ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ରାବଣ ଶ୍ବଶୁର ଘରେ ଶ୍ରୀରାମ ହୋଇ ପାରିବେ କି ବିଜୟୀ? ମିରଟର ରୋଚକ ନିର୍ବାଚନୀ ସମୀକରଣ

ମିରଟ: ଲୋକସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରଚାର ଜୋରସୋର୍ ଜାରି ରହିଛି। ଶାସକ ବିଜେପି ଚଳିତ ଥର ପ୍ରାର୍ଥୀ ଚୟନରେ ସତର୍କତା ଅବଲମ୍ବନ କରିଛି। ପୂର୍ବ ଉତ୍ତରପ୍ରଦେଶରେ ମିରଟ ଲୋକସଭା ଆସନରେ ବିଜେପି ପକ୍ଷରୁ ଟିଭି ସିରିଏଲ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହଙ୍କ ବିରୋଧରେ ଲଢିବେ କଂଗ୍ରେସର ସୋନଲ ପଟେଲ୍

ଗାନ୍ଧିନଗର : ଗୁଜରାଟର ଗାନ୍ଧିନଗର ଆସନରୁ ଲଢୁଛନ୍ତି ବିଜେପି ନଂ୨ ନେତା ଅମିତ ଶାହା । ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସୋନଲ ପଟେଲ । ଏହି ଲଢେଇ ସଂପର୍କରେ ସୋନାଲ ପଟେଲ କହିଛନ୍ତି ଯେ ଏହି ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ…
ଅଧିକ ଖବର ଦେଖନ୍ତୁ...

ହେମନ୍ତ-କେଜ୍ରିୱାଲଙ୍କୁ କାହିଁକି ଜେଲ୍ ପଠାଇଛି ବିଜେପି: ଗୁମର ଖୋଲିଲେ ଅଖି‌ଳେଶ

ଲକ୍ଷ୍ନୌ: ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପ୍ରମୁଖ ହେମନ୍ତ ସୋରେନଙ୍କ ଗିରଫଦାରୀର କାରଣ ସମ୍ପର୍କରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ବିଜେପି…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶଙ୍ଖ ଭବନରେ ଅନୁଷ୍ଠିତ ଏହି କମିଟି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଜେଡି ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା…
ଅଧିକ ଖବର ଦେଖନ୍ତୁ...

ମୋଦୀ କହିଲେ ନକଲି ଶିବସେନା, ଉଦ୍ଧବ ଜବାବ ଦେଲେ ଆପଣଙ୍କ ଡିଗ୍ରୀ ଭଳି ନୁହେଁ ନକଲି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ଉଦ୍ଧବ ଠାକରେଙ୍କ ସମର୍ଥିତ ଗୋଷ୍ଠୀଙ୍କୁ ନକଲି ଶିବସେନା ବୋଲି କହିଥିଲେ। ଏହାର ଜବାବରେ ଉଦ୍ଧବ ଠାକରେ ମୋଦୀଙ୍କୁ କଡ଼ା ସମାଲୋଚନା କରିବା ସହିତ କହିଛନ୍ତି ମୋ ଦଳ ଆପଣଙ୍କ ଡିଗ୍ରୀ ଭଳି…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲ୍‌ଙ୍କ ପ୍ରତି ଅମାନବୀୟ ଆଚରଣ ହୋଇଛି ବୋଲି ଅଭିଯୋଗ ଆଣିଲେ ସଞ୍ଜୟ ସିଂ

ନୂଆଦିଲ୍ଳୀ: ମଦ ନୀତି ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ ତିହାର ଜେଲରେ ରହୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ ପାଇଁ ଅନୁମତି ପାଇଁ ମନା କରାଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ଦାବି କରିଛନ୍ତି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି

ଭୁବନେଶ୍ବର: ନିର୍ବାଚନ ସମୟରେ ସିନେ କଳାକାରଙ୍କୁ ନବୀନ ନିବାସକୁ ଡାକରା ନେଇ ବିଜେପି କଟାକ୍ଷ କରିଛି। ବିଜେଡିକୁ ଟାର୍ଗେଟ୍ କରି ବିଜେପି ନେତା ତଥା ବରିଷ୍ଠ କଳାକାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି। ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି।…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେ‌ଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଇ ଅଜୟ ନାୟକ  ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟଙ୍କ ମାମୁଁ …
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ବିଜେପିର ତାରକା ପ୍ରଚାରକ ତାଲିକାରୁ ହଟିଲା ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କ ନାମ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ ଚିଠିରେ ନିଜ ଦଳରୁ ହିଁ ଷ୍ଟାର୍‌ ପ୍ରଚାରକ ରହିପାରିବେ ବୋଲି ଘୋଷଣା ହେବା ପରେ ବିଜେପି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଏହି ତାଲିକାରୁ ହଟାଇଛି। ସମ୍ପ୍ରତି ସମସ୍ତ…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ରାଇରଙ୍ଗପୁରରୁ ଜେଏମଏମର ବିଧାନସଭା ପ୍ରାର୍ଥୀ!

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ବିଜେପି, ଜେଏମଏମ ଓ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବିଭିନ୍ନ ରାଜନୈତିକ ଦଳର ନେତାମାନେ ସେତିକି ସକ୍ରିୟ…
ଅଧିକ ଖବର ଦେଖନ୍ତୁ...