Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ଆଉ ‘ଟିମ୍ ଇଣ୍ଡିଆ’ ଜର୍ସିରେ ଦିଶିବନି ‘ଡ୍ରିମ୍ ୧୧’ ଲୋଗୋ; ବଡ଼ ପ୍ରାୟୋଜକ ହରାଇଲା ଭାରତୀୟ କ୍ରିକେଟ୍ ଟିମ୍
ଗୁରୁବାର ବିଳମ୍ବିତ ରାତିରେ ସଂସଦର ଉଭୟ ଗୃହରେ 'ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍' ଗୃହୀତ ହେବା ପରେ ଖେଳାଳିମାନଙ୍କ ପରି ‘ଟିମ୍ ଇଣ୍ଡିଆ’ ବି ଏବେ ଚିନ୍ତାରେ।
ଅପରାଧ
ଆଉ ‘ଟିମ୍ ଇଣ୍ଡିଆ’ ଜର୍ସିରେ ଦିଶିବନି ‘ଡ୍ରିମ୍ ୧୧’ ଲୋଗୋ; ବଡ଼ ପ୍ରାୟୋଜକ ହରାଇଲା ଭାରତୀୟ କ୍ରିକେଟ୍ ଟିମ୍
ଗୁରୁବାର ବିଳମ୍ବିତ ରାତିରେ ସଂସଦର ଉଭୟ ଗୃହରେ 'ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ବିଲ୍' ଗୃହୀତ ହେବା ପରେ ଖେଳାଳିମାନଙ୍କ ପରି ‘ଟିମ୍ ଇଣ୍ଡିଆ’ ବି ଏବେ ଚିନ୍ତାରେ।
ମନୋରଞ୍ଜନ
ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ କରିଥିବା ଅପରାଧୀକୁ ଏନକାଉଣ୍ଟର କଲା ପୁଲିସ
ଗୁରୁଗ୍ରାମରେ ଥିବା ୟୁଟ୍ୟୁବର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର ଏଲଭିଶ ଯାଦବଙ୍କ ଘର ଉପରେ କିଛି ଦିନ ପୂର୍ବରୁ ଗୁଳିଚାଳନା କରାଯାଇଥିଲା। ଏବେ ଗୁଳିକାଣ୍ଡର ଅଭିଯୁକ୍ତକୁ ହରିୟାଣା ପୋଲିସ ଫରିଦାବାଦରୁ ଗିରଫ କରିଛି।
ପୁନଶ୍ଚ ପୃଥିବୀ
ପ୍ରତିବର୍ଷ ୧୦ଟି ଗଛ ଲଗାଇବା ନେଇ ପଣ କର: ବିଧାୟକ
ଆମେ ସମସ୍ତେ ଆଜିଠାରୁ ପ୍ରତିବର୍ଷ ୧୦ଟି ଗଛ ଲଘାଇବାକୁ ପଣ କରିବା ଉଚିତ। ନିଜର ପିଲା ବେଳର କଥାଗୁଡିକ ମନେପକାଇଥିଲେ। ସେତେବେଳେ ମାଲକାନଗିରି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା ନେଇ ଚିତ୍ରକୋଣ୍ଡା ବିଧାୟକ କହିଥିଲେ।