Advertisment
Latest Posts
Advertisment
ଜିଲ୍ଲା
ଡ୍ରାଇଭର୍ ସଂଘ ଆନ୍ଦୋଳନର ପ୍ରଭାବ: ମିଳୁନି ପେଟ୍ରୋଲ୍-ଡିଜେଲ୍
ଜିଦରେ ଅଟଳ ଡ୍ରାଇଭର ସଂଘ । ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭର୍ ସଂଘ ଆନ୍ଦୋଳନ । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଚାଳକଙ୍କ ଉପରେ । ଝରିଗାଁ ବ୍ଲକରେ ମିଳୁନି ପେଟ୍ରୋଲ୍-ଡିଜେଲ୍ ଟ୍ୟାଙ୍କର ।
Gallery
ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ-୨୦୨୬ ଖେଳିବ ଇଟାଲୀ
ପ୍ରଥମଥର ପାଇଁ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ଇଟାଲୀ ।
ବାଣିଜ୍ୟ
ବ୍ରହ୍ମପୁର, ରାଉରକେଲାରେ ଆଇଟି ଟାୱାର
ସୂଚନା ପ୍ରଯୁକ୍ତି ବିପ୍ଳବରେ ଆଗରେ ରହିବା ଓ ଏହାର ଲାଭକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବ୍ରହ୍ମପୁର ଓ ରାଉରକେଲାରେ ଦୁଇଟି ଆଇଟି ଟାୱାର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି...
ଅପରାଧ
ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା: ବଳଦ ହୋଇ ଚଷିଲେ, ଗାଁରୁ ତଡ଼ା ଖାଇଲେ
ଗାଁ ନିଷ୍ପତ୍ତି ବିରୁଦ୍ଧରେ ପ୍ରେମ କରି କଙ୍ଗାରୁ କୋର୍ଟରେ ଦଣ୍ଡିତ ହୋଇଛନ୍ତି ପ୍ରେମୀଯୁଗଳ। ବଳଦ ହୋଇ ଜମି ଚାଷ କରିବା ସହ ବେତ ପାହାର ଖାଇଛନ୍ତି। କେବଳ ଏତିକି ନୁହେଁ, ଅକଥନୀୟ ନିର୍ଯାତନା ପରେ ଗାଁରୁ ଉଭୟଙ୍କୁ ତଡ଼ି ଦିଆଯାଇଛି।
ମନୋରଞ୍ଜନ
ଗୁରୁ ଦିବସରେ ‘ଗୁରୁଜୀ ନମସ୍କାର’
ଓଡ଼ିଆ ସିନେମା ‘ଗୁରୁଜୀ ନମସ୍କାର’ ଚଳିତ ବର୍ଷ ଗୁରୁ ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି। ସଂକେତ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ପୋଷ୍ଟ ପ୍ରଡକସନ୍ କାମ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଏହାର ସେନସର୍ କରାଯିବ।
ପୁନଶ୍ଚ ପୃଥିବୀ
ଗଡ଼ପୋଷରେ ପରିବେଶ ପଞ୍ଚାୟତ; ଆଗାମୀ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଉପହାର ଦେବା: କୁମୁଦିନୀ
ଆମ ପିଲାବେଳେ ଯେମିତି ସବୁଜ ସୁନ୍ଦର ପରିବେଶ ଥିଲା, ଆଜି ସେଭଳି ନାହିଁ। ପରିବେଶ ସୁରକ୍ଷିତ ରହିଲେ ମାନବ ସମାଜ ତିଷ୍ଠି ରହିପାରିବ। କେବଳ ସରକାରଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ, ଏଥି ପାଇଁ ଜନ ସହଯୋଗର ଆବଶ୍ୟକତା ରହିଛି।