ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କ୍ୟାପିଟାଲ୍ କ୍ରାଇମ: ମୋ’ ବସ୍‌‌ରେ ମହିଳାଙ୍କ ସୁନାହାର ଚୋରି

ବାଲିଅନ୍ତା: ଆଜି ପୁଣିଥରେ ମୋ’ ବସ୍‌ରୁ ଚୋରି ହୋଇଛି। ଚୋରିର ଶିକାର ମହିଳା ହେଲେ, ବାଳକାଟି ଫାଣ୍ଡି ଅନ୍ତର୍ଗତ ବୁଦ୍ଧିପଡ଼ା ଗ୍ରାମର ପ୍ରତିମା ପତି। ଗହଳିର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ୧୧ ଗ୍ରାମ୍‌ ଓଜନର ଏକ ସୁନାହାର ଲୁଟି ନେଇଛି। ଏ ସଂପର୍କରେ ସେ…
ଅଧିକ ଖବର ଦେଖନ୍ତୁ...

ବିସିଇରୁ ୧୦୨ ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ବର: ନେତାଜୀ ସୁଭାଷ ବୋଷ ଓ ବୀର ସ‌ୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ବିଜିନେସ୍ କ୍ଲବ୍ ଅଫ୍ ଏଣ୍ଟରପ୍ରିନିୟର୍ସ (ବିସିଇ) ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହିଦ ନଗରସ୍ଥିତ ହୋଟେଲ ଏମ୍ପାୟାର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ଭୁବନେଶ୍ବର: ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଓ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶାଖା ପକ୍ଷରୁ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଭିଏସ୍ଏସ୍ ନଗରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା…
ଅଧିକ ଖବର ଦେଖନ୍ତୁ...

ଅମୃତସ୍ନାତା ରାୟ ଜିତିଲେ ମିସେସ ଡିଭା ଇଣ୍ଡିଆ-୨୦୨୨ ଟାଇଟଲ୍‌

ଭୁବନେଶ୍ବର: ମିସନ ଡ୍ରିମ୍‌ ଇଣ୍ଡିଆ ପକ୍ଷରୁ ଜାତୀୟସ୍ତରୀୟ ବିୟୁଟି ପେଜେଣ୍ଟ ପ୍ରତିଯୋଗିତା କୋଲକାତାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମିସ୍‌, ମିଷ୍ଟର ଓ ସିସେସ୍‌ ଭଳି ତିନୋଟି ବର୍ଗରେ ସାରା ଭାରତରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମିସେସ୍‌ ବର୍ଗରେ କଟକର ଅମୃତସ୍ନାତା ରାୟ…
ଅଧିକ ଖବର ଦେଖନ୍ତୁ...

ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ ପାଇଁ ଦସ୍ତଖତ ଅଭିଯାନ

ଭୁବନେଶ୍ବର: ଭିଏସ୍‌ଏସ୍‌ନଗରରେ ବୀର ସୁରେନ୍ଦ୍ର ସାଏଙ୍କ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ନିର୍ମାଣ ପାଇଁ ଭିଏସ୍‌ଏସ୍‌ନଗର ଯୁବ ଛାତ୍ର ବିକାଶ ପରିଷଦ ପକ୍ଷରୁ ଆଜି ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ଦଳମତ ନିର୍ବିଶେଷରେ ଏଥିରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, ବିଜେପି ଜିଲ୍ଲା ସଭାପତି…
ଅଧିକ ଖବର ଦେଖନ୍ତୁ...

ସରିଲା ଓୟୁଏଟି ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଉଦ୍ୟାନ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ କଲୋନି କମ୍ୟୁନିଟି ହଲରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ପୁଷ୍ପ ପ୍ରଦର୍ଶନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଶୁଭଶ୍ରୀ ମହିଳା ସମିତିର ସଭାପତି ତଥା ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳଙ୍କ…
ଅଧିକ ଖବର ଦେଖନ୍ତୁ...

ମିନିଷ୍ଟ୍ରିଆଲ୍ ଏମ୍ପ୍ଲ‌ଇଜ୍ ଆସୋସିଏସନ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ବର: ମିନିଷ୍ଟ୍ରିଆଲ୍ ଏମ୍ପ୍ଲ‌ଇଜ୍ ଆସୋସିଏସନ୍‌ର ୧୭ତମ ବାର୍ଷିକ ଉତ୍ସବ ପାୱାର ହାଉସ୍ କଲୋନିର ବିଦ୍ୟୁତ୍ କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ଟିପିସିଓଡିଏଲ୍‌ର ଉନ୍ନତୀକରଣ ପକ୍ରିୟାକୁ ଆଗେଇ ନେବାକୁ…
ଅଧିକ ଖବର ଦେଖନ୍ତୁ...

ଆଜିର ସୃଜନୀ ପକ୍ଷରୁ ମହିଳା ସଚେତନତା ଆଲୋଚନାଚକ୍ର

ଭୁବନେଶ୍ବର: ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଆଜିର ସୃଜନୀ’ର ମିଳିତ ସହଯୋଗରେ ମହିଳା ସଚେତନତା ଆଲୋଚନାଚକ୍ର ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦ ସ୍ବାଗତ ଭାଷଣ ଦେଇଥିବାବେଳେ ସାହିତ୍ୟିକା ଡାକ୍ତର ଗାୟତ୍ରୀ ମହାନ୍ତି, ଡାକ୍ତର…
ଅଧିକ ଖବର ଦେଖନ୍ତୁ...

‘ନାଟ୍ୟ ପରିକ୍ରମା’ର ପରଦା ନଇଁଲା: ‘ଦ୍ରୋହୀ’‌ରେ ରାଘବର ପାପ ହିସାବ

ଭୁବନେଶ୍ବର: ସ୍କୁଲ ଡ୍ରାମାରେ ରାବଣ ଭୂମିକା‌ରେ ଅବତୀର୍ଣ୍ଣ ହେବାକୁ ତା’ର ଭାରି ଇଚ୍ଛା ଥିଲେ ହେଁ ସାର୍‌ ତାକୁ ସେ ସୁଯୋଗ ଦେଲେନି। ଏଇ କଥା ତା’ ମନରେ ବିଦ୍ରୋହ ସୃଷ୍ଟି କରେ। କିନ୍ତୁ ରାବଣ ଚରିତ୍ର ତାକୁ ଏତେ ପ୍ରଭାବିତ କରେ ଯେ ଅସଲ ଜୀବନରେ ସେ ରାକ୍ଷସଙ୍କ ଭଳି ବ୍ୟବହାର କରେ। ଏପରିକି…
ଅଧିକ ଖବର ଦେଖନ୍ତୁ...

ସତ୍‌ସଙ୍ଗରେ ଯୋଗ ଦେଲେ ଦୁଃଖ ଦୂରେଇଯାଏ

ବାଲିପାଟଣା: ବନମାଳୀପୁରସ୍ଥିତ ସତ୍‌ସଙ୍ଗବିହାର ପରିସରରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଆବିର୍ଭାବ ଦିବସ ଓ ସତ୍‌ସଙ୍ଗ ଶ୍ରୀମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସତ୍‌ସଙ୍ଗ ବିହାରର ଅଧ୍ୟକ୍ଷ ସହ-ପ୍ରତି-ଋତ୍ବିକ ବୈରାଗୀ…
ଅଧିକ ଖବର ଦେଖନ୍ତୁ...