Advertisment
Latest Posts
Advertisment
ରାଜ୍ୟ
ଜମି କିସମ ଓ ସତ୍ତ୍ବ ସଂଖ୍ୟା କମ୍ କରାଯିବ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ରାଜସ୍ବ ବିଭାଗରେ ସଂସ୍କାର ଅଣାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବ୍ରିଟିଶ ଅମଳର କିସମ ହେବ ପରିବର୍ତ୍ତନ । ଜମି କିସମ ସଂଖ୍ୟା କମିବ । ୭୦୦୦ ଜମି କିସମରୁ କମ୍ ହୋଇ ମାତ୍ର ୨୭ଟି କିସମ ରଖାଯିବ ।
ଜିଲ୍ଲା
ବଜ୍ରପାତରେ ଦୁଇ ମହିଳା ମୃତ, ଜଣେ ଗୁରୁତର
ଶେଷ ରଜ ଉପଲକ୍ଷେ ସ୍ଥାନୀୟ ମିଲ ଢ଼େପସାହିର ପ୍ରାୟ ୪୦ ଜଣ ଏକ ବଣଭୋଜିର ଆୟୋଜନ କରିଥିଲେ। ବଣଭୋଜି ପରେ ଘରକୁ ଫେରିବା ସମୟରେ ଗୁଡାରି ନିକଟସ୍ଥ ବାଟିଆବିଲ ଠାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା....
ଖେଳ
କିଏ ସମ୍ଭାଳିବେ ଭାରତର ବ୍ୟାଟିଂ? ଭାରତ ୩, ଇଂଲଣ୍ଡ ୧୪
ଏଇ ଶୁକ୍ରବାରଠାରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବ ଭାରତ। ହେଡିଙ୍ଗ୍ଲେର ଲିଡ୍ସରେ ପ୍ରଥମ ଟେଷ୍ଟ୍ ପାଇଁ ଆଉ ମାତ୍ର ୩ ଦିନ ରହିଛି। ସମସ୍ତଙ୍କ ନଜର ଏବେ ରହିଛି ଭାରତର ନୂଆ ପିଢ଼ି ବ୍ୟାଟ୍ରଙ୍କ ଉପରେ।
ରାଜନୀତି
୩୦ ବର୍ଷର ଶାସନରେ ଗୁଜୁରାଟକୁ ୫୦ ବର୍ଷ ପଛକୁ ନେଇଯାଇଛି ବିଜେପି
ଗୁଜୁରାଟର ବିସାବାଦର ଆସନ ଉପନିର୍ବାଚନ ପ୍ରଚାର ପାଇଁ ଖାରିଆ ଗାଁରେ ଏକ ସାଧାରଣ ସଭାରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଭାରତୀୟ ଜନତା ପାର୍ଟି ବା ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।
ଅପରାଧ
ହତ୍ୟା ସ୍ବୀକାର କଲେ ମୃତ ମଡେଲ୍ଙ୍କ ବିବାହିତ ପ୍ରେମିକ
ହରିଆଣାର ଏକ କେନାଲରୁ ଗଳା କାଟି ମଡେଲର ମୃତଦେହ ଉଦ୍ଧାର ହେବାର ଗୋଟିଏ ଦିନ ପରେ ତାହାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ପୁଲିସ୍ କହିଛି ଯେ ଜଣେ ଦୁଇଟି ପିଲାର ବାପାଙ୍କ ସହ ମହିଳା ଜଣକ ପ୍ରେମ ସଂପର୍କରେ ଥିଲେ। ତାଙ୍କ ପ୍ରେମିକଙ୍କ ହିଁ ତାଙ୍କର ହତ୍ୟା କରିଥିବା ଜାଣିବାକୁ ମିଳିଛି।
ମନୋରଞ୍ଜନ
ବାବୁସାନଙ୍କୁ ଦେଖିବା ପାଇଁ ଗ୍ୟାଲେରିଆରେ ଭିଡ଼
ରଜ ବଜାରରେ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଫିଲ୍ମର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି।