ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଜାତୀୟ ମାନ୍ୟତା ପାଇଁ ସବୁସ୍ତରରେ ଉଦ୍ୟମ ହେବ: ଅମାତ

କଟକ: କଲମ୍ବସଙ୍କ ପୂର୍ବରୁ ଓଡ଼ିଶାରେ ନୌବାଣିଜ୍ୟ ଆରମ୍ଭ ହୋଇଛି। ଉତ୍କଳର ସାଧବ ପୁଅମାନେ ନୌବାଣିଜ୍ୟ ମାଧ୍ୟମରେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ରାଜ୍ୟ ସହ ସାଂସ୍କୃତିକ ସଂପର୍କ ସୁଦୃଢ଼ କରିବା ସହ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେଉଥିଲେ। କିନ୍ତୁ ଉତ୍କଳର ସାଧବ ପୁଅମାନଙ୍କର…
ଅଧିକ ଖବର ଦେଖନ୍ତୁ...

ନୌବିହାର କଲେ ସାଧବ-ସାଧବାଣୀ

ଧଉଳି: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ)ଆନୁକୂଲ୍ୟରେ ଦୟାନଦୀ ଲିଙ୍ଗିପୁର-ନାଥପୁର ଘାଟଠାରେ ଏକାଦଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ଓ ସାଧବାଣୀଙ୍କ ଗହଣରେ ଅତିଥିମାନେ ଦୟାନଦୀରେ ନୌବିହାର କରିଥିଲେ। କାପୋକର ସଭାପତି…
ଅଧିକ ଖବର ଦେଖନ୍ତୁ...

ବିନ୍ଦୁସାଗରରେ ଭାସିଲା ବୋଇତ, ସବୁଠି ଶୁଭିଲା ଆ-କା-ମା-ବୈ

ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ୧୭ତମ ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଅନୁ‌ଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିବା ସହ ବୋଇତ ବନ୍ଦାଣ କରିଥିଲେ। ଏକାମ୍ର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରକୁ ଦେଖାଗଲା ଆଂଶିକ ରକ୍ତବର୍ଣ୍ଣ ଚନ୍ଦ୍ର

ଭୁବନେଶ୍ବର: ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆଜି ଦୃଶ୍ୟମାନ ହୋଇଛି। ଦିଗ୍‌ବଳୟରେ ମେଘ ରହିଥିବା କାରଣରୁ ମହାଜାଗତିକ ଦୃଶ୍ୟ ଭୁବନେଶ୍ବର ସମେତ ଅନ୍ୟ ସହରରେ ଆଂଶିକ ଦୃଶ୍ୟମାନ ହୋଇଛି। ତେବେ ଆସନ୍ତା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୫ ମସିହା ସେପ୍ଟେମ୍ବର ୭ତାରିଖରେ ଦୃଶ୍ୟମାନ ହେବ। ଏହାସହ…
ଅଧିକ ଖବର ଦେଖନ୍ତୁ...

ପୁଣି ମଞ୍ଚରେ ‘ଆହେ ନୀଳଶଇଳ’

ଭୁବନେଶ୍ବର: ଜଗନ୍ନାଥଙ୍କୁ ଥରେ ପାଇଲେ ଜୀବନରେ ସବୁ ନ ପାଇବାର ଅବସୋସ ମେଣ୍ଟିଯାଏ। ଜଗନ୍ନାଥ ରାତ୍ରିର ଅନ୍ଧକାର ପରି। ତାଙ୍କ ଭିତରେ ସବୁ ପାଇବା-ନ ପାଇବା, ଦୁଃଖ-ଆନନ୍ଦ, ହସ-ଲୁହ ଏକାକାର ହୋଇ ମିଳେଇ ଯାଏ। ଯବନ କନ୍ୟା ରିଜିଆର ଏହି ସଂଳାପ, ସାରା ପ୍ରେକ୍ଷାଳୟରେ କରତାଳିର ଗୁଞ୍ଜରଣ ଖେଳାଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ବାସଘାତ ଚାଳକ ଗିରଫ, ଦେଢ଼ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର: ମାଲିକଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ଜଣେ ବିଶ୍ବାସଘାତକ ଚାଳକକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲା, ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳର ସୁଧାଂଶୁ କୁମାର ପଣ୍ଡା ଓରଫ ବୁଲୁ(୩୦)। ପୁଲିସ ତାଠାରୁ ନଗଦ ଦେଢ଼ଲକ୍ଷ ଟଙ୍କା ଜବତ କରିଛି। ଦୀର୍ଘ ଦିନ ହେବ…
ଅଧିକ ଖବର ଦେଖନ୍ତୁ...

ଯୋଗଜନ୍ମା ଥିଲେ ପ୍ରଦ୍ୟୁମ୍ନ ବଳ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଯୋଗଜନ୍ମା ବ୍ୟକ୍ତିଙ୍କ ଅନୁଚିନ୍ତା ତାଙ୍କ ଅବର୍ତ୍ତମାନରେ ସମାଜକୁ ସମ୍ଭାବନାର ନୂଆ ରାସ୍ତା ଦେଖାଏ। ପ୍ରଦ୍ୟୁମ୍ନ ବଳ ସେଭଳି ଜଣେ ଯୋଗଜନ୍ମା ବ୍ୟକ୍ତି ଥିଲେ। ତାଙ୍କ ଭବିଷ୍ୟବାଣୀ ଆଜିର ସମାଜରେ ସତ୍ୟ ପ୍ରମାଣିତ ହୋଇପାରିଛି। ଦଶନ୍ଧି ଦଶନ୍ଧି ପରେ ସମାଜ ସଂସ୍କାର, ଗରିବ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ୟୁନିଟ୍‌-୪ ଖାରବେଳନଗର ଅଞ୍ଚଳର ମିଲୁ ବେହେରା(୩୯), ରାଜା ମହାଳିକ(୨୦), ୟୁନିଟ୍‌-୯ ଯୁଧିଷ୍ଠିର ବସ୍ତିର ଲିଙ୍ଗରାଜ ବେହେରା(୨୨) ଏବଂ ବୁନୁ ଚରଣ ଦାସ(୩୯)ଙ୍କୁ ଗିରଫ କରି ସେମାନଙ୍କଠାରୁ ୧୦ ସାଇକେଲ ଜବତ କରିଛି। ଭରତପୁର ଥାନା ପୁଲିସ ରାହୁଲ୍‌…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ତିନିଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ)ରେ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍…
ଅଧିକ ଖବର ଦେଖନ୍ତୁ...

୩ ବର୍ଷିୟା ଶିଶୁ କନ୍ୟା ବିକ୍ରି: ଉଦ୍ୟମ କରୁଥିଲେ ବାପା, ମା କରି ଦେଲେ ପଣ୍ଡ

ଭୁବନେଶ୍ବର: ୩ ବର୍ଷିୟା ଶିଶୁ କନ୍ୟା ବିକ୍ରି ଉଦ୍ୟମ କରୁଥିଲେ ବାପା କିନ୍ତୁ ମା କରି ଦେଲେ ପଣ୍ଡ। ଏଥିପାଇଁ ରୁଚିକା ଚାଇଲ୍ଡ ଲାଇନ ଏବଂ ବଡ଼ଗଡ଼ ପୁଲିସ ତାଙ୍କୁ ସହଯୋଗ କରିଛନ୍ତି। ଏଥିସଂକ୍ରାନ୍ତରେ କାହାକୁ ଗିରଫ ହୋଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା, ଶିଶୁ କନ୍ୟା ବିକ୍ରି…
ଅଧିକ ଖବର ଦେଖନ୍ତୁ...