ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ଉଦ୍‌ଯାପିତ; କୁଚିପୁଡି, ଶାସ୍ତ୍ରୀୟ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ

ରାଉରକେଲା: ସେକ୍ଟର-୫ସ୍ଥ ଭଞ୍ଜଭବନ ପରିସରରେ ଚାଲିଥିବା ୨୫ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ କୁଚିପୁଡି ନୃତ୍ୟ, ଯୋଡି ଶଙ୍ଖ, ରଣପା ଓ ଶାସ୍ତ୍ରୀୟ ନୃତ୍ୟରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ। ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବରେ ଦେଶର…
ଅଧିକ ଖବର ଦେଖନ୍ତୁ...

ଅଳିଆ ଅଡ଼ୁଆ: ସବୁ ନାଟର ମୂଳ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର: ସ୍ବତନ୍ତ୍ର ପରିମଳ କର୍ପୋରେସନ୍‌ ବୈଠକରେ କର୍ପୋରେଟର୍‌ମାନେ ନୂଆ ପରିମଳ ପ୍ୟାକେଜ୍‌ରେ ହୋଇଥିବା ବ୍ୟାପକ ତ୍ରୁଟିକୁ ଧରି ହୋ-ହଲ୍ଲା କରିବା ପରେ ତନାଘନା ଆରମ୍ଭ ହୋଇଛି। ଟେଣ୍ଡର୍‌ ବାତିଲ ହେବା ନେଇ ସରକାରଙ୍କୁ ବିଏମ୍‌ସି ଚିଠି ଲେଖିବାକୁ ଏହି ବୈଠକରେ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ତଦନ୍ତ କମିଟି ଗଢ଼ିଲେ ଓୟୁଏଟି କୁଳପତି

ଭୁବନେଶ୍ୱର: ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ବେସିକ୍‌-ସାଇନ୍ସ କଲେଜରେ ଏଭଳି ଘଟଣା ଘଟିଥିବା, ଆଜି କର୍ତ୍ତୃପକ୍ଷ ସ୍ବୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ଭୁଆସୁଣି ଯିବ ଅଳିଆ

ଭୁବନେଶ୍ବର: ଭୁଆସୁଣି ବିବାଦର ସାମୟିକ ଅବସାନ ଘଟିଛି। ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ହୋଇଥିବା ଆଲୋଚନାର ସର୍ତ୍ତ ମୁତାବକ ବିଏମ୍‌ସି ଡମ୍ପିଂୟାର୍ଡ ରାସ୍ତାରେ ରମ୍ବଲର୍ସ ତିଆରି କରିବା ସହ ଛକରେ ସୁରକ୍ଷା କର୍ମୀ ନିୟୋଜିତ କରିବା ପରେ ପୂର୍ବବତ୍‌ ଅଳିଆ ବୁହା ଜାରି ରହିବାକୁ ବାଟ…
ଅଧିକ ଖବର ଦେଖନ୍ତୁ...

୬ କୋଟି ଟଙ୍କା ଠକେଇ, ରାଜଧାନୀରେ ଝାଡ଼ଖଣ୍ଡ ପୁଲିସ

ଭୁବନେଶ୍ବର: ଏକ ଠକେଇ ମାମଲାର ଅଭିଯୁକ୍ତ ପ୍ରଭାତ ରଂଜନ ମଲ୍ଲିକକୁ ଗିରଫ କରିବାକୁ ରାଜଧାନୀରେ ଡେରା ପକାଇଛି ଝାଡ଼ଖଣ୍ଡ ପୁଲିସ। ପୁଲିସ ଆଜି ତାଙ୍କ ନୂଆପଲ୍ଲୀ ଘରେ ଚଢ଼ଉ କରିବା ବେଳେ ସେ ଅନୁପସ୍ଥିତ ଥିଲେ। ତାଙ୍କୁ ଗିରଫ କରିବାକୁ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ଉ କରିଥିବା…
ଅଧିକ ଖବର ଦେଖନ୍ତୁ...

