ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଡାକୋଟା ବିମାନରେ ବିଜୁବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ଦେଖାଇଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁବାବୁଙ୍କ ଐତିହାସିକ ଡାକୋଟା ବିମାନ। ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ରେ ପଡ଼ି ୯ ବର୍ଷୀୟ ବାଳକର ମୃତ୍ୟୁ ଘଟଣା: କଟକ ଜିଲ୍ଲାପାଳ ଓ ସିଏମ୍‌ସି କମିସନରଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍

ଭୁବନେଶ୍ୱର: କଟକର ବିଡ଼ାନାସୀରେ ଏକ ଖୋଲା ଡ୍ରେନ୍‌ ଭିତ‌ରେ ଖସି ପଡ଼ି ୯ ବର୍ଷ ବୟସର ବାଳକ ଯୋସେଫ୍‌ ସାହାଣୀର ମୃତ୍ୟୁ ଘଟଣାକୁ ଜାତୀୟ ମାନବିକ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆରସି) ଗୁରୁତ୍ବର ସହ ନେଇଛନ୍ତି। ପୁରୀ ଜିଲ୍ଲା ପିପିଲି ବ୍ଲକର ରାଇନସୋଲ ଅଧିନ କମଳାସାଗର ପାଟଣା ଗାଁର ମାନବିକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲା ଐତିହାସିକ ‘ଡାକୋଟା’ ବିମାନ

କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବହୁ ଦୁଃସାହସିକ ଅଭିଯାନରେ ବ୍ୟବହାର କରିଥିବା ଡାକୋଟା ବିମାନ ଆଜି ଭୁବନେଶ୍ବରରେ ପହଞ୍ଚିଛି।। କୋଲକାତାର ନେତାଜୀ ସୁଭାଷ ବୋଷ ବିମାନବନ୍ଦରରୁ ଭୁବନେଶ୍ବରକୁ ୩ଟି ଲରିରେ ଡାକୋଟା ବିମାନକୁ ଅଣାଯାଇଛି। ଡାକୋଟା ବିମାନଟିକୁ ମରାମତି କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ପଟିଆ ରେଳଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି  । ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ରହିଛି । ଅପହରଣ ପରେ ଦଉଡିରେ…
ଅଧିକ ଖବର ଦେଖନ୍ତୁ...

ସହରର ୬୦ ଭାଗ ଡ୍ରେନ୍‌ ମୁକୁଳା

କଟକ: ଗୁଡ଼ି ଉଡ଼ାଇବା ସମୟରେ ଗତକାଲି ବିଡ଼ାନାସୀ ଅଞ୍ଚଳର ଜଣେ ତୃତୀୟ ଶ୍ରେଣୀ ଛାତ୍ର ‌ମୁକୁଳା ଡ୍ରେନ୍‌ରେ ପଡ଼ି ପ୍ରାଣ ହରାଇଥିବା ବେଳେ ଏହାକୁ ନେଇ ପୌର ନିଗମ ଉପରକୁ ଅଙ୍ଗୁଳି ଉଠିଛି। ସହରର ସମସ୍ତ ଡ୍ରେନ୍‌କୁ ଆବଦ୍ଧ କରିବାକୁ ନିୟମ ଥିବା ବେଳେ ଏବେ ନିଗମର ୬୦ ପ୍ରତିଶତରୁ ଅଧିକ ଡ୍ରେନ୍‌…
ଅଧିକ ଖବର ଦେଖନ୍ତୁ...

ହକି ବିଶ୍ୱକପ୍‌ ଟିକେଟ୍‌ କଳାବଜାର, ୪ ଅଟକ

ଭୁବନେଶ୍ୱର: ହକି ବିଶ୍ବକପ୍‌ର ଟିକେଟ୍‌ ଖଣ୍ଡିଏ ପାଇଁ କିଏ ଦିନତମାମ ଖରାରେ ଠିଆ ହୋଇ ହୋଇ ଖାଲି ହାତରେ ଫେରିଛି ତ କିଏ ଅନଲାଇନ୍‌ରେ କାଟିବାକୁ ଯାଇ ବାରମ୍ବାର ବିଫଳ ହୋଇଛି। ଭାରତ ନ ଖେଳୁ ପଛେ, ଯେକୌଣସି ମ୍ୟାଚ୍‌ର ପାସ୍‌ ଖଣ୍ଡିଏ ମିଳିଗଲେ କେମିତି ଭିତରୁ ଟିକେ ବୁଲି ଆସନ୍ତେ,…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କୁ ହତ୍ୟା କରି ବାପା-ମା’ଙ୍କ ଆତ୍ମହତ୍ୟା, ୧୨ ବର୍ଷରେ ୫ ଲୋମଟାଙ୍କୁରା ଘଟଣା

