ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଦେଶ‌ରେ ପ୍ରଚଳିତ ସମସ୍ତ କଏନ ବୈଧ ଅଟେ : ଏଣିକି କଏନ ନେବାକୁ ମନା କଲେ ଭୋଗିବାକୁ ପଡିବ ସାତ ବର୍ଷ ଜେଲ୍!

ନୂଆଦିଲ୍ଲୀ : ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କକୁ ବି ଅନେକ…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷ ପରେ ଫୁଟ୍‌ ପାଥ୍‌ରୁ କିଣିଥିବା ମୁଦି ହୀରାଖଚିତ ବୋଲି ଜାଣି ପାରିଲେ ମହିଳା,ମୂଲ୍ୟ ଥିଲା ୬୮କୋଟି ଟଙ୍କା

ନୂଆଦିଲ୍ଲୀ : ୩୦ ବର୍ଷ ପରେ ସାଧାରଣ ବୋଲି ଭାବୁଥିବା ମୁଦିରେ ହୀରା ଖଚିତ ହୋଇଥିବା ଜାଣି ଡେବ୍ରା ଗୋଡ୍ରାଡ୍‌ଙ୍କ ହୋସ ଉଡି ଯାଇଥିଲା । ବିଶ୍ୱାସ କରିବା ପାଇଁ ତାଙ୍କୁ ଗୋଟେ ରାତି ଲାଗିଥିଲା । ୩୦ ବର୍ଷ ବିତିଯିବା ପରେ ସାଧାରଣ ବୋଲି ଭାବୁଥିବା ମୁଦିର ଦାମ୍‌ ୬୮କୋଟି ଟଙ୍କା ଜାଣି ସେ ଖୁସି…
ଅଧିକ ଖବର ଦେଖନ୍ତୁ...

ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

ଚେନ୍ନାଇ: କିଛି ଲୋକଙ୍କର ବାହାରେ ହେଉ କି ଘରେ,ଖାଇ ସାରିବା ପରେ ପ୍ଲେଟ୍‌ରେ ଖାଦ୍ୟ ବଳକା ରଖିବାର ଅଭ୍ୟାସ ରହିଥାଏ । ଘରେ ହେଉ କି ହୋଟେଲ ପ୍ରାୟ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । କିନ୍ତୁ ତାମିଲନାଡୁରେ ଏକ ଏମିତି ହୋଟେଲ ରହିଛି ଯେଉଁଠି ଖାଇବା ନଷ୍ଟ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’…

ନୂଆଦିଲ୍ଲୀ : ସାଉଦି ଆରବରେ ବିବାହ ସମୟରେ ଘଟିଥିବା ଘଟଣାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବିବାହ ସମୟରେ ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋଗ୍ରାଫର ଫଟୋ ଉଠାଇବା ପାଇଁ କନ୍ୟାକୁ ଓଢ଼ଣା ହଟାଇବା ପାଇଁ କହିଥିଲେ । ଯାହା ପରେ ବର କନ୍ୟାର ମୁହଁ ଦେଖି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଆର୍ଥିକ ସଂକଟ ସତ୍ତ୍ୱେ ପ୍ରତିରକ୍ଷା ବଜେଟ କ୍ଷେତ୍ରରେ ଭାରତ ସହ ପ୍ରତିଯୋଗିତା କରିବାକୁ ଚାହୁଁଛି ପାକିସ୍ତାନ

ଇସ୍ଲାମାବାଦ : ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ପାକିସ୍ତାନ ଏବେ ଚୀନ ଓ ସାଉଦି ଆରବର ସହାୟତାରେ ତିଷ୍ଠି ରହିଛି । ଏହା ସତ୍ତ୍ୱେ ପାକିସ୍ତାନ ଭାରତର ପ୍ରତିରକ୍ଷା ବଜେଟ ସହ ନିଜକୁ ତୁଳନା କରୁଛି ଓ ବଜେଟ ବଢାଇବାକୁ ଯୋଜନା କରୁଛି । ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଜଳ ବିବାଦ: ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ, ମାର୍ଚ୍ଚ ୯ରେ ଚୂଡାନ୍ତ ରାୟ

