ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା: ରାଜ୍ୟର ୧୬ଟି ଲୋକସଭା ଆସନରେ ବିଜେଡି ଓ ୫ଟିରେ ବିଜେପି ଆଗୁଆ, ବିଧାନସଭାରେ…

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୬ଟିରେ ବିଜୁ ଜନତା ଦଳ ଏବଂ ୫ଟିରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛନ୍ତି। ବିଜେଡି ଆଗୁଆ ଥିବା ଆସନଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ,…
ଅଧିକ ଖବର ଦେଖନ୍ତୁ...

ରେକର୍ଡ ସଂଖ୍ୟକ ଆସନ ଜିଣି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଦେଶ ବିଦେଶରୁ ଶୁଭେଚ୍ଛାର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏ ସରକାରକୁ ପୁଣି ଥରେ ଭାରତର ନେତୃତ୍ୱ ନେବାକୁ ଲୋକେ ୨୦୧୯ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇଛନ୍ତି। ଯଦି ଚାଲିଥିବା ଟ୍ରେଣ୍ଡ୍‌ ବଜାୟ ରହେ ତେବେ ଭାରତୀୟ ଜନତା ପାର୍ଟି ଦୁଇଜଣ ମନୋନୀତ ପ୍ରାର୍ଥୀଙ୍କ ସମେତ ୫୪୫ ଆସନବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କଂଗ୍ରେସର ନୈରାଶଜନକ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶଜନକ ହୋଇଛି। ଟ୍ରେଣ୍ଡ୍‌ ଅନୁସାରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କୌଣସିଟିରେ ଦଳର ପ୍ରାର୍ଥୀ ଆଗୁଆ ନାହାନ୍ତି। କେବଳ ନବରରଙ୍ଗପୁର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ମାଝୀ କଡ଼ା ଟକ୍କର ଦେଉଛନ୍ତି। ଶ୍ରୀ ମାଝୀ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୮, ବିଜେପି ୨୫ ଓ କଂଗ୍ରେସ ୧୩ଟିରେ ଆଗୁଆ

ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ସମସ୍ତ ୧୪୬ଟି ବିଧାନସଭା ଆସନର ଟ୍ରେଣ୍ଡ ଆମର ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି । ୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି) ୨.ବେଗୁନିଆ :…
ଅଧିକ ଖବର ଦେଖନ୍ତୁ...

ମେ ୩୦ ତାରିଖ ଦିନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓ୍ଵାଇଏସ୍‌ ଜଗନମୋହନ ରେଡ୍ଡୀ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ। ଓ୍ଵାଇଏସ୍‌ ଆର୍‌ କଂଗ୍ରେସ ପାର୍ଟି ଦିନ ୧ଟା ସୁଦ୍ଧା ୧୫୦ ରୁ ଊର୍ଦ୍ଧ୍ୱ ଆସନରେ ଆଗେଇଥିବା ବେଳେ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି ମାତ୍ର…
ଅଧିକ ଖବର ଦେଖନ୍ତୁ...

ଆଜି ବିଜେପିର ସଂସଦୀୟ ବୋର୍ଡର ବୈଠକ

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ଣ ପରେ ବିଜେପିର ପାର୍ଲାମେଣ୍ଟାରି ବୋର୍ଡର ବୈଠକ ଆୟୋଜନ କରାଯାଇଛି। ବିଳମ୍ବିତ ଅପରାହ୍ଣ ୫: ୩୦ ରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମୀମାନଙ୍କୁ ଭେଟିବେ। ବିଜେପି ମୁଖ୍ୟାଳୟ ଆଡ଼କୁ ଯାଇଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ଜାଣନ୍ତୁ ୧୦୦ଆସନରେ କିଏ କେଉଁଠାରେ ଆଗୁଆ

ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ସେତେ ସେତେ ଟ୍ରେଣ୍ଡ ଅଧିକ ସଂଖ୍ୟାରେ ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି । ୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି) ୨.ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି) ୩. ଚିଲିକା :…
ଅଧିକ ଖବର ଦେଖନ୍ତୁ...

ଉଭୟ ବିଧାନସଭା ଆସନରେ ନବୀନ ଆଗୁଆ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରେ ଆଗୁଆ ଥିବାର ଜଣାଯାଇଛି। ଏଥର ପ୍ରଥମ ଥର ପାଇଁ ନବୀନ ୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ କେଉଁ ଆସନରେ ସେ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବେ ଏବଂ କେଉଁ ଆସନଟି ରଖି ଅନ୍ୟ ଆସନଟିକୁ ଛାଡ଼ିବେ…
ଅଧିକ ଖବର ଦେଖନ୍ତୁ...

ବିଜେପି ମୁଖ୍ୟାଳୟରେ କଠୋର ନିରାପତ୍ତା ବ୍ୟବସ୍ଥା: ଗାନ୍ଧୀନଗରରେ ଗଣମାଧ୍ୟମକୁ ଅଭିନନ୍ଦନ ଜଣାଇଲେ ମୋଦିଙ୍କ ମାଆ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଜେପି ସୁଇପ୍‌ କରିବ ବୋଲି ଭୋଟ୍‌ ଗଣନା ଟ୍ରେଣ୍ଡିଙ୍ଗ୍‌ରୁ ସୂଚନା ମିଳିବା ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ବାହାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ସମ୍ପ୍ରତି ବିଜେପି ୩୨୪ଟି ଆସନରେ ଆଗୁଆ ରହିଛି। ଏନ୍‌ଡିଏ ସରକାର ଗଢ଼ିବାକୁ ଯାଉଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...