ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଗାଁକୁ ନେତା ମନା: ଘରେ ଘରେ ଲାଗିଲା ପୋଷ୍ଟର

ପୁରୀ: ‘ରାସ୍ତା ନାହିଁ କି ପାଣି ନାହିଁ, ଭୋଟ୍‌ ମାଗୁଛ କାହିଁ ପାଇଁ…’। ଘରେ ଘରେ ଲାଗିଛି ଏଭଳି ପୋଷ୍ଟର। ପିଲାଠୁ ବୁଢ଼ା, ସମସ୍ତଙ୍କ ମୁହଁରେ ଗୋଟିଏ ନାରା, ଯଦି ଆମ ଗାଁ’କୁ ରାସ୍ତା କରିବେନି, ପାଣିର ସୁବିଧା ଦେବେନି, ତେବେ ଆମେ କୌଣସି ରାଜନେତାଙ୍କୁ ଗାଁ ମଡ଼ାଇ ଦେବୁନି। ଚଳିତ…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ମହେଶ: ଦଳ ଉପରେ ଭରସା ଅଛି

ପାଳଲହଡ଼ା: ବିଜେଡି ଚାରି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରି ସାରିଲାଣି। ଆଉ ଦିନେ ଦୁଇଦିନ ଭିତରେ ବାକି ଆସନ ପାଇଁ ବି ଘୋଷଣା ସରିଯିବ। କିନ୍ତୁ ଏହି ଚାରି ପର୍ଯ୍ୟାୟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସ୍ଥାନ ପାଇନାହାନ୍ତି। ମହେଶଙ୍କ ବଦଳରେ ଯୁବ ଡାକ୍ତର ଅବିନାଶ ସାମଲଙ୍କୁ ଦଳ ଢେଙ୍କାନାଳରୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନରେ ବାଧକ କିଏ? ଇସ୍ତାହାର କମିଟି ବୈଠକରେ ରବି, ଶଙ୍ଖ ଭବନରେ ସମର୍ଥକ

ଜୟପୁର: ମାସକ ରହିଛି ନିର୍ବାଚନ। ବିଜେଡି ଭଳି ବିଜେପିରେ କାହାକୁ ମିଳିବ ଟିକଟ, ତାହା ସ୍ପଷ୍ଟ ହେଉନି । ଉଭୟ ଦଳ କାହିଁକି ପ୍ରାର୍ଥୀ ଚୟନରେ ବିଳମ୍ବ କରୁଛନ୍ତି ତାହାକୁ ନେଇ ଘଡିକୁ ଘଡି ବିଭିନ୍ନ ଚର୍ଚ୍ଚା ଜୋର ହେଉଛି। ଏଭଳିକି ବିଜେଡି ଏଥରକ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ…
ଅଧିକ ଖବର ଦେଖନ୍ତୁ...

୮ ଆସନରେ କଂଗ୍ରେସ ଚେହେରା ବଦଳିଲେ: ୯ ଲୋକସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହାକୁ ମିଶାଇ ସମୁଦାୟ ୧୭ ଆସନରେ ଦଳ ଏହାର ପ୍ରାର୍ଥୀ ଘୋଷଣା କରିଛି। ଦ୍ବିତୀୟ ପର୍ଯ୍ୟାୟରେ ୮ଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୨ଜଣ ମହିଳା ଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଅବଶିଷ୍ଟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଚୟନ କସରତ

ନୂଆଦିଲ୍ଲୀ: ଓଡ଼ିଶାର କଂଗ୍ରେସର ବଳକା ଲୋକସଭା ଓ ବିଧାନସଭା ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ। ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)ର ବୈଠକ ବସିଥିଲା। ଏଆଇସିସି ମୁଖ୍ୟାଳୟରେ ସଭାପତି ମାଲିକାର୍ଜ୍ଜୁନ ଖଡ଼୍‌ଗେଙ୍କ ଅଧ୍ୟକ୍ଷତାରେ ଆଜି…
ଅଧିକ ଖବର ଦେଖନ୍ତୁ...

‘ରାଜନୈତିକ ଅଭିସନ୍ଧି ରଖି ଲାଗୁ ହେଉନି ଆୟୁଷ୍ମାନ୍‌ ଯୋଜନା’

ଅନୁଗୁଳ/ଢେଙ୍କାନାଳ: ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଛି ବିଜେଡି। ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ କରିବା ପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲଗୁଡ଼ିକ ମଧ୍ୟରେ ମଧୁଚନ୍ଦ୍ରିକା ଥିବା କାରଣରୁ ମିଛ ବିଲ୍…
ଅଧିକ ଖବର ଦେଖନ୍ତୁ...

ବିଏସ୍‌କେୱାଇ ବନ୍ଦ କରିବାକୁ ଧର୍ମେନ୍ଦ୍ର ଷଡ଼୍‌ଯନ୍ତ୍ର କରୁଛନ୍ତି: ବିଜେଡି

ଭୁବନେଶ୍ବର: ଆଜି ଢେଙ୍କାନାଳ ଓ ଅନୁଗୁଳରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସ୍‌କେୱାଇ ଯୋଜନାକୁ ଟାର୍ଗେଟ୍ କରି କହିଥିଲେ ଯେ ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ବିଧାନସଭା ରାଜନୀତି: ଯେତେ ନେତା, ସେତେ ମୁଣ୍ଡବ୍ୟଥା

ସମ୍ବଲପୁର/କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କିଷାନ ଜାତିବହୁଳ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ଜଣେ ପରେ ଜଣେ କିଷାନ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବେଳେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଭଣଜା ବ୍ୟୋମକେଶଙ୍କ ହାତ ଛାଡ଼ିଲେ ମାମୁ ଅଜୟ: ଚାନ୍ଦବାଲି ରାଜନୀତି ସରଗରମ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଏଥର ଦେଖିବ ବଡ଼ ଲଢ଼େଇ। ବିଜେଡିର ଯୁବ ବିଧାୟକ ଡ.ବ୍ୟୋମକେଶ ରାୟ ଓ ବିଜେପିର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଭଳି ଦୁଇ ହେଭିୱେଟ୍‌ ନେତା ନିର୍ବାଚନ ମଇଦାନରେ ଥିବାରୁ ଚାନ୍ଦବାଲିର ରାଜନୈତିକ ଦୃଶ୍ୟପଟ୍ଟ ଏବେ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା ମହିଳାଙ୍କ ଶୌଚାଳୟରେ କଲେ ବ୍ୟବହାର, ପ୍ରଶ୍ନ ପଚରାଯିବାରୁ କ୍ଷମା ପାଇଁ ଯୋଡ଼ିଲେ ହାତ

ମୁରାଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୋରାଦାବାଦ ଏବଂ ସମ୍ବଲ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ପାଇଁ ମୋରାଦାବାଦର ବୁଦ୍ଧବିହାର ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ କେତେକ ବିଜେପି ନେତା ମହିଳାଙ୍କ ପାଇଁ ଆଣାଯାଇଥିବା ଅସ୍ଥାୟୀ ଶୌଚାଳୟରେ…
ଅଧିକ ଖବର ଦେଖନ୍ତୁ...