Advertisment
Advertisment
ଜିଲ୍ଲା
ଅନ୍ତଜିଲ୍ଲା ଡକାୟତ-ଛିନ୍ତାଇ ଗ୍ୟାଙ୍ଗର ୪ କୁଖ୍ୟାତ ଡକାୟତଙ୍କୁ ରାତିରେ ଗୋଡ଼ାଇ ଧରିଲା ପୁଲିସ
୧୫ ଦିନ ପୁର୍ବରୁ ବୈଶିଙ୍ଗ-ରୁପ୍ସା ରାସ୍ତାରେ ବିଳମ୍ବିତ ରାତି ସମୟରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ କରିବା ଘଟଣାର ତଦନ୍ତ କରୁ କରୁ ୩ଜିଲ୍ଲାରେ ବ୍ୟାପି ଥିବା କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୈଶିଙ୍ଗା ପୁଲିସ କୋର୍ଟ ଚାଲାଣ କରିଛି....
Gallery
କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର
ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା।
ବାଣିଜ୍ୟ
ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍, ଜାଣନ୍ତୁ କଣ ନିଷିଦ୍ଧ ହେବ, କଣ ଚାଲୁ ରହିବ
ସଂସଦର ଦୁଇ ସଦନର ମଂଜୁରୀ ପରେ ଅନଲାଇନ ବେଟିଂକୁ ନିଷିଦ୍ଧ କରୁଥିବା ଅନଲାଇନ ଗେମିଂ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି । ଏହା ପରେ ଏହି ବିଲ୍ ଆଇନରେ ପରିଣତ ହୋଇଛି ।
ଅପରାଧ
ଅନ୍ଲାଇନ୍ ମୋବାଇଲ୍ ଆପ୍ରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ
ଏହି ସଂସ୍ଥାରେ ୫୫୦୦ ଓ ୧୬୫୦୦ ଅର୍ଥ ନିବେଶ କରି ଦିନକୁ ୨୦୦ ଓ ୬୧୫ ଟଙ୍କା ଆୟ କରି ଲାଭବାନ ହୋଇଥିବା କାରଣରୁ ଅନ୍ୟମାନେ ମଧ୍ୟ ଆକର୍ଷିତ ହୋଇ ଏହି ଆପରେ ନିବେଶ କରିଥିଲେ।
ମନୋରଞ୍ଜନ
ଲଞ୍ଚ ହେଲା ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ 'ରକେଟ୍ ରିଲ୍ସ'
ଥ୍ରୀଲର, ରୋମାନ୍ସ, କମେଡିରେ ଭରପୁର ଏକ ଆପ୍ ଲଞ୍ଚ ହୋଇଛି । ଯାହାକି ଡିଜିଟାଲ୍ ମନୋରଞ୍ଜନ ଜଗତରେ ହଇଚଇ ସୃଷ୍ଟି କରିଛି । ଏହା ହେଉଛି ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ 'ରକେଟ୍ ରିଲ୍ସ'।
ପୁନଶ୍ଚ ପୃଥିବୀ
ପ୍ରତିବର୍ଷ ୧୦ଟି ଗଛ ଲଗାଇବା ନେଇ ପଣ କର: ବିଧାୟକ
ଆମେ ସମସ୍ତେ ଆଜିଠାରୁ ପ୍ରତିବର୍ଷ ୧୦ଟି ଗଛ ଲଘାଇବାକୁ ପଣ କରିବା ଉଚିତ। ନିଜର ପିଲା ବେଳର କଥାଗୁଡିକ ମନେପକାଇଥିଲେ। ସେତେବେଳେ ମାଲକାନଗିରି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବା ନେଇ ଚିତ୍ରକୋଣ୍ଡା ବିଧାୟକ କହିଥିଲେ।