Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।
ବାଣିଜ୍ୟ
ତୁରନ୍ତ ନୂଆ କଟକଣା ଘୋଷଣା କରିବେନି ଟ୍ରମ୍ପ: ଭାରତକୁ ମିଳିବ କି ଆଶ୍ବସ୍ତି?
ଋଷ ଏବଂ ଏହାଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନୂଆ କଟକଣା ଘୋଷଣା କରିବେ ନାହିଁ। ତେବେ ଦୁଇ ତିନି ସପ୍ତାହ ପରେ ସେ ଏ ନେଇ ପୁନର୍ବିଚାର କରିପାରନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି।
ଅପରାଧ
ମରିୟମ ନୱାଜଙ୍କୁ ଚୁମ୍ବନ ଦେଇ ଦୌଡ଼ି ପଳାଇଲେ ଯୁବକ, ପାକିସ୍ତାନରେ ହଙ୍ଗାମା: ଭିଡିଓ ଭାଇରାଲ
ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଫଟୋକୁ ଚୁମ୍ବନ ଦେଇ ଜଣେ ଯୁବକ ଦୌଡ଼ି ପଳାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନରେ ହଙ୍ଗାମା ସୃଷ୍ଟି ହୋଇଛି....
ମନୋରଞ୍ଜନ
ପରଦା ପଛର ପେସା: ସିନେମାଟୋଗ୍ରାଫି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ଅଧିକ
ସିନେମା ଦେଖିବାକୁ କାହାକୁ ବା ଭଲଲାଗେନି? ହେଲେ ସିନେମାଟିଏ ତିଆରି ହୋଇ ଆମ ସାମ୍ନାକୁ ଆସିବାର ଜରିଆ ହେଉଛି କ୍ୟାମେରା। କ୍ୟାମେରା ବିନା ସିନେମା ନିର୍ମାଣ ଅସମ୍ଭବ। ତେଣୁ କୌଣସି ଫିଲ୍ମ, ସିରିୟଲ୍, ୱେବ୍ସିରିଜ୍ କିମ୍ବା ଭିଡିଓ ପାଇଁ କ୍ୟାମେରା ଯେମିତି ଜରୁରି....
ପୁନଶ୍ଚ ପୃଥିବୀ
ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା: ସିତାଂଶୁ
ପୃଥିବୀ ଆମର ମାଆ। ଏହାର ସୁରକ୍ଷା ଆମ ଦାୟିତ୍ବ। ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ଭଦ୍ରକ ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏହା କହିଛନ୍ତି।