ଅନୁସନ୍ଧାନ କରୁଥିବା ବର୍ଗ

Leading

କେନ୍ଦ୍ର ରେଳବାଇ ବିନା-ଟିକେଟ ଯାତ୍ରୀଙ୍କ ଠାରୁ ୧୧କୋଟି ଜରିମାନା ସଂଗ୍ରହ କରିଛି

ନୂଆଦିଲ୍ଲୀ: କେନ୍ଦ୍ର ରେଳବାଇ(ସିଆର) ଅନଧିକୃତ ଏଜେଣ୍ଟଙ୍କ ବିରୋଧରେ ଚଳିତ ମାସରୁ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିଛି। ଯେଉଁମାନେ କି ଅନ୍‌ଲାଇନ୍‌ରେ ବଲକ୍‌ ଟିକେଟ ବୁକିଂ କରିବା ସହିତ ବେଆଇନ୍‌ ସଫ୍ଟଓୟାର ବ୍ୟବହାର କରି କଳା ବ୍ୟବସାୟ ଚଳାଇଥାଆନ୍ତି। ଦୀପାବଳି ସମୟରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପୃଥିବୀ ଧ୍ୱଂସ ହେବାର ଏହି ୫ଟି ଭବିଷ୍ୟବାଣୀ ଭୁଲ ସାବ୍ୟସ୍ତ ହୋଇଥିଲା

ନୂଆଦିଲ୍ଲୀ: ଆପଣ ନିକଟ ଅତୀତରେ ଏମିତି ଅନେକ ଭବିଷ୍ୟବାଣୀ ବିଷୟରେ ଶୁଣିଥିବେ, ଯାହା ପୃଥିବୀ ଏକ ନିର୍ଦ୍ଦିଷ୍ଟ ଦିନ ଧ୍ୱଂସ ପାଇଯିବ ବୋଲି ସୂଚାଇ ଥିଲା। ମାତ୍ର ଏଭଳି ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ନ ହେବା ଆମେ ଅଙ୍ଗେ ନିଭାଇଛେ। ଆସନ୍ତୁ ଏମିତି ୫ଟି ବହୁ ଚର୍ଚ୍ଚିତ ଭବିଷ୍ୟବାଣୀ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଜିଓ ଫୋନ୍‌ର ଉତ୍ପାଦନ ବନ୍ଦ ! ଏବେ କେବଳ ପ୍ରି ବୁକିଂ କରିଥିବା ଗ୍ରାହକଙ୍କୁ ମିଳିବ ଫୋନ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଶସ୍ତା ୪ଜି ହ୍ୟାଣ୍ଡସେଟ ପାଇଁ ଦୌଡ଼ ଆରମ୍ଭ ହୋଇଯାଇଛି। ଜିଓଫୋନ୍‌ ପରେ ଏୟାରଟେଲ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌ ଲଞ୍ଚ କରି ଜିଓକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି। ତେବେ ସମ୍ପ୍ରତି ଖବର ମିଳିଛି ଯେ,  ପ୍ରଥମେ ଅର୍ଡର କରିଥିବା ଗ୍ରାହକଙ୍କୁ .କେବଳ ଜିଓ ଫିଚର…
ଅଧିକ ଖବର ଦେଖନ୍ତୁ...

ଏଣିକି ପଡ଼ୋଶୀଙ୍କ ଉସକାଣର କଡ଼ା ଜବାବ ଦେବ ଭାରତ: ପାକିସ୍ତାନ ପ୍ରତିପକ୍ଷକୁ କହିଲେ ଭାରତୀୟ ଡିଜିଏମ୍‌ଓ

ନୂଆଦିଲ୍ଲୀ: ଭାରତର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରି ଅପରେସନ୍‌(ଡିଜିଏମ୍‌ଓ) ଲେଫଟନାଣ୍ଟ ଜେନେରାଲ୍‌ ଏ.କେ.ଭଟ୍ଟ ସୋମବାର ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ମେଜର ଜେନେରାଲ୍‌ ସାହିଦ ସମସଦ୍‌ ମିର୍ଜାଙ୍କୁ ଚେତାବନୀ ଦେଇଛନ୍ତି। ଭଟ୍ଟ ଚେନାବନୀ ଦେଇ କହିଛନ୍ତି ଯେ ‘ପଡ଼ୋଶୀ ଦେଶଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋରେ ସିରିଜ ଦୁର୍ଘଟଣା: ୪ଗୁୁରୁତର

