ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ରାଜ୍ୟର ପ୍ରଥମ ଜାତୀୟ ଉତ୍ସବ ମାନ୍ୟତା ପାଇଁ ଆମେ ଆଶାବାଦୀ

କଟକ: ୪୦/୪୫ ବର୍ଷ ପୂର୍ବେ ବାଲିଯାତ୍ରାର ଏ କଳେବର ନଥିଲା। କେବଳ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିଲା। ଏହାର ଆକାର ଏତେ ବିଶାଳ ଆଉ ବ୍ୟାପକ ନଥିଲା। କିନ୍ତୁ ଲୋକେ ଆସୁଥିଲେ। ରାତି ଦୁଇ ଯାଏ ବୁଲାବୁଲି ହେଉଥିଲା। ବଂଧୁମାନଙ୍କ ଆସର ଜମୁଥିଲା। ଆଉ ପିଲା ହଜିବା ଘଟଣାକୁ ନେଇ ବେଶ୍ ପାଲା…
ଅଧିକ ଖବର ଦେଖନ୍ତୁ...

ଛାଡ଼ଖାଇ ବଜାର ଦର ଆକାଶ ଛୁଆଁ; ମଟନ୍‌ ୮୦୦, ଦେଶୀ ଗଞ୍ଜା ୪୫୦, ପାମ୍ପଲେଟ୍‌ ୧୦୦୦

ଭୁବନେଶ୍ୱର: ଆଜି ଛାଡ଼ଖାଇ। ରାଜଧାନୀ ଭୁବନେଶ୍ବରର ଆମୀଷ ବଜାରରେ ଦର ଆକାଶ ଛୁଆଁ। ମାସ ସାରା କାର୍ତ୍ତିକ ବ୍ରତ ପାଳିଥିବା ଲୋକେ ଆମିଷ ଟିକେ ଖାଇବା ପାଇଁ ଲୋକ ମେନ୍ୟୁ ପ୍ରସ୍ତୁତ କରି ସାରିଥିବା ବେଳେ ବଜାର ଦର ଦେଖି ଛାନିଆ। କିଏ ମଟନ୍‌ ଆଣିବାକୁ ସ୍ଥିର କରିଛି ତ କିଏ ଚିକେନ୍‌; ପୁଣି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବିଗିଡ଼ିଗଲାଣି ଆଇନଶୃଙ୍ଖଳା ସ୍ଥିତି

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। କେତେବେଳେ ରାଜଧାନୀ ଛାତି ଉପରେ ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ ହେଉଛି ତ କେତେବେଳେ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି। କେବଳ ଏତିକି ନୁହେଁ…
ଅଧିକ ଖବର ଦେଖନ୍ତୁ...

ସାଂଘାତିକ ହେଲାଣି ଏମ୍‌ସରେ ଚିକିତ୍ସା ବିଭ୍ରାଟ, ଶେଷ ମୁହୂର୍ତ୍ତରେ ଅସ୍ତ୍ରୋପଚାର ବାତିଲ

ଭୁବନେଶ୍ବର: ଗଂଜାମ ଜିଲ୍ଲାର ପୃଥ୍ବିକ ମିଶ୍ର। ଅସ୍ଥିଶଲ୍ୟ ଜନିତ ସମସ୍ୟା‌ରେ ପୀଡ଼ିତ ତାଙ୍କ ମା’ଙ୍କୁ ଗତ ଏପ୍ରିଲ ମାସରେ ଏମ୍‌ସ ଆଣିଥିଲେ। ଏଠାରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ପାଖାପାଖି ୫ମାସ ପରେ (ଅଗଷ୍ଟରେ) ତାଙ୍କୁ ଅପରେସନ୍‌ ପାଇଁ ତାରିଖ ମିଳିଥିଲା। ସେହି…
ଅଧିକ ଖବର ଦେଖନ୍ତୁ...

