Advertisment
Latest Posts
Advertisment
ଜିଲ୍ଲା
ବେଆଇନ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ: ଉଡ଼ିଗଲା ଘରର ଛାତ, ୩ ଆହତ
ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡା ଗ୍ରାମର ବେଆଇନ ବାଣ ପ୍ରସ୍ତୁତି କଲା ବେଳେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଘରର ଛାତ ଉଡ଼ିଯାଇଛି। ଏହା ଯୋଗୁ କଂକ୍ରିଟ କାନ୍ଥ ଭୁଶୁଡି ଯାଇଛି....
Gallery
ବାଣିଜ୍ୟ
ଭାରତ ଫେରିବାକୁ ଡରୁଛନ୍ତି ନିରବ ମୋଦୀ: ପ୍ରତ୍ୟର୍ପଣ ମାମଲାର ପୁନଃଶୁଣାଣି ଆବେଦନ, ନଭେମ୍ବର ୨୩ରେ ଶୁଣାଣି
ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ତାଙ୍କ ପ୍ରତ୍ୟର୍ପଣ ମାମଲାର ପୁନଃଶୁଣାଣି ପାଇଁ ଆବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତାମାସ ୨୩ ତାରିଖରେ ହେବ। ଭାରତକୁ ପ୍ରତ୍ୟର୍ପିତ ହେଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତାଙ୍କ ଉପରେ ଅତ୍ୟାଚାର କରିବା ଡର ତାଙ୍କୁ ଘାରିଛି।
ଅପରାଧ
ମେଳା ବୁଲିବାକୁ ଯାଇଥିବା ଯୁବତୀଙ୍କୁ ଅସଦାଚରଣ କରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଲା; ଖାଇଲେ ନିସ୍ତୁକ ଛେଚା
ରାମଲୀଳା ମେଳାରେ ଅଭଦ୍ରାମୀ କରିବା ଦୁଇଜଣ ଯୁବକଙ୍କୁ ମହଙ୍ଗା ପଡ଼ିଲା । ୧୦ ସେକେଣ୍ଡରେ ଯୁବକଙ୍କ ଗାଲରେ ୧୧ ଥର ଚାପୁଡ଼ା ମାରିଲେ ଯୁବତୀ। ପୁଲିସ ପହଞ୍ଚିବା ପୂର୍ବରୁ ସୁଯୋଗ ଦେଖି ଚମ୍ପଟ ମାରିଲେ ଦୁଇ ଅଭିଯୁକ୍ତ।
ମନୋରଞ୍ଜନ
ବିଗ୍ ବସ୍ ୧୯: ୱିକେଣ୍ଡ୍ କା ବାର୍ରେ ନଜର ଆସିବେ ଏଲଭିଶ୍ ଯାଦବ
ଏଥର, 'ବିଗ୍ ବସ୍ ୧୯' ର ୱିକେଣ୍ଡ୍ କା ବାର୍ରେ ହୋଷ୍ଟ ସଲମାନ ଖାନଙ୍କ ସହ ନଜର ଆସିବେ ୟୁଟ୍ୟୁବର ଏଲଭିଶ୍ ଯାଦବ । ସେ ତାଙ୍କ ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ । ସଲମାନ ଖାନ ଏଲଭିଶଙ୍କୁ ମଞ୍ଚ ଉପରେ ସ୍ୱାଗତ କରି କହୁଛନ୍ତି, "ଏକଦମ୍ ସିଷ୍ଟମ୍ ହ୍ୟାଙ୍ଗ୍ କର ଦେନା ।"
ପୁନଶ୍ଚ ପୃଥିବୀ
୨୧୦୦ ସୁଦ୍ଧା ୨୪% କମିବ ବିଶ୍ୱ ଜିଡିପି!
ସମ୍ପ୍ରତି ବିଶ୍ବବ୍ୟାପୀ ଅନୁଭୂତ ହେଉଥିବା ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହୋଇଥିବା ଏହି ପରିବର୍ତ୍ତନ ସମସ୍ତଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି।