Advertisment
Latest Posts
Advertisment
ରାଜ୍ୟ
ଆଜିଠୁ ଯୁକ୍ତ୨ ନାମଲେଖା ପ୍ରକ୍ରିୟା: ଜୁନ୍ ୩୦ ଯାଏଁ ଆବେଦନ, ଜୁଲାଇ ୨୪ରୁ ପାଠପଢ଼ା
ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ର ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ମେ’ ୨୪ ତଥା ଶନିବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁନ୍ ୩୦ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଅନ୍ଲାଇନ୍ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍) ଦାଖଲ କରିପାରିବେ।
ଜିଲ୍ଲା
ବାରିପଦା ବଜାରରେ ଅଗ୍ନିକାଣ୍ଡ: ୨ ଦୋକାନ ଜଳିଗଲା
ବାରିପଦା ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଟି ଦୋକାନ ଜଳିଯାଇଛି। ସେଥିମଧ୍ୟରୁ ଗୋଟିଏ ବୈଦ୍ୟୁତିକ ସାମଗ୍ରୀ ଦୋକାନ ଏବଂ ଅନ୍ୟଟି କପଡ଼ା ଦୋକାନ ରହିଛି। ବିଳମ୍ବିତ ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା କୁହାଯାଉଛି....
ଖେଳ
ନିଜ ଭାଇଙ୍କ ରେକର୍ଡ ସହ ସମକକ୍ଷ ହେଲେ ମିଚେଲ ମାର୍ଶ
ମିଚେଲ ମାର୍ଶ ଗତକାଲି ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ୧୧୭ ରନ୍ର ଏକ ଚମତ୍କାର ଇନିଂସ ଖେଳି ତାଙ୍କ ଆଇପିଏଲ୍ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହା ସହିତ ସେ ତାଙ୍କ ଭାଇଙ୍କ ୧୮ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି।
ରାଜନୀତି
ନୂଆ ମୋଡ଼ ନେଉଛି ଏନ୍ସିପି ନେତାଙ୍କ ବୋହୂ ମୃତ୍ୟୁ ମାମଲା: ଚକିତ କଲା ବ୍ୟବଚ୍ଛେଦ ରିପୋର୍ଟ
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ରାଜେନ୍ଦ୍ର ତୁକାରାମ ହାଗାୱାନେଙ୍କ ୨୪ ବର୍ଷୀୟା ବୋହୂ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତେବେ ଏହା ଏକ ଆତ୍ମହତ୍ୟା ମାମଲା କି ହତ୍ୟା; ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଅପରାଧ
ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ୩ ପେସାଦାର ଅପରାଧୀ ଗିରଫ, ୨ ଖଣ୍ଡା ଜବତ
୨୦ ତାରିଖ ରାତିରେ ଚକଇେସିଆଣି ଅଞ୍ଚଳରେ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ୩ ଦୁର୍ବୃତ୍ତ ଖଣ୍ଡାରେ ହାଣି ଗୁରୁତର କରିଥିଲେ। ଏହି ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ରଙ୍ଗମାଟିଆ ଅଞ୍ଚଳର ସୂର୍ଯ୍ୟକାନ୍ତ....
ମନୋରଞ୍ଜନ
ଏହି କାରଣରୁ ତମନ୍ନାଙ୍କୁ ନେଇ କର୍ଣ୍ଣାଟକ ରାଜନୀତିରେ ଜୋର ଧରିଲା ତାତି
ବଲିଉଡ ସହ ଟଲିଉଡ଼ରେ ନିଜ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିବା ତମନ୍ନା ଭାଟିଆଙ୍କୁ ନେଇ କର୍ଣ୍ଣାଟକରେ ବହୁତ ବିବାଦ ସୃଷ୍ଟି ହୋଇଛି। ବାସ୍ତବରେ ତମନ୍ନାଙ୍କୁ 'ମହୀଶୂର ସାଣ୍ଡଲ୍ ସାବୁନ୍'ର ବ୍ରାଣ୍ଡ ଆମ୍ବାସାଡର କରିବାକୁ ନେଇ ରାଜନୀତି ଜୋର ଧରିଛି |