ଆଜି ଜମିବ ଛାଡ଼ଖାଇ: ଗ୍ରାହକ ଅପେକ୍ଷାରେ, ବେପାରୀ ସଜବାଜ

ଭୁବନେଶ୍ୱର: ରାତି ପାହିଲେ ଛାଡ଼ଖାଇ। ମାସ ସାରା କାର୍ତ୍ତିକ ବ୍ରତ ପାଳିଥିବା ଲୋକେ ଆମିଷ ଟିକେ ଖାଇବା ପାଇଁ ଆଜିଠାରୁ ମେନ୍ୟୁ ପ୍ରସ୍ତୁତ କରିସାରିଲେଣି। କିଏ ମଟନ୍‌ ଆଣିବାକୁ ସ୍ଥିର କରିଛି ତ କିଏ ଚିକେନ୍‌; ପୁଣି କାହା ମେନ୍ୟୁରେ ମାଛ ଓ ଅଣ୍ଡା ରହିଛି। ଏମିତିରେ ଆସନ୍ତାକାଲି ଆମିଷ ପାଇଁ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା, ଗାର୍ଡ ଅଫ୍‌ ଅନର୍‌ ତଦାରଖ କଲେ ସିପି

ଭୁବନେଶ୍ବର: ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରୁ ଶ୍ରୀମନ୍ଦିର ଯାଏ ପୁଲିସ ଛାଉଣି ରହିବ। ସୁରକ୍ଷା ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଭୁବନେଶ୍ବର ବାଲିଯାତ୍ରା

ଭୁବନେଶ୍ବର: ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି…
ଅଧିକ ଖବର ଦେଖନ୍ତୁ...

୧୦ଜଣଙ୍କୁ ‘ସୁରକ୍ଷା ଗୌରବ ସମ୍ମାନ’

ଚନ୍ଦ୍ରଶେଖରପୁର: ସ୍ୱେଚ୍ଛାସେବୀ ସଙ୍ଗଠନ ‘ସୁରକ୍ଷା’ ପକ୍ଷରୁ ଲୁମ୍ବିନୀବିହାରସ୍ଥିତ ପ୍ରୋଜେକ୍ଟ ୱାଟର୍‌ ପରିସରରେ ‘ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ’ ଉଦ୍‌ଘାଟିତ ହୋଇଛି। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ନୌବାଣିଜ୍ୟ ଓଡ଼ିଶାର ସ୍ବତନ୍ତ୍ର ପରିଚୟ

ବାଲିପାଟଣା: ପୁଣ୍ୟତୋୟା ପ୍ରାଚୀନଦୀ ଓଡ଼ିଶାର ଜୀବନରେଖା ଥିଲା। ଆମ ପୂର୍ବ ପୁରୁଷମାନେ କାର୍ତ୍ତିକ ପୂର୍ଣ୍ଣମୀଠାରୁ ବୋଇତ ନେଇ ବିଦେଶକୁ ନୌବାଣିଜ୍ୟରେ ବାହାରନ୍ତି। ଜାଭା, ସୁମାତ୍ରା, ବାଲି ଆଦିକୁ ଯାଇ ସେଠାରେ ମାସମାସ ରହି ଧନରତ୍ନ ଆଣି ଫେରନ୍ତି। ଏହି ନୌବାଣିଜ୍ୟ ପରମ୍ପରା ପାଇଁ ବିଶ୍ବରେ…
ଅଧିକ ଖବର ଦେଖନ୍ତୁ...

ଉତ୍ସାହ, ଆବିଷ୍କାରର ଜନନୀ ‘ଉତ୍ସବ’

ବାରଙ୍ଗ/ ତ୍ରିଶୁଳିଆ: ଯେକୌଣସି ଉତ୍ସବ ହେଉ, ସବୁର ଉପାଦେୟତା ରହିଛି। ଉତ୍ସବ ଉତ୍ସାହ ସୃଷ୍ଟି କ‌ରେ ଏବଂ ଏହା ଆବିଷ୍କାରକୁ ଜନ୍ମଦିଏ। କାହା ପାଖରେ କି ପ୍ରତିଭା ରହିଛି, କିଏ କେଉଁ କଳାର ଅଧିକାରୀ, ସେସବୁ ଉତ୍ସବରୁ ବାରି ହୋଇପଡ଼େ। ତେଣୁ ସମାଜର କୋଣ ଅନୁକୋଣରେ ଉତ୍ସବ ଆୟୋଜନ ହେବା…
ଅଧିକ ଖବର ଦେଖନ୍ତୁ...