କଟକ: ଦୁଇ ବର୍ଷ ତଳେ କଟକ ବିଡାନାସୀ ଅଞ୍ଚଳରେ ଜଣେ ମା’ ତା’ ଶିଶୁ କନ୍ୟାର ଦୁଇ ହାତର ଶିରା, ଗୋଡ଼ର ଗୋଚ୍ଛି ଓ ତଣ୍ଟିକୁ ଛୁରୀରେ କାଟି ମାରି ଦେଇଥିଲେ। ବ୍ୟାଙ୍କରେ ଚାକିରି କରୁଥିବା ମହିଳା ଜଣକ ଏଭଳି ନୃଶଂସ କାଣ୍ଡ ଘଟାଇବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ମଧୁପାଟଣାରେ ଶିବାଂଶ…
ଅଧିକ ଖବର ଦେଖନ୍ତୁ...

ଆଜି ବି ଆଁ କରିଛି ମୁକୁଳା ଡ୍ରେନ୍‌: ପଥଚାରୀଙ୍କୁ ପାଦେପାଦେ ବିପଦ

ଭୁବନେଶ୍ୱର: ହୋଟେଲ ୱେଲକମ୍‌ ସମ୍ମୁଖ ମୁକୁଳା ଡ୍ରେନ୍‌ରେ ହକି ବିଶ୍ବକପ୍‌ ପାଇଁ ଆସିଥିବା କୋରିଆ ଫଟୋ ସାମ୍ବାଦିକ ଗଳି ପଡ଼ିବା ପରେ ଜୋରସୋର୍‌‌ରେ ତନାଘନା ହେଲା। ରାତି ଅଧିଆ ନାଳ ଆଗରେ ବାଡ଼ ବାନ୍ଧି ଦିଆଗଲା। କିନ୍ତୁ ଏବେ ବି ରାଜଧାନୀରେ ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି। କିନ୍ତୁ ଏତେ…
ଅଧିକ ଖବର ଦେଖନ୍ତୁ...

ବର୍ଷାଙ୍କ ବିରୋଧରେ ସମାନ ଧରଣର ଏକାଧିକ ଅଭିଯୋଗ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର ନେଇ ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ଭୁବନେଶ୍ବର ଡିସିପି ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ବର୍ଷାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ସମାନଧରଣର ଅଭିଯୋଗ ହୋଇଥିବା ଘଟଣା…
ଅଧିକ ଖବର ଦେଖନ୍ତୁ...

ଡଟଫେଷ୍ଟର ତୃତୀୟ ସନ୍ଧ୍ୟା: ନିତିମୋହନଙ୍କ କଣ୍ଠରେ ରଙ୍ଗବତୀ

ଭୁବନେଶ୍ବର: ଅନେକ ଓଡ଼ିଆ ଶବ୍ଦର ସ୍ପଷ୍ଟ ଉଚ୍ଚାରଣ ହେଉ ନଥିଲା। ପ୍ରତି ଲାଇନ୍‌ରେ ଗଡ଼ବଡ଼ ହେଉଥିଲା। ହେଲେ ସେଥିରେ ବି ଦର୍ଶକଙ୍କୁ ନଚାଇଦେଲେ ମୁମ୍ବାଇ କଣ୍ଠଶିଳ୍ପୀ ନିତିମୋହନ। ‘ରଙ୍ଗବତୀ’ର ରିମିକ୍ସ ଗୀତ ଗାଇ ଗାଇ ସେ ମଞ୍ଚରୁ ଓହ୍ଲାଇ ପଡ଼ିଥିଲେ। ତାଙ୍କ ସହ ନାଚରେ ସାମିଲ ହୋଇ ଯାଇଥିଲେ…
ଅଧିକ ଖବର ଦେଖନ୍ତୁ...