ରିକ୍ସା ଚାଳକରୁ ବିଧାୟକ : ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡ ବଦଳାଇ ଦେଇଥିଲା ମନୋରଂଜନଙ୍କ ଜୀବନ

ଭୁବନେଶ୍ବର: ସେତେବେଳକୁ ତାଙ୍କ ହେତୁ ପାଇ ନଥିଲା। ଖାଲି ଏତିକି ଜାଣିଛନ୍ତି ଯେ ତାଙ୍କୁ ୩ ବର୍ଷ ହୋଇଥିବା ବେଳେ ପରିବାର ସହ ସେ ପଶ୍ଚିମବଙ୍ଗ ଚାଲି ଆସିଥିଲେ। କିନ୍ତୁ ସ୍ଥିତି ଏମିତି ଥିଲା ଯେ ତାଙ୍କ ପରିବାରକୁ ଶରଣାର୍ଥୀ ଭଳି ରହିବାକୁ ପଡ଼ିଲା। ପରିବାରର ଆର୍ଥିକ ଅବସ୍ଥା ଆଦୌ ସ୍ବଚ୍ଛଳ ନ…
ଅଧିକ ଖବର ଦେଖନ୍ତୁ...

ଏମ୍ସରେ ଲାଗିଲା ଦଲାଲଙ୍କ ଫଟୋ

ଭୁବନେଶ୍ବର: ଖଣ୍ଡଗିରି ଥାନା ପୁଲିସ୍‌ ହାତରେ ଧରାପଡ଼ିଥିବା ୯ ଜଣ ଦଲାଲଙ୍କ ଫଟୋ ଆଜି ଏମ୍ସ ହସ୍ପିଟାଲରେ ଲଗାଯାଇଛି। ପ୍ରତ୍ୟେକଙ୍କ ଫଟୋ ତଳେ ସେମାନଙ୍କ ନାଁ ମଧ୍ୟ ରହିଛି। ଫଟୋକୁ ଭଲ ଭାବେ ଚିହ୍ନି ରଖିବାକୁ କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ। ଏମାନଙ୍କ ମାୟାଜାଲରେ ନ ପଡ଼ିବାକୁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାର୍କିଂ ହଡ଼ପ କରିବାକୁ ଷଡ୍‌ଯନ୍ତ୍ର

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ବିଲଡର ସଂସ୍ଥା ଜେଡ୍ ଇଷ୍ଟେଟକୁ ବଦନାମ କରିବାକୁ କେତେକ ଖଳ ପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରୁଛନ୍ତି। ଏଥିପାଇଁ ସେମାନେ ସଂସ୍ଥା ବିରୋଧରେ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ତାହା ସଂପୂର୍ଣ୍ଣ ଭାବେ ମନଗଢ଼ା ଓ ଅମୂଳକ। କିଛି ଦିନ ତଳେ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ନିଖୋଜର ୧୫ ମିନିଟ୍ ମଧ୍ୟରେ ନାବାଳକକୁ ଉଦ୍ଧାର କଲା ପୁଲିସ

ଭୁବନେଶ୍ବର: ସମୟ ରାତି ପ୍ରାୟ ୮ଟା। ସହିଦନଗର ଥାନା ଅଧୀନ ଏସପ୍ଲାନେଡ୍ ମଲ ମଧ୍ୟରୁ ନିଖୋଜ ହୋଇଗଲେ ୫ବର୍ଷର ବାଳକ ଆରବ ସାମଲ୍। ଆରବ ଜଣେ ସମ୍ଭ୍ରାନ୍ତ ପରିବାରର ଶିଶୁ। ସାଙ୍ଗେ ସାଙ୍ଗେ କଥା ବ୍ୟାପିଯାଇଥିଲା ତାଙ୍କ ସାଙ୍ଗ ସାଥୀ ଓ ସର୍ମ୍ପକୀୟମାନଙ୍କ ଘରକୁ। ସମସ୍ତ ମିଶି ଏସପ୍ଲାନେଡ ମଲ୍ ଓ…
ଅଧିକ ଖବର ଦେଖନ୍ତୁ...

ବଞ୍ଚି ଥାଉଥାଉ ଅଭିନେତା ସୁରେଶ ବଳଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ସୁରେଶ ଚନ୍ଦ୍ର ବଳଙ୍କୁ ବି ବଞ୍ଚି ଥାଉ ଥାଉ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଦେଲେ। ଯାହାକୁ କଡ଼ା ଭାଷାରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଘଟଣାଟି ହେଲା ଗତକାଲିର। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଗତକାଲି ମୁକ୍ତିଲାଭ କରିଛି। ଏହି ଅବସରରେ ଭୁବନେଶ୍ୱରର ଏକ ସିନେମା…
ଅଧିକ ଖବର ଦେଖନ୍ତୁ...