ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଓଡ଼ିଶା କୃଷି ଶିଳ୍ପ ନିଗମ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ୧୨ଦିନିଆ ପ୍ରଶିକ୍ଷଣ ଶିବିରରେ ସୁଦୂର ନବରଙ୍ଗପୁର ଓ ରାୟଗଡ଼ାରୁ ଯୁବକମାନେ ଆସି ପ୍ରଶିକ୍ଷଣ ନେଇଥିଲେ। ଶିବିରରେ ଯୁବକମାନେ ଓଏଫ୍‌ଏମ୍‌ଆର୍‌ଡିସି ଛାତ୍ରାବାସରେ ରହି…
ଅଧିକ ଖବର ଦେଖନ୍ତୁ...

ଖଣ୍ଡଗିରି ଯାତ୍ରା: ଇନ୍ଦିରା ମଣ୍ଡପରେ ଶିବାନୀ, କଳିଙ୍ଗ

ଖଣ୍ଡଗିରି: ଖଣ୍ଡଗିରି ଯାତ୍ରାକୁ ଆଉ ୫ ଦିନ ବାକିଥିବା ବେଳେ ଯାତ୍ରା କମିଟି ପକ୍ଷରୁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ଏଥରକ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ, ଜୟଦୁର୍ଗା ସାଂସ୍କୃ୍ତିକ ପରିଷଦ ଓ ଇନ୍ଦିରା ସାଂସ୍କୃତିକ ପରିଷଦ ୨ଟି ଲେଖାଏଁ ପାର୍ଟି ସହ ମଇଦାନକୁ ଓହ୍ଲାଇବେ। ୩୧ ତାରିଖରୁ…
ଅଧିକ ଖବର ଦେଖନ୍ତୁ...

ପିସିସି ପକ୍ଷରୁ ସୁରେନ୍ଦ୍ର ସାଏ ଓ ସୁଭାଷ ବୋଷଙ୍କ ଜୟନ୍ତୀ

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ କଂଗ୍ରେସ ନେତୃବୃନ୍ଦ ଭିଏସ୍‌ଏସ୍‌ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ…
ଅଧିକ ଖବର ଦେଖନ୍ତୁ...

‘ପଠାନ୍’ ଚଳଚ୍ଚିତ୍ରକୁ ବିରୋଧ: ଥାନାରେ ଏତଲା ଦେଲା କଳିଙ୍ଗ ସେନା

ଭୁବନେଶ୍ବର: ଅଭିନେତା ଶାହରୁଖ ଖାନ୍ ଓ ଦୀପିକ‌ା ପ‌ାଦୁକୋନ୍ ପଠାନ ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ଦଳି ମକଚି ନଷ୍ଟ କରି ଦେଇଛନ୍ତି। ଗୀତ ଓ ନୃତ୍ୟ ମାଧ୍ୟମରେ ସେମାନେ ଅଶ୍ଳୀଳତାର ଚରମ ସୀମାରେ ପହଞ୍ଚିଛନ୍ତି। ଏହା ସଂସ୍କୃତି ସମ୍ପନ୍ନ ଓଡ଼ିଶା ତଥା ଭାରତବାସୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ନେତାଜୀ ଜୟନ୍ତୀରେ କନକ ନ୍ୟୁଜ୍‌ ପକ୍ଷରୁ ଗଣଦୌଡ଼

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ କନକ ନିଉଜ୍‌ ପକ୍ଷରୁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରୁ ବାଲିଯାତ୍ରା ତଳ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମେୟର ସୁବାସ ସିଂହ ଉଦ୍‌ଘାଟନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ବର: ସିଆରପିଏଫ୍‌ ପରିସର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସହଯୋଗରେ ପ୍ରଧାନମନ୍ତ୍ରୀଙ୍କ ଲିଖିତ ‘ପରୀକ୍ଷା ଯୋଦ୍ଧା’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲାର ୧୮ଟି ବିଦ୍ୟାଳୟର ୧୦୦ ବିଦ୍ୟାର୍ଥୀ ଭାଗ…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତୁତ ହେଉଛି ବୃହତ୍‌ ନନ୍ଦନକାନନ ନକ୍ସା: ଚୂଡ଼ଙ୍ଗଗଡ଼କୁ ଉଠିଯିବ ସଫାରି

ଭୁବନେଶ୍ବର, (କେଶବ ପାଣି): ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ। ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ। କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ…
ଅଧିକ ଖବର ଦେଖନ୍ତୁ...

ନେତାଜୀ ଜୟନ୍ତୀରେ ଆଳୁଚପ୍ ବାଣ୍ଟିଲେ ଉପେନ୍ଦ୍ର

ଭୁବନେଶ୍ୱର : ମହାନ୍ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷ, ନେତାଜୀଙ୍କ ଜନ୍ମ ଦିନ ବୋଲି ତାଙ୍କର ସପ୍ତାହେ ହେବ ଆଉ ପାଦ ତଳେ ଲାଗୁ ନାହିଁ। ନେତାଜୀଙ୍କ ଭଳି ମୁଣ୍ଡରେ ଟୋପି, ଛାତିରେ ଜାତୀୟ ପତାକା ଓ ମେଡ଼ାଲ ଟାଙ୍ଗିଛନ୍ତି। ନେତାଜୀଙ୍କ ଜୟନ୍ତୀ ପାଇଁ ଆଜି ସକାଳୁ ଉଠି ପ୍ରଥମେ ନେତାଜୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୋଜିସନ ମ୍ୟାଚ୍‌ ପାଇଁ ରାଉରକେଲା ପହଞ୍ଚିଲା ଭାରତୀୟ ଦଳ

ରାଉରକେଲା: ନ୍ୟୁଜିଲାଣ୍ଡ୍‌ ବିପକ୍ଷ କ୍ରସ୍‌ଓଭର ମ୍ୟାଚ୍‌ରେ ପରାଜୟ ଭୋଗିବାପରେ ଭାରତୀୟ ହକି ଦଳର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଛି। ଏବେ ଭାରତୀୟ ଦଳ ପୋଜିସନ୍‌ ମ୍ୟାଚ୍‌ ଖେଳିବ। ଉତ୍କୃଷ୍ଟ ସ୍ଥାନ ବଜାୟ ରଖି କିଛି ସମ୍ମାନରକ୍ଷା କରିବାକୁ ଉଦ୍ୟମ କରିବ। ଭାରତ ଆସନ୍ତା ୨୬ ତାରିଖରେ ଜାପାନ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ମହିଳାଙ୍କୁ ରକ୍ତାକ୍ତ ଆକ୍ରମଣ; ଅଭିଯୁକ୍ତ ଯୁବକ ଅଟକ, କାତି ଜବତ

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ରଘୁପତିନଗରରେ ଜଣେ ମହିଳାଙ୍କୁ ରକ୍ତାକ୍ତ ଆକ୍ରମଣ ହୋଇଛି। ମହିଳାଙ୍କ ଘରେ ପଶି ଯୁବକ ଜଣକ କାତିରେ ଚୋଟ ପକାଇଛନ୍ତି। ଆକ୍ରମଣରେ ମାଧୁରୀ ପଣ୍ଡା(୩୭) ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଏମ୍‌କେସିଜି ବଡ଼…
ଅଧିକ ଖବର ଦେଖନ୍ତୁ...