ନୂଆଦିଲ୍ଲୀ: ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳବିବାଦ ମାମଲାର ମଧ୍ୟବର୍ତ୍ତୀକାଳୀନ ଶୁଣାଣି ଆଜି ମହାନଦୀ ଟ୍ରିବ୍ୟୁନାଲ୍‌ରେ ହୋଇଛି। ଗତ ଅକ୍ଟୋବର ମାସରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଆଜି ଶେଷ ହୋଇଛି। ଏହି ମାମଲାର ଚୂଡାନ୍ତ ରାୟ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଫେରିଲେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ, କହିଲେ ଭାରତ ଫେରିବା ପରେ ଭଲ ଲାଗୁଛି

ନୂଆଦିଲ୍ଲୀ : ଆମେରିକାରେ ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଭାରତ ଫେରିଛନ୍ତି । ଏସଂପର୍କରେ ଟ୍ଵିଟ କରି ସେ ଜଣାଇଛନ୍ତି । ଘରକୁ ଫେରିବା ପରେ ଖୁସି ଲାଗୁଛି ବୋଲି ସେ କହିଛନ୍ତି । କିଡନୀ ସମସ୍ୟା ଓ କର୍କଟ ଚିକିତ୍ସା ପାଇଁ ଗତ ଜାନୁୟାରୀରେ ସେ ଆମେରିକା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ : ଓଡ଼ିଶାରେ କମିଥିବା ବେଳେ ପଶ୍ଚିମବଙ୍ଗରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି…

ନୂଆଦିଲ୍ଲୀ: ବାଲ୍ୟ ବିବାହ ନେଇ ଦେଶରେ ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଅନୁସାରେ ବାଲ୍ୟ ବିବାହ କ୍ଷେତ୍ରରେ ୧୦ ବର୍ଷର ରେକର୍ଡ଼ ଭାଙ୍ଗିଛି ପଶ୍ଚିମବଙ୍ଗ । ୨୦୦୫ ମସିହାରେ ବିହାରରେ ସର୍ବାଧିକ ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ଏବେ ବିହାରକୁ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡିଲା ମୃତ ବ୍ୟକ୍ତିର ତ୍ରୟଦଶାହ କାର୍ଯ୍ୟଦିନ ମଦ୍ୟପାନ : ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୭୦ ଛୁଇଁଲା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇବା ଦ୍ୱାରା ମୃତ୍ୟୁ ସଂଖ୍ୟା ୭୦ ଟପିଛି । ଏହି ମୃତ୍ୟୁଗୁଡ଼ିକ ଉତ୍ତରାଖଣ୍ଡର ହରିଦ୍ୱାରା ଜିଲ୍ଲା ଓ ଏହାକୁ ଲାଗିଥିବା ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ହୋଇଛି । ହରିଦ୍ୱାରର ବାଲୁପୁର ଓ ତାହାର ଆଖପାଖ କେତେକ ଗାଁରେ ମୋଟ ୨୪…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟର ସିଇଓ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମନା କଲେ

ନୂଆଦିଲ୍ଲୀ: ଟ୍ଵିଟରର ସିଇଓ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ପ୍ରଯୁକ୍ତି ବ୍ୟାପାର ପାର୍ଲାମେଣ୍ଟାରି କମିଟି ନିକଟରେ ହାଜର ହେବାକୁ ମନା କରି ଦେଇଛନ୍ତି। ଏହି ସଂସଦୀୟ କମିଟି ପକ୍ଷରୁ ଭାରତୀୟ ନାଗରିକଙ୍କର ବ୍ୟକ୍ତିଗତ ଅଧିକାର ସୁରକ୍ଷା ପ୍ରସଙ୍ଗ ଉପରେ ଅଲୋଚନା ଲାଗି ସାମାଜିକ…
ଅଧିକ ଖବର ଦେଖନ୍ତୁ...