ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ହୃଦୟକୁ ଛୁଇଁଲା ‘ସେମାନେ ବି ମୋର’

ଭୁବନେଶ୍ବର: ସ୍ବାର୍ଥସର୍ବସ୍ବ ସଂକୀର୍ଣ୍ଣ ମନୋଭାବ ଏବଂ ଅର୍ଥ ଓ ପ୍ରତିଷ୍ଠାର ମୋହରେ ମଣିଷ ଏମିତି ଭୁଲ୍‌ କରିବସେ ଯେ ଯାହର ପରିଣାମରେ ସବୁକିଛି ନଷ୍ଟ ହୋଇଯାଏ। ନିଜର ପରିବାର ସଂସାର ବାହାରେ ଯେ ଆହୁରି ବିରାଟ ପରିବାର ଅଛି, ଏଭଳି ଏକ ଉଦାର ମାନବୀୟ ଚେତନା, ସ୍ବାର୍ଥନ୍ବେଷୀ ମଣିଷର…
ଅଧିକ ଖବର ଦେଖନ୍ତୁ...

ପରିବାର ଅଦାଲତରେ ହାଜର ହେଲେ ଅନୁଭବ-ବର୍ଷା, ଆଜି ଜେରା ଅସଂପୂର୍ଣ୍ଣ

କଟକ: କଟକ ପରିବାର ଅଦାଲତରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ପୂର୍ବରୁ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା। ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ…
ଅଧିକ ଖବର ଦେଖନ୍ତୁ...

ନକଲି ଔଷଧ ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମଞ୍ଜୁର

କଟକ: ନକଲି ଔଷଧ ମାମଲାରେ ରାହୁଲ କୁମାର କ୍ୟାଲ୍‌ ଓ ସଞ୍ଜୟ ଜଲାନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଜାମିନ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଆବେଦନକାରୀ କଟକ ବାହରକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ବ୍ରାଉନସୁଗାର ବେପାରବେଳେ ୨ ବେପାରୀଙ୍କୁ କାବୁ କଲା ପୁଲିସ

ଭୁବନେଶ୍ୱର: ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଧିନ ବାଳକାଟି ବଜାରରେ ବୁଧବାର ବ୍ରାଉନସୁଗାର ବେପାର କାରବାର ନେଇ ବାଲିଅନ୍ତା ଥାନା ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବରପାଇ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୁଲିସ ସଦଳବଳେ ପହଂଚି ଘଟଣାସ୍ଥଳରେ ଦୁଇ ବ୍ରାଉନସୁଗାର…
ଅଧିକ ଖବର ଦେଖନ୍ତୁ...

ହାତୀକୁ ମିଳୁନି ଠିକଣା: ହାତୀକୁ ଛାଡିବାକୁ ନାକେଦମ ହେଲାଣି ବନବିଭାଗ

ଭୁବନେଶ୍ୱର: ହାତୀକୁ ମିଳୁନି ଠିକଣା | ହାତୀକୁ ଛାଡିବାକୁ ବନବିଭାଗ ନାକେଦମ ହେଲାଣି | ମିଳିଥିବା ସୂଚନା ମୁତାବକ ଟ୍ରାଙ୍କୁଲାଇଜର କରି ଦନ୍ତାହାତୀକୁ ପଟିଆ ଜଙ୍ଗଲରେ ଛାଡ଼ିବାକୁ ନେଉଥିବାବେଳେ ଅର୍ଜୁନପୁରର ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ବିରୋଧ କରିଥିଲେ । ଶେଷରେ ସେଠାରୁ ବନବିଭାଗ…
ଅଧିକ ଖବର ଦେଖନ୍ତୁ...

ସିଟି ହସ୍‌ପିଟାଲ୍‌କୁ ବିପଦ! ଦଦରା ଛାତରେ ସୋଲାର୍ ପ୍ୟାନେଲ୍‌, ତଳେ ରୋଗୀ

କଟକ: ବ୍ରିଟିସ୍ ଅମଳରେ କଡ଼ି ବରଗା ଦଦରା କୋଠାରେ ଚାଲୁଥିବା ସିଟି ହସପିଟାଲକୁ ଏବେ ବିପଦ ମାଡ଼ି ଆସିଲାଣି। ଅସୁରକ୍ଷିତ କୋଠାରେ ଥିବା ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦୈନିକ ସର୍ବନିମ୍ନ ୨୦୦ ରୋଗୀ ଚଳପ୍ରଚଳ କରୁଥିବାରୁ ରୋଗୀ ସୁରକ୍ଷା ଏବେ ବଡ଼ ପ୍ରଶ୍ନ ପାଲଟିଲାଣି। କଡ଼ି ବରଗା କୋଠାରୁ…
ଅଧିକ ଖବର ଦେଖନ୍ତୁ...

କଟକ ବାଲିଯାତ୍ରା: ପୌର ନିଗମ ଖର୍ଚ୍ଚ କରିବ ୧୦ କୋଟି, ରାଜ୍ୟ ସରକାର ଦେବେ ୬ କୋଟି

କଟକ: କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ମିଳିଥିବା ବେଳେ ଏବେ ଏହାକୁ ଜାତୀୟସ୍ତର‌ର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପୌର ନିଗମ ପକ୍ଷରୁ ଚଳିତ ବାଲିଯାତ୍ରାରେ ଏକାଧିକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏ ବାବଦରେ ନିଗମ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ସହରରେ ପଶିଲା ଦନ୍ତା; ଧଉଳିରୁ ପାତ୍ରପଡ଼ା ଭାୟା ଲିଙ୍ଗରାଜ ମନ୍ଦିର, ୬୦ ବନ କର୍ମଚାରୀ ନାକେଦନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଜଙ୍ଗଲୀ ହାତୀଟି ସହର ଭିତରକୁ ପଶିଯିବା ବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍ଗୁଲାଇଜ୍‌ କରି ବନ ବିଭାଗ ଧରିବାରେ ସମର୍ଥ ହୋଇଛି। ଏହି ଦନ୍ତା ହାତୀଟି ଧଉଳି‌ରୁ  ଗ୍ୟାରଜ୍‌ ଛକ ଦେଇ ଲିଙ୍ଗରାଜ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ନୂଆରୂପ ପାଇବ କଟକ ରୋଡ୍‌

ଭୁବନେଶ୍ବର: ଖୁବ୍‌ ଶୀଘ୍ର କଟକ ରୋଡ୍‌ ନୂଆ ରୂପ ପାଇବ। ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ରୁ ଲକ୍ଷ୍ମୀସାଗର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡିପିଆର୍‌ ପ୍ରସ୍ତୁତ ହୋଇଛି। ମୁଖ୍ୟଯନ୍ତ୍ରୀ (ରାସ୍ତା) ଡିପିଆର୍‌କୁ ଅନୁମୋଦନ କରିବା ପରେ ଟେଣ୍ଡର…
ଅଧିକ ଖବର ଦେଖନ୍ତୁ...

ସଙ୍ଗୀତ ନାଟକ ଏକାଡେମି ଦେଉନି ‘ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର’

ଭୁବନେଶ୍ବର: ନୃତ୍ୟ, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକା‌ଡେମି ପକ୍ଷରୁ ପ୍ରତିବର୍ଷ କଳାକାରମାନଙ୍କୁ ସମ୍ମାନିତ କରାଯାଏ। ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’କୁ ଛାଡ଼ି ନୃତ୍ୟ, ନାଟକ ଓ ସଙ୍ଗୀତ ଆଦିରୁ ସମୁଦାୟ ୧୫ଟି…
ଅଧିକ ଖବର ଦେଖନ୍ତୁ...