ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ ଫଳାଫଳ

ସିଜେ ଛାଓ୍ଵଡ଼ାଙ୍କୁ ପଛରେ ପକାଇ ୫ଲକ୍ଷ ୧୧ହଜାର ୧୮୦ ଭୋଟରେ ବିଜୟ ହାସଲ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା

ନୂଆଦିଲ୍ଲୀ : ଗାନ୍ଧିନଗରରୁ କଂଗ୍ରେସ ପ୍ରାର୍ଥୀ ସିଜେ ଛାଓ୍ଵଡ଼ାଙ୍କୁ ହରାଇ ୫,୧୧,୧୮୦ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୋଟ ଗଣନା ସମୟରେ ଅମିତ ଶାହା ଏବଂ ସିଜେ ଛାଓ୍ଵଡ଼ାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟ ଲାଭ କରିଛନ୍ତି। ସେ ଷଷ୍ଠ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କୁ ସେ ୧୩୯୧ ଭୋଟରେ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆ ବିଧାନସଭା ଆସନରୁ ବିଜୟିନୀ ହେଲେ ବିଜେଡି ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ

ଭୁବନେଶ୍ୱର: ପୂର୍ବ ପରମ୍ପରା ଭାଙ୍ଗି ବିଜୁ ଜନତା ଦଳ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ କେନ୍ଦୁଝର ଜିଲ୍ଳାର ଚମ୍ପୁଆ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ୨ ଥର ଯାକ ଏହି ଆସନକୁ ସ୍ୱାଧୀନ ପ୍ରାର୍ଥୀମାନେ ଜିତିଥିବା ବେଳେ ଏଥର ଏହା ବିଜେଡି ହାତକୁ ଯାଇଛି। ୨୦୧୪ ମସିହାରେ ସ୍ୱାଧୀନ…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତିରେ ପଛରେ ରହିଗଲେ ଏହି ସବୁ କଳାକାର

ଭୁବନେଶ୍ୱର : ବିଜେପିର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପିର ରାମପୁର ଲୋକସଭା ଆସନ ପ୍ରାର୍ଥୀ ଜୟାପ୍ରଦା ପଛୁଆ ଅଛନ୍ତି । ଠିକ୍‌ ସେହିପରି ଛମା ଛମା ଗର୍ଲ ତଥା କଂଗ୍ରେସର ମୁମ୍ବାଇ ଉତ୍ତର ଲୋକସଭା ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର ଢ଼େର ପଛୁଆ ଥିବା ଜଣା ପଡ଼ିଛି । ତୃଣମୂଳ କଂଗ୍ରେସର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଭୋଟ ଗଣତିରେ କେଉଁ କଳାକାର ରହିଛନ୍ତି ଆଗରେ

ଭୁବନେଶ୍ୱର : ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍‌, ଓଲିଉଡ୍‌, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ । ଆସନ୍ତୁ ଜାଣିବା ପ୍ରଥମେ ସେମାନଙ୍କ ମଧ୍ୟରୁ କେଉଁମାନେ ଭୋଟ ଗଣତି ଟ୍ରେଣ୍ଡ ଆଗରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନରେ ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଏବଂ ଜଗନ ମୋହନ ରେଡ୍ଡୀଙ୍କୁ ତେଲୁଗୁ ଭାଷାରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହା ୫୧୧୧୮୦ ଓ ପ୍ରଧାନମନ୍ତ୍ରୀ ମୋଦି ୪ ଲକ୍ଷ ଭୋଟ୍‌ରେ ଆଗୁଆ

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ଙ୍କ େଓ୍ଵବ୍‌ସାଇଟ୍‌ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରେ ୪ ଲକ୍ଷ ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ଗାନ୍ଧୀନଗର ଆସନରୁ ବିଜେପି ଅଧ୍ୟକ୍ଷ କଂଗ୍ରେସ ପ୍ରାର୍ଥୀ ସିଜେ ଚବଡ଼ାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୯, ବିଜେପି ୨୩ ଓ କଂଗ୍ରେସ ୧୨ଟିରେ ଆଗୁଆ

ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୯, ବିଜେପି ୨୩ ଓ କଂଗ୍ରେସ ୧୨ଟିରେ ଆଗୁଆ ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ସମସ୍ତ ୧୪୬ଟି ବିଧାନସଭା ଆସନର ଟ୍ରେଣ୍ଡ ଆମର ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତ ପଣ୍ଡାଙ୍କଠାରୁ ୨୬ ହଜାର ୯୪୮ ଭୋଟରେ ଆଗୁଆ ରହିଛନ୍ତି ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା:  ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବାଜି ମାରିପାରନ୍ତି ବୋଲି ବର୍ତ୍ତମାନର ଟ୍ରେଣ୍ଡ୍ କହୁଛି। ଭୋଟ୍ ଗଣତି ପ୍ରକ୍ରିୟାର ଟ୍ରେଣ୍ଡ୍ ଅନୁସାରେ ଅନୁଭବ ବର୍ତ୍ତମାନ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠାରୁ ୨୬ ହଜାର ୯୪୮…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ପ୍ରଥମ ବିଧାନସଭା ଆସନ ବିଜେଡି ହାତକୁ ଗଲା: ନବରଙ୍ଗପୁରରେ ସଦାଶିବ ପ୍ରଧାନୀ ବିଜୟୀ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ବିଧାନସଭା ଫଳାଫଳ ଘୋଷଣା ହୋଇଛି। ନବରଙ୍ଗପୁର ବିଧାନସଭା ଆସନର ସଦାଶିବ ପ୍ରଧାନୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ଗୌରୀ ମାଝୀଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଏହି ଆନୁଷ୍ଠାନିକ ଘୋଷଣା ନବରଙ୍ଗପୁର ଜିଳ୍ଲାପାଳ କରିଛନ୍ତି।
ଅଧିକ ଖବର ଦେଖନ୍ତୁ...