ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

କଶ୍ମୀର ସ୍ଥିତି ସାଂଘାତିକ, ଆଉ ଜଣେ ଯବାନଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ସ୍ଥିତି ସାଂଘାତିକ ହୋଇପଡ଼ିଛି। କୁଲଗାମ୍‌ରେ ବରଫ ଅତଡ଼ା ଧସି ପୋତି ହୋଇ ପଡ଼ିଥିବା ଏକ ପୁଲିସ ପୋଷ୍ଟ୍‌ରୁ ଆଜି ଆଉ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। କୁଲଗାମ୍‌ର ପାର୍ବତ୍ୟାଞ୍ଚଳରେ ସ୍ଥିତି ଅଣାୟତ ହୋଇପଡ଼ିଛି। ଅନେକ ଆଦିବାସୀ…
ଅଧିକ ଖବର ଦେଖନ୍ତୁ...

୫ ମାସ ଧରି ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଘରୋଇ ସହାୟିକା ଗତ ୫ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘର ମାଲିକ ଏବଂ ଅନ୍ୟ ୯ ଜଣଙ୍କ ଦ୍ବାରା ସେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨୮ ବର୍ଷୀୟା ପୀଡ଼ିତାଙ୍କ ସ୍ବାମୀ ଚାକିରି ହରାଇଥିବାରୁ ସେ ତାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

ଆପୋଲୋ ହାଇକୋର୍ଟର ଦ୍ବାରସ୍ଥ

ଚେନ୍ନାଇ: ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କମିଟିର ରିପୋର୍ଟ ପ୍ରକାଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇବାପାଇଁ ଆଜି ଚେନ୍ନାଇ ଆପୋ‌ଲୋ ହସ୍ପିଟାଲ୍‌ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ କୋର୍ଟ‌ରେ…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏଲଡି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ: ବିଏସ୍‌ପି (ବହୁଜନ ସମାଜ ପାର୍ଟି) ଆଜି ହରିୟାଣାର ମୁଖ୍ୟ ବିରୋଧୀ ଆଇଏନ୍‌ଏଲଡି ସହ ୯ ମାସର ମେଣ୍ଟ ଭାଙ୍ଗି ଦେଇଛି। ବି‌ଦ୍ରୋହୀ ବିଜେପି ‌ନେତା ରାଜ କୁମାର ସାଇନିଙ୍କ ଦଳ ଲୋକତନ୍ତ୍ର ସୁରକ୍ଷା ପାର୍ଟି (ଏଲଏସ୍‌ପି) ସହ ମେଣ୍ଟ ପାଇଁ ବିଏସ୍‌ପି ଘୋଷଣା କରିଛି। ଜିନ୍ଦ୍‌…
ଅଧିକ ଖବର ଦେଖନ୍ତୁ...

୨୭ରେ ଟ୍ରମ୍ପ୍‌-କିମ୍‌ ସମ୍ମିଳନୀ

ୱାସିଂଟନ୍: ଆାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ଆସନ୍ତା ଫେବ୍ରୁଆରି ୨୭ ଏବଂ ୨୮ ତାରିଖରେ ଦ୍ବିତୀୟ ସମ୍ମିଳନୀ ହେବ। ଭିଏତନାମର ହାନୋଇରେ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର ‌ହୋଇଛି। ଆଜି ଏନେଇ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ଏଣିକି ବିନା ପ୍ଲାର୍ଟଫର୍ମ ଟିକେଟରେ ରେଳ ଷ୍ଟେସନରେ ପ୍ରବେଶ କଲେ ଜରିମାନା ସାଙ୍ଗକୁ ଦେବାକୁ ପଡିବ ଦୁଇଗୁଣା ଯାତ୍ରା…

ନୂଆଦିଲ୍ଲୀ : ବିନା ପ୍ଲାର୍ଟଫର୍ମ ଟିକେଟରେ ରେଳ ଷ୍ଟେସନରେ ପ୍ରବେଶ କରିବା ଆପଣଙ୍କୁ ଏଣିକି ମହଙ୍ଗା ପଡିପାରେ । ଯଦି ଆପଣ ରେଲୱେ ଷ୍ଟେସନମାନଙ୍କରେ ବିନା ପ୍ଲାର୍ଟଫର୍ମ ଟିକେଟରେ ଧରାପଡନ୍ତି ତେବେ ଆପଣଙ୍କ ପକେଟରୁ ମୋଟା ଅଙ୍କର ଟଙ୍କା ଯିବା ତ ନିଶ୍ଚତ, ଏଥିସହିତ ସେହି ସମୟରେ ଯଦି କୌଣସି…
ଅଧିକ ଖବର ଦେଖନ୍ତୁ...

