତି ବିଜେଡି କବ୍‌ଜାରେ ରହିଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୩ଟି ଜିଲ୍ଳା ପରିଷଦ ଆସନ ମଧ୍ୟରୁ ବିଜେପି ୧୦ଟି ଆସନ ପାଇ ଜିଲ୍ଳା ପରିଷଦ ଗଠନ କରିଥିଲା । ଏହି ପଞ୍ଚାୟତ ନିର୍ବାଚନରେ ବିଜେପି ସପକ୍ଷରେ ହାୱା…
ଅଧିକ ଖବର ଦେଖନ୍ତୁ...

୧୬୮ ପାଇଁ ୩୦ ହଜାର ଆଶାୟୀ : ନବୀନ ନିବାସରେ ଭିଡ଼ ବଢୁଛି; ମାଳବିକା ଦେଓ, ସମ୍ବିତ ଭେଟିଲେ

ଭୁବନେଶ୍ବର : ବିଧାନସଭା ଆସନ ସଂଖ୍ୟା ୧୪୭। ଲୋକସଭାର ୨୧ ଆସନ ପାଇଁ ମଧ୍ୟ ଆସନ୍ତା ନିର୍ବାଚନରେ ଭୋଟଗ୍ରହଣ ହେବ। ୩ କୋଟି ୧୮ଲକ୍ଷ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ। ହେଲେ କୌତୂହଳର ବିଷୟ ହେଉଛି, ଅନ୍ୟ ଦଳ କଥା ଦୂରେ ଥାଉ, ଏତିକି ଆସନ ପାଇଁ କେବଳ ଶାସକ ବିେଜଡିରୁ ୩୦ ହଜାର…
ଅଧିକ ଖବର ଦେଖନ୍ତୁ...