ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ରାଜମିସ୍ତ୍ରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର, ହତ୍ୟା ମାମଲା ରୁଜୁ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର କନକପାଟଣା ସାହିରେ ଏକ ଭଡ଼ାଘରୁ ଜଣେ ରାଜମିସ୍ତ୍ରିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଠାବ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, ଯୁଧିଷ୍ଠିର ବେହେରା। ତାଙ୍କ ଶବ ଘରର ଉପରମହଲାର ଚଟାଣରେ ପଡ଼ିଥିବା ବେଳେ କାନ୍ଥରେ ବି ରକ୍ତଛିଟା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଜଳ ପୁରସ୍କାର-୨୦୨୨: ଓଡ଼ିଶାକୁ ଦୁଇଟି ବର୍ଗରେ ପୁରସ୍କାର, ପୁରସ୍କୃତ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ/ଛତ୍ରପୁର : ଜଳ ସଂରକ୍ଷଣ ଓ ପରିଚାଳନାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିବା ସହ ଜିଲ୍ଲା ସ୍ତରରେ ଜଳ ପରିଚାଳନାରେ ଗଞ୍ଜାମ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ଦୁଇଟି ବର୍ଗରେ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼୍‌ ଓଡିଶାକୁ ପୁରସ୍କୃତ କରିଛନ୍ତି। ସ୍ଥାନୀୟ ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ସୁରତରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ଭଡ଼ାଘରୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି: ସୁରତରେ ଜଣେ ଓଡ଼ିଆ ଦାଦନ ଶ୍ରମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମର ବାଇରି ବେହେରା (୪୫)। ଗତ ୧୨ ତାରିଖରେ ବାଇରିଙ୍କ ଝୁଲନ୍ତା ଶବ ସେ ରହୁଥିବା ଭଡ଼ାଘରୁ ଜବତ ହୋଇଛି। କୁମ୍ଭାରସାହିର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲା ପୁଣି ଜାତୀୟସ୍ତରରେ ପୁରସ୍କୃତ, ଉପରାଷ୍ଟ୍ରପତିଙ୍କ ଠାରୁ ’ଜାତୀୟ ଜଳ ପୁରସ୍କାର’ ଗ୍ରହଣ କଲେ…

ଛତ୍ରପୁର: ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଏବେ ପୁଣି ଥରେ ସମ୍ମାନିତ ହୋଇଛି । ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ଜଳ ଶକ୍ତି…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁରରେ ଜିଲ୍ଲା କାର୍ଯ୍ୟାଳୟ: ଜିଲ୍ଲା ସଭାପତିଙ୍କୁ ବ୍ରହ୍ମପୁର ମନା, ଗଞ୍ଜାମ କଂଗ୍ରେସ ପାଇଁ ସଂଜୀବନୀ ସାଜିବ…

ବ୍ରହ୍ମପୁର : ୨୦୧୪ ପାଇଁ ବିଜେଡି ଓ ବିଜେପି ନିଜ ନିଜ ସଂଗଠନ ମଜବୁତ କରିବା ପାଇଁ ସମସ୍ତେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନକୁ ସୁଦୃଢ଼ କରିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଦଳର ବରିଷ୍ଠ ନେତା ଉଦ୍ୟମ ଜାରି ରଖିଛନ୍ତି। ବିଜେପି…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଭିସେରା ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କ‌ଲେଜର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଅନୁସାରେ ଶୋଇଥିବା ଅବସ୍ଥାରେ ସୁଭାନିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଆସିକା ପ୍ରାଣୀ ଚିକିତ୍ସା ଅଧିକାରୀ ଗିରଫ, ୯ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ପାଇଁ ବ୍ୟବହୃତ ବୋଲେରୋ ଗାଡ଼ି ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚିକିତ୍ସାଧିକାରୀ ଡା.…
ଅଧିକ ଖବର ଦେଖନ୍ତୁ...

ପାଉରୁଟି କାରଖାନାରୁ ବିପୁଳ ପରିମାଣର ନକଲି ମଦ ଜବତ, ଗଂଜାମରୁ ବାହାର ଜିଲ୍ଲାକୁ ହେଉଥିଲା ଚାଲାଣ

ବ୍ରହ୍ମପୁର: ପାଉରୁଟି ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ମଦ କାରଖାନା। କାହାର ସନ୍ଦେହ ବି ନଥିଲା। ଏଠାରୁ ପ୍ରସ୍ତୁତ ନକଲି ମଦ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ସୂଚନା ପାଇବା ପରେ ଆଜି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଉକ୍ତ ପାଉରୁଟି ଫ୍ୟାକ୍ଟ୍ରି…
ଅଧିକ ଖବର ଦେଖନ୍ତୁ...

ବଡ଼ହେବା ପାଇଁ ଏମିତି ସ୍ବପ୍ନ ଦେଖିଥିଲେ; ଚୂର୍‌ମାର୍‌ ହେଲା: ଧରାପଡ଼ିଲା ଛାତ୍ରଙ୍କ ଡକାୟତ ଗ୍ୟାଙ୍ଗ୍‌

ସୋରଡ଼ା : ସୁଧାଂଶୁ ଗୌଡ଼ (୨୪)। ଯୁକ୍ତତିନି ଡିଗ୍ରୀ ପାସ୍ କରିବାପରେ ରାତାରାତି ବଡ଼ଲୋକ ହେବାର ନିଶା ତାଙ୍କ ମନରେ ଘାରିଥିଲା। ଲୁଟ୍ ଦ୍ବାରା ତାଙ୍କର ଏହି ସ୍ବପ୍ନ ପୂରଣ ହେବ ବୋଲି ଭାବି ସୁରତରେ କାମ କରୁଥିବା ତାଙ୍କର ଜଣେ ସହଯୋଗୀ ଉମାଚରଣ ଗୌଡ଼ (୨୩) ଓ କେରଳରେ କାମ କରୁଥିବା ଓ ସନାତନ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟଙ୍କ ଗଡ଼ରେ ଉଦୟ ହେବ କିଏ?

ବ୍ରହ୍ମପୁର : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ରାଜନୀତିରେ ଅନେକ ନୂଆ ନୂଆ ସମୀକରଣ ଦେଖିବାକୁ ମିଳିବ। ଜିଲ୍ଲାର ୧୩ଟି ବିଧାନସଭା କ୍ଷେତ୍ର ସମେତ ବ୍ରହ୍ମପୁର ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ କି ରଣନୀତି ଆପଣାଇବେ, ସେ ନେଇ ବିଭିନ୍ନ ରାଜନୈତିକ ଦଳ ଶିବିରରେ…
ଅଧିକ ଖବର ଦେଖନ୍ତୁ...