ଦେଶ‌ରେ ପ୍ରଚଳିତ ସମସ୍ତ କଏନ ବୈଧ ଅଟେ : ଏଣିକି କଏନ ନେବାକୁ ମନା କଲେ ଭୋଗିବାକୁ ପଡିବ ସାତ ବର୍ଷ ଜେଲ୍!

ନୂଆଦିଲ୍ଲୀ : ବଜାରରେ କଏନ ଗ୍ରହଣକୁ ନେଇ ଅରାଜକତା ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ବାଲା ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କକୁ ବି ଅନେକ…
ଅଧିକ ଖବର ଦେଖନ୍ତୁ...

୩୦ବର୍ଷ ପରେ ଫୁଟ୍‌ ପାଥ୍‌ରୁ କିଣିଥିବା ମୁଦି ହୀରାଖଚିତ ବୋଲି ଜାଣି ପାରିଲେ ମହିଳା,ମୂଲ୍ୟ ଥିଲା ୬୮କୋଟି ଟଙ୍କା

ନୂଆଦିଲ୍ଲୀ : ୩୦ ବର୍ଷ ପରେ ସାଧାରଣ ବୋଲି ଭାବୁଥିବା ମୁଦିରେ ହୀରା ଖଚିତ ହୋଇଥିବା ଜାଣି ଡେବ୍ରା ଗୋଡ୍ରାଡ୍‌ଙ୍କ ହୋସ ଉଡି ଯାଇଥିଲା । ବିଶ୍ୱାସ କରିବା ପାଇଁ ତାଙ୍କୁ ଗୋଟେ ରାତି ଲାଗିଥିଲା । ୩୦ ବର୍ଷ ବିତିଯିବା ପରେ ସାଧାରଣ ବୋଲି ଭାବୁଥିବା ମୁଦିର ଦାମ୍‌ ୬୮କୋଟି ଟଙ୍କା ଜାଣି ସେ ଖୁସି…
ଅଧିକ ଖବର ଦେଖନ୍ତୁ...

ଏହି ରେସ୍ତୋରାଁରେ ପ୍ଲେଟ୍‌ରେ ଖାଇବା ଛାଡ଼ିଲେ ଦେବାକୁ ହେବ ଜରିମାନା! ଯିବା ପୂର୍ବରୁ ଜାଣି ନିଅନ୍ତୁ ପୂରା ଘଟଣା

ଚେନ୍ନାଇ: କିଛି ଲୋକଙ୍କର ବାହାରେ ହେଉ କି ଘରେ,ଖାଇ ସାରିବା ପରେ ପ୍ଲେଟ୍‌ରେ ଖାଦ୍ୟ ବଳକା ରଖିବାର ଅଭ୍ୟାସ ରହିଥାଏ । ଘରେ ହେଉ କି ହୋଟେଲ ପ୍ରାୟ ଲୋକ ଖାଦ୍ୟ ନଷ୍ଟ କରିଥାନ୍ତି । କିନ୍ତୁ ତାମିଲନାଡୁରେ ଏକ ଏମିତି ହୋଟେଲ ରହିଛି ଯେଉଁଠି ଖାଇବା ନଷ୍ଟ କଲେ ଗ୍ରାହକଙ୍କୁ ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ବିବାହ ସମୟରେ ସାଥିରେ ବସିଥିଲେ ବର-କନ୍ୟା,ଫଟୋ ଉଠାଇବା ପାଇଁ ମୁଣ୍ଡ ଉପରୁ ଓଢ଼ଣା ହଟାଇବାକୁ କହିଲେ ଫଟୋଗ୍ରାଫର,ତା’…

ନୂଆଦିଲ୍ଲୀ : ସାଉଦି ଆରବରେ ବିବାହ ସମୟରେ ଘଟିଥିବା ଘଟଣାକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ବିବାହ ସମୟରେ ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋଗ୍ରାଫର ଫଟୋ ଉଠାଇବା ପାଇଁ କନ୍ୟାକୁ ଓଢ଼ଣା ହଟାଇବା ପାଇଁ କହିଥିଲେ । ଯାହା ପରେ ବର କନ୍ୟାର ମୁହଁ ଦେଖି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...