ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ଡାକ୍ତର ଦାମୋଦର ରାଉତ ବି‌ଜେପିରେ ସାମିଲ ହେବା ପରେ ପୁଅ ସମ୍ବିତଙ୍କ ତୀବ୍ର ପ୍ରତିକ୍ରିୟା : କହିଲେ ବାପାଙ୍କ ସହ…

ପାରାଦୀପ : ଡାକ୍ତର ଦାେମାଦର ରାଉତ ବି‌ଜେପିରେ ସାମିଲ ହେବା କ୍ଷଣି ପୁଅ ସମ୍ବିତ ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡାକ୍ତର ରାଉତ ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ସେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଶେଷରେ ପଦ୍ମ ଧରିଲେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଓଡ଼ିଶାରେ ଯଦି ସବୁଠାରୁ ଅଧିକ କଡ଼ା ଭାଷାରେ କିଏ ସମାେଲାଚନା କରିଛନ୍ତି, ସେ ହେଉଛନ୍ତି ଡାକ୍ତର ଦାେମାଦର ରାଉତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୀଚ୍ଚା କରି ଦେଖାଇବା ସହିତ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ସାଂସଦ ବଳଭଦ୍ରଙ୍କ ଇସ୍ତଫା

ଭୁବନେଶ୍ବର : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ୪ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ରରେ ସେ କିପରି ରେଳ ବିଭାଗର ଚାକିରି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ବିଜେଡିର ନିର୍ବାଚନ ଇସ୍ତାହାର କମିଟି ଗଠିତ : ବେଦ ପ୍ରକାଶ ଅଗ୍ରଵାଲ ଅଧ୍ୟକ୍ଷ, ସୌମ୍ୟରଞ୍ଜନ, ପ୍ରସନ୍ନ, ମଙ୍ଗଳା,…

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ତଥା ବିଧାୟକ ବେଦ ପ୍ରକାଶ ଅଗ୍ରଵାଲଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିର ସହ ଅଧ୍ୟକ୍ଷ ଭାବେ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଥିଲେ, କୋଳାକୋଳି ହେଲେ

ଭୁବନେଶ୍ବର : ବିଜେଡି ସରକାରରେ ମନ୍ତ୍ରୀ ଥିଲା ବେଳେ ଦା‌େମାଦର ରାଉତଙ୍କ କିଛି ମନ୍ତବ୍ୟ ସରକାରଙ୍କୁ ବେଶ ଅଡ଼ୁଆରେ ପକାଇଥିଲା। କେତେବେଳେ ବ୍ରାହ୍ମଣଙ୍କ ପ୍ରତି ତ କେତେବେଳେ ଚାଷୀଙ୍କ ପ୍ରତି, ପୁଣି କେତେବେଳେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଦାମ। ଏହାକୁ ବିଜେପି ସମେତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି : ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସି ଉପରେ ନଜର ରଖ

ଭୁବନେଶ୍ବର : ଗତ ବିଜେପୁର ଉପନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକ ଓ ମ୍ୟାନେଜରମାନଙ୍କଠାରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିଲା। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପିର ନିର୍ବାଚନୀ ଖର୍ଚ୍ଚରେ ଲାଗିବା ପାଇଁ ଏହି ଟଙ୍କା ମହଜୁଦ ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ପ୍ରତାପଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ସବୁ ଦିନ ରାଜ୍ୟସରକାରଙ୍କ ମନ୍ତ୍ରୀ ତଥା ଶାସକ ବିଜେଡିର ନେତାମାନେ ଏହାକୁ ଉଲ୍ଲଘଂନ କରିଚାଲିଛନ୍ତି । ଗତକାଲି ମନ୍ତ୍ରୀ ପ୍ରତାପ ଜେନା ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟରେ ଜିତାଉଥିବା ପଂଚାୟତକୁ…
ଅଧିକ ଖବର ଦେଖନ୍ତୁ...

ଅନନ୍ତଙ୍କୁ ମନାଇବାକୁ ନୂଆ ପଦବି : ଭୁବନେଶ୍ବର ପର୍ଯ୍ୟବେକ୍ଷକ ସହ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ

ଭୁବନେଶ୍ବର : ବିଜେଡି ନେତା ତଥା ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳ ଅସନ୍ତୁଷ୍ଟ କରିବାକୁ ଚାହୁଁନି। ଏଥିପାଇଁ ଆଜି ତାଙ୍କୁ ସମ୍ପାଦକରୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ବିେ଼ଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପଦୋନ୍ନତି ଦେଇଛନ୍ତି। ଏହାସହ ଭୁବନେଶ୍ବର ସାଙ୍ଗଠନିକ…
ଅଧିକ ଖବର ଦେଖନ୍ତୁ...

ସାଲେପୁରରୁ ପ୍ରଶାନ୍ତଙ୍କ ଟିକେଟ ନିଶ୍ଚିତ

କଟକ/ସାଲେପୁର : କିଏ ହେବ ସାଲେପୁରରୁ ବିଜେଡିର ପ୍ରାର୍ଥୀ। ତାକୁ ନେଇ ଲାଗିରହିଥିଲା ଦ୍ବନ୍ଦ୍ବ। ବିଜେଡି ପକ୍ଷରୁ ଏଯାଏ ଏ ସଂପର୍କିତ କୌଣସି ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି ଏ ସଂପର୍କରେ ଘୋଷଣା କରି ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଗତକାଲି ସାଲେପୁର ବିଜୁ ଜନତା ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆଶା-ଆଶଙ୍କାରେ ତାରକା-ରାଜନେତା : ସିଦ୍ଧାନ୍ତ ଓ ଆକାଶଙ୍କ ପ୍ରାର୍ଥୀତ୍ୱ ନେଇ ଦ୍ୱନ୍ଦ୍ୱ, ଅରିନ୍ଦମ ଆଶାବାଦୀ

ଭୁବନେଶ୍ୱର (ସୁବ୍ରତ ଦାସ): ବିଜୁ ଜନତା ଦଳରେ ଦଳୀୟ ପ୍ରାର୍ଥୀ ମନୋନୟନ ଜୋର୍‌ ଧରିଥିବା ବେଳେ ଏବେ ଦଳରେ ଥିବା ଓଡ଼ିଆ ଚଳଚ୍ଚିତ୍ର ତାରକା ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚାକୁ ଆସିଛନ୍ତି। କାହାକୁ ଟିକେଟ୍‌ ମିଳିବ ଓ କାହାର ଟିକେଟ୍‌ କଟିବ ତାହା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟବସ୍ତୁ…
ଅଧିକ ଖବର ଦେଖନ୍ତୁ...