ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଦୁର୍ଘଟଣା ମନେପକାଏ ଟ୍ରାଫିକ୍ ବ୍ୟବସ୍ଥା କଥା

ଭୁବନେଶ୍ବର: ରାଜଧାନୀରେ ପଳାସୁଣି ଛକ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା। ପ୍ରତ୍ୟେକ ଦିନ ଏଠାରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ପୁଲିସଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ସାଂସଦଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ…
ଅଧିକ ଖବର ଦେଖନ୍ତୁ...

ସ୍ବଚ୍ଛତାଠାରୁ ବହୁ ଦୂରରେ ରାଜଧାନୀ

ଭୁବନେଶ୍ବର: ବିଏମ୍‌ସିର ପରିମଳ ବ୍ୟବସ୍ଥା ଏବେ ଚର୍ଚ୍ଚାରେ ରହିଛି। ଅନ୍ୟ ଉପବିଭାଗ ତୁଳନାରେ ବିଏମ୍‌ସି ଏଥିରେ ଅଧିକ ଖର୍ଚ୍ଚ କରୁଛି। କମିସନର ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁରରେ ଆବର୍ଜନା ପରିଚାଳନାରେ ବେଶ୍‌ ନାଁ କମାଇବା ପରେ ରାଜଧାନୀର ଦାୟିତ୍ବ ନେଇଛନ୍ତି। ସେ ଯୋଗ ଦେବା ପ‌ରେ ଏହି…
ଅଧିକ ଖବର ଦେଖନ୍ତୁ...

ହାଇୱାରେ ବୁଲିଲା ହାତୀ, ବୁଲେଇ ବୁଲେଇ ଅଭୟାରଣ୍ୟରେ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବୁଲୁଥିବା ବାଟବଣା ଦନ୍ତା ହାତୀକୁ କାବୁ କରିଛି ବନ ବିଭାଗ। ଚନ୍ଦକା, ଖୋର୍ଦ୍ଧା ଓ ସିଟି ଫରେଷ୍ଟ ଡିଭିଜନ୍‌ କର୍ମଚାରୀଙ୍କ ସହ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ପାଖାପାଖି ୧୨ ଘଣ୍ଟା ଧରି ଦନ୍ତାର ପିଛା କରିବା ପରେ ଆଜି ଭୋର୍‌ ସମୟରେ ପାତ୍ରପଡ଼ା ଶନିମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଉପକଣ୍ଠକୁ ଆ‌ସୁଥିଲେ, ଏବେ ସହର ଛାତିରେ ହାତୀ

ଭୁବନେଶ୍ବର: ଦିନ ଥିଲା ରାଜଧାନୀ ଉପକଣ୍ଠରେ ଥିଲା ଘଞ୍ଚ ଜଙ୍ଗଲ। ବୁଲୁଥିଲେ ହାତୀ, ଭାଲୁ, କଲରାପତରିଆ। ନା ଥିଲା ଖାଦ୍ୟର ଅଭାବ, ନା କଂକ୍ରିଟ୍‌ ଜଙ୍ଗଲର ଭୟ। ଦୁଇରୁ ତିନି ଦଶନ୍ଧି ମଧ୍ୟରେ ବଦଳିଯାଇଛି ରାଜଧାନୀର କଳେବର। ଜଙ୍ଗଲ ମୁହାଁ ହୋଇଛନ୍ତି ମଣିଷ। ଆଉ ଜନବସତି ମୁହାଁ ହୋଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ନିଶା ନିବାରଣ କେନ୍ଦ୍ରରେ ସେକ୍ସନ୍‌ ଅଫିସର୍‌ଙ୍କ ମୃତ୍ୟୁ ମାମଲା: ଅନ୍ତେବାସୀଙ୍କ ବୟାନ ରେକର୍ଡରୁ ଛାନ୍‌ଭିନ୍‌ ଆରମ୍ଭ

ଭୁବନେଶ୍ବର: କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ର ନିଷ୍ଠାର ଅନ୍ତେବାସୀ ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସେକ୍ସନ ଅଫିସର ରାଜୀବ କୁମାର ଶ୍ରୀଚନ୍ଦନଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୁଲିସ। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଓ ଚର୍ଚ୍ଚା ହେଉଥିବା…
ଅଧିକ ଖବର ଦେଖନ୍ତୁ...

ସାଇବର ଲୁଟେରାଙ୍କ ଟାର୍ଗେଟ୍‌ରେ ରାଜଧାନୀ, ମାସକରେ ଲୁଟିନେଲେ ୯୪ଲକ୍ଷ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାର କ୍ରେଡିଟ୍‌ କାର୍ଡ ଲିମିଟି ବଢ଼ାଇବାର ପ୍ରଲୋଭ‌ନ ଦେଖାଇ ତ କାହାକୁ କଞ୍ଚାମାଲ୍‌ କିଣିବା ଆଳରେ ଆଉ କାହାକୁ ଷ୍ଟକ ମାର୍କେଟ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ଠକେଇ କରୁଛନ୍ତି। ଏମିତି ଲୋକଙ୍କୁ ଭୂଆଁ ବୁଲାଇ‌…
ଅଧିକ ଖବର ଦେଖନ୍ତୁ...

ମାସକରେ ୧୪୨ ଲୁଟେରା ଗିରଫ

ଭୁବନେଶ୍ବର: ଗତ ମାସରେ କମିସନରେଟ୍‌ ପୁଲିସ ରାଜଧାନୀରେ ଉତ୍ପାତ କରୁଥିବା ୧୪୨ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୧୬ଜଣ କୁଖ୍ୟାତ ଲୁଟେରାଙ୍କୁ ରିମାଣ୍ଡରେ ଅଣାଯାଇଥିବା ବେଳେ ୧୮ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସିଆରପିସି ୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ଅବସ୍ଥାରେ ପ୍ରାଚୀନ ହବିଷ୍ୟାଳି ମନ୍ଦିର

ପୁରୁଣା ଭୁବନେଶ୍ୱର: ମହାକାର୍ତ୍ତିକ ମାସରେ ଏକାମ୍ର କ୍ଷେତ୍ରକୁ ହିବଷ୍ୟାଳିଙ୍କ ଆସିବା କାହିଁ କେଉଁକାଳରୁ ଚାଲିଛି। ମାସ ସାରା ହବିଷ୍ୟାଳିମାନଙ୍କ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନରେ ଏକାମ୍ର କ୍ଷେତ୍ର ଉଛୁଳି ପଡ଼ୁଛି। କିନ୍ତୁ ପ୍ରାଚୀନ ହବିଷ୍ୟାଳି ମନ୍ଦିର ଦୀର୍ଘ ବର୍ଷ ହେଲା ଅଲୋଡ଼ା…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ସିଟିରେ ବିକଳ ଶିକ୍ଷା ବ୍ୟବସ୍ଥା: ହାଇସ୍କୁଲରେ ପଢ଼ାଉଛନ୍ତି ପ୍ରାଥମିକ ଶିକ୍ଷକ

ଖଣ୍ଡଗିରି: ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ରହିଛି। ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ଉଚ୍ଚତର ଶିକ୍ଷା ପାଇଁ ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭାବ ରହିଛି ବୋଲି ନିକଟ ଅତୀତରେ ଦିଲ୍ଲୀର ଓକିଲମାନଙ୍କୁ ନେଇ ଗଠିତ ‘ସୋସିଆଲ୍‌ ଜୁରିଷ୍ଟ’…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଧରପୁର ପ୍ରସିଦ୍ଧ କାଳୀପୂଜା ମେଳଣ, ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା; ଆଜି ଭସାଣି

କଟକ: ବିଦ୍ୟାଧରପୁର ପ୍ରସିଦ୍ଧ କାଳୀପୂଜା ମେଲଣ ଯାତ୍ରା ଧୁମଧାମରେ ଆରମ୍ଭ ହୋଇଛି। ସାହିର ୨୮ଟି ମଣ୍ଡପରେ ପୂଜା ପାଉଥିବା ବିଭିନ୍ନ ଦେବାଦେବୀ ଶୋଭାଯାତ୍ରାରେ ସାହି ପରିକ୍ରମା କରି ମେଲଣ ପଡ଼ିଆରେ ଏକତ୍ରିତ ହୋଇଛନ୍ତି। ଆସନ୍ତାକାଲି ସକାଳ ୭ଟା ବେଳେ ସବୁ ମେଢର ବାଜା ବାଜି କାଳୀଙ୍କୁ…
ଅଧିକ ଖବର ଦେଖନ୍ତୁ...