ଅନୁଗୁଳ: ଅନୁଗୁଳସ୍ଥିତ ନାଲ୍‌କୋ ଷ୍ଟେଟବ୍ୟାଙ୍କ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହେବା ସହିତ ୫ରୁ ୬ଟି ଦୁଇ ଚକିଆଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ସୂଚନାଯୋଗ୍ୟ, ନାଲ୍‌କୋ ଷ୍ଟେଟବ୍ୟାଙ୍କ ଛକ ନିକଟ ଦେଇ ସୋମବାର…
ଅଧିକ ଖବର ଦେଖନ୍ତୁ...

ସିଡବ୍ଲୁସି ହେପାଜତରେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ତେବେ ସୁସ୍ଥ ହୋଇ ସେ ପରିବାର ସହ ରହିବେ ବା ସରକାରୀ ହେପାଜତରେ ରହିବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସୋମବାର ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ୩ ଦିନ ଚିକିତ୍ସିତ ହୋଇ ସୁସ୍ଥ ହେବା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ କଳା ପଲସର୍ ଆତଙ୍କ : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ଲୁଟିନେଲେ

ଭଦ୍ରକ: ଭଦ୍ରକ ବାସୁଦେବପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ବାସୁଦେବପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ…
ଅଧିକ ଖବର ଦେଖନ୍ତୁ...

ଏୟାର୍‌ଟେଲ୍‌ ଆଣିଲା ମାତ୍ର ୧,୩୪୯ଟଙ୍କା ମୂଲ୍ୟରେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌!

ମୁମ୍ବାଇ: ଭାରତୀୟ ଟେଲିକମ୍‌ କଂପାନି ଭାରତୀ ଏୟାର୍‌ଟେଲ୍‌ ପକ୍ଷରୁ ଏବେ ଆଉ ଏକ ଶସ୍ତା ୪ଜି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଛି। ତେବେ ଏନେଇ କଂପାନି ପକ୍ଷରୁ ସେଲ୍‌କାନ୍‌ ମୋବାଇଲ୍‌ କଂପନି ସହିତ ବୁଝାମଣା ହୋଇଛି। ଯେଉଁଥିରେ କି ଗ୍ରାହକମାନେ ଏବେ ମାତ୍ର ୧,୩୪୯ଟଙ୍କା ଦେଇ ଏହି ଶସ୍ତା…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ସୁଦ୍ଧା ୭୫୦କୋଟି ଜମା କରିବାକୁ ୟୁନିଟେକକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରାଙ୍କୁ ସୁପ୍ରିମ କୋର୍ଟ ୭୫୦କୋଟି ଟଙ୍କା ଡିସେମ୍ବର ଶେଷ ସୁଦ୍ଧା ଜମା କରିବାକୁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବିକ, ୟୁନିଟେକ ଏହି ଅର୍ଥ ଜମା କଲେ, ସେହିମାନଙ୍କ ଟଙ୍କା ଫେରସ୍ତ କରାଯାଇ ପାରିବ ଯେଉଁମାନଙ୍କ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ, ଚିକିତ୍ସା ଅଭାବରୁ ପୀଡ଼ିତାଙ୍କ ପ୍ରାଣଗଲା

ଲୁଧିଆନା: ଜନୈକା ୧୭ ବର୍ଷୀୟା ନାବାଳିକାକୁ ଅକ୍ଟୋବର ୨୫ ତାରିଖରେ ପଞ୍ଜାବର ୩ ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଉପଯୁକ୍ତ ଚକିତ୍ସା ଅଭାବରୁ ଝିଅଟି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ରବିବାର ଦିନ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେବା ସତ୍ତ୍ୱେ ଘର…
ଅଧିକ ଖବର ଦେଖନ୍ତୁ...