Advertisment
Latest Posts
Advertisment
ଜିଲ୍ଲା
ଆଦିବାସୀ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଉଥିଲେ ଶିକ୍ଷୟିତ୍ରୀ, ୩ ମାସ ପାଇଁ ନିଲମ୍ବିତ
ବନ୍ଦ ଡାକରା ଦିନ ସ୍କୁଲରୁ ଛାତ୍ରୀଙ୍କୁ ନେଇ ବିଲରେ କାମ କରାଇଲେ ଶିକ୍ଷୟିତ୍ରୀ। ବିଲରେ ତଳି ପକାଉଥିଲେ ଛାତ୍ରୀ। ବିଶେଷ ସୂତ୍ରରୁ ଖବର ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ।
Gallery
ବାଣିଜ୍ୟ
ଏମ୍ଏସ୍ଏମ୍ଇକୁ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼: ସରଳ ପ୍ରକ୍ରିୟା, ସମୟ କମିଲା, ପରିଚାଳନା ମାର୍ଗଦର୍ଶିକାରେ ସଂଶୋଧନ
ରାଜ୍ୟ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗ ପକ୍ଷରୁ ଓଡ଼ିଶା ଏମ୍ଏସ୍ଏମ୍ଇ ବିକାଶ ନୀତି ୨୦୨୨ ଅଧୀନରେ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ ଓ ଫେରସ୍ତ ପାଇଁ ରହିଥିବା ପରିଚାଳନା ମାର୍ଗଦର୍ଶିକାରେ ସଂଶୋଧନ କରାଯାଇଛି।
ଅପରାଧ
କଟକ, ଢେଙ୍କାନାଳରେ ନକଲି ମଦ ଫ୍ୟାକ୍ଟ୍ରି: ପୁଡୁଚେରିର ‘ଥ୍ରି କଏନ୍’ ହ୍ବିସ୍କି ଭେଜାଲ୍
ପୁଡ଼ୁଚେରିରେ କ୍ବାଟ୍ ପିଛା ମାତ୍ର ୨୦୦ ଟଙ୍କାରେ ମିଳୁଥିବା ‘ଥ୍ରି କଏନ୍’ ହ୍ବିସ୍କିକୁ ଭେଜାଲ୍ କରି ଓଡ଼ିଶା ବଜାରରେ ଛାଡ଼ୁଥିବା କଟକର ଆଠଗଡ଼ ଓ ଢେଙ୍କାନାଳର ହିନ୍ଦୋଳରେ ଥିବା ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଅବକାରୀ ବିଭାଗ।
ମନୋରଞ୍ଜନ
ବଡ଼ ପରଦାକୁ ଫେରୁଛନ୍ତି ପ୍ରଯୋଜକ ସୀତାରାମ ଅଗ୍ରୱାଲ, ଦର୍ଶକ ଦେଖିବେ ‘ଛି ରେ ନନି’
ଚଳଚ୍ଚିତ୍ର ନିର୍ମାତା ସୀତାରାମ୍ ଅଗ୍ରୱାଲ୍, ଯିଏ ସବୁବେଳେ ନୂଆ କାହାଣୀ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଛନ୍ତି, ସେ ଏବେ ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ‘ଛି ରେ ନନି’ ସହିତ ବଡ଼ ପରଦାକୁ ଫେରୁଛନ୍ତି।
ପୁନଶ୍ଚ ପୃଥିବୀ
‘ପରିବେଶ ସୁରକ୍ଷା ସହ ଜଳବାୟୁ ପରିବର୍ତ୍ତନର ପାଠ ପଢିବେ ଛାତ୍ରଛାତ୍ରୀ’
ସ୍କୁଲ ପାଠ୍ୟକ୍ରମରେ ମିସନ ଲାଇଫକୁ ଯୋଡାଗଲେ ସାରା ଭାରତବର୍ଷରେ ୧୪.୭ ଲକ୍ଷରୁ ଅଧିକ ସ୍କୁଲ ଏବଂ ୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀମାନେ ଏହି ଜନଆନ୍ଦୋଳନରେ ଯୋଡ଼ିହେବେ, ଯାହା ପରିବେଶ ପାଇଁ ସୁସ୍ଥ ଜୀବନଶୈଳୀକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।