Advertisment
Latest Posts
Advertisment
ରାଜ୍ୟ
ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଫେରାର
କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ ଅଭାବନୀୟ ଘଟଣା। ଜ୍ବାଇଁର କଟୁରୀ ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର। ବିଳମ୍ବିତ ରାତିରେ ଘଟିଛି ଏପରି ଘଟଣା।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ବିଶ୍ବ ମୁକୁଟ ଦ୍ବାରରେ ଦକ୍ଷିଣ ଆଫ୍ରିକା: ମାର୍କରାମଙ୍କ ପରାକ୍ରମୀ ଶତକ ଦେଲା ବଡ଼ ସୁଯୋଗ
ଅଢ଼େଇ ଦଶନ୍ଧି ଧରି ଆଇସିସି ଟ୍ରଫି ଜିତି ନଥିବା ଦକ୍ଷିଣ ଆଫ୍ରିକା ଏବେ ଏହାର ନିକଟତର ହୋଇଛି। ଐତିହାସିକ ଲର୍ଡସ ପଡ଼ିଆରେ ଚାଲିଥିବା ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ରେ ବିଜୟ ଦ୍ବାରରେ ପହଞ୍ଚିଯାଇଛି ଏହି ଦଳ। ପ୍ରଥମ ପାଳିରେ ୭୪ ରନ୍ ପଛୁଆ ରହିବା.....
ରାଜନୀତି
ସରକାର ବଦଳିଛି, ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନି: କଂଗ୍ରେସ
ରାଜ୍ୟରେ ବିଜେପି ସରକାର ଗୋଟିଏ ବର୍ଷ ପୂରଣ କରିଛି। ମାତ୍ର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାସନକୁ ଆସିବା ପୂର୍ବରୁ ପ୍ରତିଶ୍ରୁତିରେ ପୋତି ପକାଇଥିଲେ। ପ୍ରତିଶ୍ରୁତି ନାଁରେ ପ୍ରତାରଣାର ପ୍ରତିଛବି ରାଜ୍ୟ ଶାସନରେ ପ୍ରତିଫଳିତ ହୋଇଛି।
ଅପରାଧ
ଇନ୍ଫ୍ଲୁଏନସରଙ୍କ ହତ୍ୟା ଘଟଣା: 'ପ୍ରମୋଶନାଲ ସୁଟ୍' ପାଇଁ ଡାକି ଗଳା ଚିପିଥିଲେ ହତ୍ୟାକାରୀ
ଦେଶ- ବିଦେଶ | Latest | ଅପରାଧ
ମନୋରଞ୍ଜନ
ଜାଣନ୍ତି କି? ରଜରେ ରିଲିଜ୍ ହୋଇ ନଥିଲା ‘ପହିଲି ରଜ’
ରଜଦୋଳି, ରଜଗୀତ ଓ ରଜପାନ ଭଳି ପରମ୍ପରାକୁ କେତେକ ଓଡ଼ିଆ ଛବିରେ ଦେଖିବାକୁ ମିଳିଛି। ହେଲେ ଓଲିଉଡ୍ରେ ଏଯାଏ ଶୀର୍ଷକରେ ‘ରଜ’ ଶବ୍ଦ ଥିବା କେବଳ ଗୋଟିଏ ଛବି ହିଁ ନିର୍ମିତ ହୋଇଛି। ତାହା ହେଲା ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ପହିଲି ରଜ’।