Advertisment
Latest Posts
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
ହାତୀ ମାଗୁଛି ହକ୍
ଓଡ଼ିଶା ଏକଦା ହାତୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ଏବେ ସମୟ ବଦଳି ଯାଇଛି। ବିକାଶ ପାଇଁ ଦ୍ରୁତ ଶିଳ୍ପାୟନ, ବେଧଡ଼କ ଜଙ୍ଗଲ କାଟିବା ଏବଂ ମାନବ ବସତି ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା ହ୍ରାସ ପାଇବାରେ ଲାଗିଛି...
ବାଣିଜ୍ୟ
ଲୋପ ପାଇବ ୧୨%, ୨୮% ଜିଏସଟି ହାର, କେନ୍ଦ୍ରର ପ୍ରସ୍ତାବକୁ ମନ୍ତ୍ରୀଗୋଷ୍ଠୀର ଅନୁମୋଦନ
ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଗୋଷ୍ଠୀ (ଜିଓଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି)ର ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ଅପରାଧ
ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ : ରିପୋର୍ଟ ପ୍ରକାଶ କଲା ପାକିସ୍ତାନ ମାନବାଧିକାର ସଂଗଠନ
ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ବାଲ୍ୟ ବିବାହ ବ୍ୟତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଚିନ୍ତାଜନକ ଭାବେ ହିଂସା ବୃଦ୍ଧି ପାଇଛି। ଏନେଇ ପାକିସ୍ତାନର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ବା ଏଚ୍ଆର୍ସିପି ରିପୋର୍ଟ ପ୍ରକାଶ କରିଛି।
ମନୋରଞ୍ଜନ
ଅଭିନେତା ବରୁଣଙ୍କ ହାତ ଧରିଲେ ଗୋପୀ ବୋହୂ
ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଧାରାବାହିକ 'ସାଥ୍ ନିଭାନା ସାଥିୟା' ଅଭିନେତ୍ରୀ ଜିୟା ମାନେକ। ଧୁମଧାମରେ ବିବାହ କରିବା ପରିବର୍ତ୍ତେ ସେ ନିଜ ପରିବାରବର୍ଗଙ୍କ ଗହଣରେ ବିବାହ କରିଥିବା ଜଣାଯାଇଛି।
ପୁନଶ୍ଚ ପୃଥିବୀ
‘ପରିବେଶ ବଞ୍ଚାଇବାକୁ ଆଦିବାସୀଙ୍କୁ ଏକାଠି ହେବାକୁ ପଡ଼ିବ’
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବଣ୍ଡା, ଡିଡାୟୀ, କୋୟା, ଦୁରୁଆ, କନ୍ଧ ଜନଜାତି ବସବାସ କରୁଛନ୍ତି। ଏମାନେ ପ୍ରକୃତିର ପୂଜକ। ଦିନ ଥିଲା ଏମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ ହେଳା କରୁନଥିଲେ। ଏବେ କିନ୍ତୁ ମାନସିକତାରେ ପରିବର୍ତ୍ତନ ହୋଇଛି।