ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଶଲ୍ୟ ବିଶେଷଜ୍ଞଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ତଥା ‘ଆଇଏମଏସ ଆଣ୍ଡ ସମ ହସ୍ପିଟାଲ’ର ପୂର୍ବତନ ଡିନ୍‌ ପ୍ରଫେସର ଡା. ଧୀରେନ୍ଦ୍ର କୁମାର ରାୟଙ୍କର ରବିବାର ସକାଳେ ସମ୍‌ ଅଲ୍‌ଟିମେଟ ମେଡିକେୟାରରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ପତ୍ନୀ ପ୍ରଫେସର ଜୁଥିକା ରାୟ ସମ୍‌ ହସ୍ପିଟାଲର…
ଅଧିକ ଖବର ଦେଖନ୍ତୁ...

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି

ଭୁବନେଶ୍ବର : ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଆଜି ଚୋରି ହୋଇଛି। ତାଙ୍କ ଘରେ ଥିବା ମୂଲ୍ୟବାନ ଆସବାବପତ୍ର ସମେତ ସମସ୍ତ ମେଡାଲ କେହି ଚୋରି କରି ନେଇ ଯାଇଛି। ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ୍…
ଅଧିକ ଖବର ଦେଖନ୍ତୁ...

ନିଜ ପରିବାର ଠାରୁ ଦୂରେଇ ରହିବା ପାଇଁ କେହି ଚାହାଁନ୍ତିନି: ହ୍ୟୁମାନ

କଟକ: ଘନେଇବାରେ ଲାଗିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ। ଆରମ୍ଭରୁ ଏହି ଘଟଣାରେ ଚୁପ ରହିଥିବା ଶ୍ରୀୟା ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସ୍ବାମୀ ହ୍ୟୁମାନ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ହକି ତାରକା ପ୍ରବୋଧ ତିର୍କୀଙ୍କ ସରକାରୀ ବାଭବନରୁ ଚୋରି

ଭୁବନେଶ୍ବର:  ହକି ତାରକା ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରେ ଚୋରମାନେ କଳାକନା ବୁଲାଇ ଦେଇଥିବାର ଖବର ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ଅଭିନୟ ସବୁ‌ବେଳେ ଆହ୍ବାନପୂର୍ଣ୍ଣ: ଶ୍ରଦ୍ଧା

ଭୁବନେଶ୍ବର: ଓଲିଉଡ୍‌ର ଜଣେ ଉଦୀୟମାନ ତାରକା ଶ୍ରଦ୍ଧା ପାଣିଗ୍ରାହୀ। ଧାରାବାହିକ, ଚଳଚ୍ଚିତ୍ର ଓ ନାଟକରେ ନିଜ ଅଭିନୟର ଛାପ ଛାଡ଼ିଥିବା ଏହି ନବାଗତାଜଣଙ୍କ ଓଡ଼ିଆ ମନୋରଞ୍ଜନ ଜଗତରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ଡ୍ୟାନ୍ସ ରିଅଲିଟି ସୋ’ ‘ମିଠା ମିଠା ଯୋଡ଼ି’ରୁ ସୁଯୋଗ ପାଇ…
ଅଧିକ ଖବର ଦେଖନ୍ତୁ...

ଜୀବନ ରଙ୍ଗ: ମୁହଁ ସୌନ୍ଦର୍ଯ୍ୟରେ ମହିଳାଙ୍କ ମନ

ଭୁବନେଶ୍ବର: ଯୁଗେଯୁଗେ ମଣିଷ ସୌନ୍ଦର୍ଯ୍ୟର ପୂଜକ ସାଜି ଆସିଛି। କିଏ ନିଜକୁ ଅଧିକ ସୁନ୍ଦର କରିବାକୁ ବିଭିନ୍ନ ଘରୋଇ ଉପଚାର କରୁଛି ତ’ ଆଉ କିଏ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛି। କିଏ ଜେଜେ ମା’ଙ୍କ ହଳଦୀ, ଚନ୍ଦନ ଉପଚାର ଏବେ ବି ବ୍ୟବହାର କରୁଛି ତ’ କିଏ ତ୍ବଚାରେ ଉଜ୍ଜ୍ବଳତା…
ଅଧିକ ଖବର ଦେଖନ୍ତୁ...

ଦ୍ୱୈତ ନଗରୀ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ: ଗାଡ଼ି ଚଳାଚଳ ଏବଂ ଯାତାୟତରେ ସମସ୍ୟା

ଭୁବନେଶ୍ବର: ଆଜି ଦ୍ୱୈତ ନଗରୀ କଟକ- ଭୁବନେଶ୍ୱରର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। କଟକ- କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୨୦ରୁ ୩୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଏହାଫଳରେ ଗାଡ଼ି ଚଳାଚଳ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ରାଜସ୍ବ ତନାଘନା: ବଡ଼ବଡ଼ିଆଙ୍କଠାରୁ ଆଦାୟ କରିବେ ତ?

ଭୁବନେଶ୍ୱର: ବିଏମ୍‌ସିକୁ ରାଜସ୍ବ ଚିନ୍ତା ଘାରିଛି। ନିୟମିତ ସମୀକ୍ଷା ଚାଲିଛି। କେତେବେଳେ କାର୍ଯ୍ୟାନୁଷ୍ଠାନ ତ’ କେତେବେ‌ଳେ ଚଢ଼ଉକୁ ନେଇ ଅର୍ଡର୍‌ ବାହାରୁଛି। କ’ଣ କରିବେ? କେତିମି ରାଜସ୍ବ ବଢ଼ାଇବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ। ବିଶେଷକରି ହୋଲ୍ଡିଂଟ୍ୟାକ୍ସ ବାବଦକୁ କୋଟି…
ଅଧିକ ଖବର ଦେଖନ୍ତୁ...

ଡଟ୍‌ଫେଷ୍ଟ: ପ୍ରଣୟ ବାସ୍ନାରେ ମହକିଲା ମଞ୍ଚ

ଭୁବନେଶ୍ୱର: ପ୍ରଣୟର ବାସ୍ନାରେ ମହକୁଥିଲା ସମଗ୍ର ପରିବେଶ। ମନର ମଣିଷକୁ ଅତି ପାଖରେ ଅନୁଭବ କରିପାରୁଥିଲେ ଦର୍ଶକ। ନିଜକୁ ପ୍ରତ୍ୟେକ ଗୀତର ନାୟକ/ନାୟିକା ଭାବେ ଦେଖୁଥିଲେ। କେତେବେଳେ ଝରଣା କୂଳରେ ତ’ କେତେବେ‌ଳେ ନିର୍ଜନ ବେଳାଭୂମି‌ରେ ନିଜକୁ ପାଉଥିଲେ। ଗୀତରେ ଗୀତରେ ଆଜି ଏଭଳି ଏକ ପରିବେଶ…
ଅଧିକ ଖବର ଦେଖନ୍ତୁ...

ହତ୍ୟାକାରୀଙ୍କୁ ସୁହାଉଛି କୁଆଖାଇ ନଦୀପଠା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ବରିମୁଣ୍ଡ ନଦୀପଠାରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାକୁ ସପ୍ତାହେ ବିତିଗଲାଣି। କିନ୍ତୁ ଏଯାଏ ପୁଲିସ ସଂପୃକ୍ତ ଯୁବକଙ୍କ ପରିଚୟ ପାଇ ପାରିନଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଳଜଳ…
ଅଧିକ ଖବର ଦେଖନ୍ତୁ...