ଅନୁସନ୍ଧାନ କରୁଥିବା ବର୍ଗ

Leading

ଭଞ୍ଜନଗର: ବାଇକ୍‌ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ୍‌ଡିଭିଜନ୍‌ ଅନ୍ତର୍ଗତ କଣ୍ଟାଇପୋଲି ଓ ବଡ଼ବରୋସିଂହ ରାସ୍ତାରେ ରବିବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଧର୍ମଶାଳା ଓ ଭୁବନରେ ବଜ୍ରପାତ: ଗାଈ ଚରାଳି ଓ କ୍ଷୀର ବିକାଳି ମୃତ

ଯାଜପୁର/ଭୁବନ: ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଗାଈ ଚରାଉଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକି ପରିବାର ପୋଷୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷିବ। ବାଲେଶ୍ୱର, ଭଦ୍ରକ, ଯାଜପୁର,…
ଅଧିକ ଖବର ଦେଖନ୍ତୁ...

୧୧ରେ ନବନିର୍ମାଣ କୃଷକ ସଂଗଠନର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଂଗଠନ ଆଗାମୀ ଅକ୍ଟୋବର ୧୧ରେ ଦିଲ୍ଲୀ ଚଲୋ ଡାକରା ଦେଇଛି। ଏହି ଆନ୍ଦୋଳନରେ ଓଡ଼ିଶାର ହଜାର ସଂଖ୍ୟାରେ ଚାଷୀ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ପ୍ରାଇଜ୍‌, ପେନ୍‌ସନ୍‌, ପ୍ରେଷ୍ଟିଜ୍‌ ଦାବି ନେଇ ଓଡ଼ିଆ ଚାଷୀ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ ମଧ୍ୟରେ ଅସୁସ୍ଥ ହେବାରେ ଲାଗିଛନ୍ତି ବାବା: ଘୋର ଚିନ୍ତାରେ ପାଳିତକନ୍ୟା ହନି

ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ରାମ ରହିମ୍‌ ଦିନକୁ ଦିନ ଜେଲ୍‌ ମଧ୍ୟରେ ଅସୁସ୍ଥ ହେବାରେ ଲାଗିଛନ୍ତି। ପାଳିତା କନ୍ୟା ହନିପ୍ରୀତଙ୍କୁ ଘାରିଛି ବାପାଙ୍କ ପିଠି ଯନ୍ତ୍ରଣା ଚିନ୍ତା। ଡେରା ମୁଖ୍ୟ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଏବେ ପୁଲିସ କବଜାରେ। ତେବେ ଜଣାପଡ଼ିଛି ରିମାଣ୍ଡ ଅବଧିର…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରିରୁ ସମ୍ବଲପୁର-ଝାରସୁଗୁଡ଼ା ଦେଇଯିବ ରାଜଧାନୀ ଏକ୍ସପ୍ରେସ

ଭୁବନେଶ୍ୱର: ବହୁପ୍ରତିକ୍ଷୀତ ‘ରାଜଧାନୀ ଏକ୍ସପ୍ରେସ’ ୨୦୧୮ ଫେବ୍ରୁଆରିରୁ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି ପ୍ରତି ଶନିବାର କଟକ, ସମ୍ବଲପୁର ଓ ଝାରସୁଗୁଡ଼ା ଦେଇ ନୂଆଦିଲ୍ଲୀରେ ପହଞ୍ଚିବ। ପୂର୍ବତଟ ରେଳବାଇ ପକ୍ଷରୁ ରବିବାର ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ସମ୍ବଲପୁର ଦେଇ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସନ୍ତାକାଲି ଠାରୁ ଉଠିବ ସାଇନ୍‌ ଏ ଡାଏ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ସୋମବାର ଠାରୁ ସାଇନ୍‌ ଏ ଡାଏ ହଟିବ । ଏହା ପରେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ସ୍ୱାଭାବିକ ହେବ। କମିସନରେଟ ପୁଲିସ ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ରବିବାର ଆଲୋଚନା ହେବା ପରେ ଏହା ସ୍ପଷ୍ଟ ହୋଇଛି। ପିଲାମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବରଗଡ଼: ଏନ୍‌ଏସି ଅଧ୍ୟକ୍ଷାଙ୍କ ସମେତ ୮ କାଉନସିଲର ବିଜେଡ଼ିରେ ସାମିଲ

ବରଗଡ଼: ବର୍ତ୍ତମାନ ସାରା ଦେଶରେ ଏକ ପ୍ରକାର ନିର୍ବାଚନ ମାହୋଲ ପରିଲକ୍ଷିତ ହେଉଥିବା ବେଳେ ବିଜେପୁର ଉପନିର୍ବାଚନ ଉପରେ ସବୁ ଦଳର ତୀକ୍ଷ୍‌ଣ ନଜର ରହିଛି। ଆଗକୁ ସାଧାରଣ ନିର୍ବାଚନ ଦୃଷ୍ଟିରୁ ବିଜେପୁର ଉପନିର୍ବାଚନ ସବୁ ଦଳ ପାଇଁ କର ବା ମର ସ୍ଥିତି ହୋଇଛି। ବିଜେପୁର ଉପନିର୍ବାଚନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ଦୁଇ ଥର ବାହା ହୋଇ ଦୁଇ ଥର ଛାଡ଼ ପତ୍ର ଦେବାକୁ ଯାଉଥିବା ପ୍ରେମିକା

ଅହମଦାବାଦ: ନିଜ ପରିବାର ଇଚ୍ଛା ବିରୋଧରେ ଯାଇ ଅନ୍ୟ ଜଣେ ଫାର୍ମାସିଷ୍ଟ୍‍ଙ୍କୁ ବିବାହ କରିଥିବା ଜଣେ ୨୬ ବର୍ଷୀୟ ଫାର୍ମାସିଷ୍ଟ୍‍ ବିବାହ କରିବାର ବର୍ଷକ ମଧ୍ୟରେ ପରିବାର ଚାପରେ ପଡ଼ି ତାଙ୍କୁ ଛାଡ଼ପତ୍ର ଦେଇ ପୁଣି ଥରେ ତାଙ୍କୁ ବାହା ହୋଇଥିଲେ। ଏବେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ଆଉ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଭିଆଇପି କଲ୍‌ଚର୍‌ ବନ୍ଦ କରି ୩୬ ବର୍ଷର ପ୍ରୋଟୋକଲ୍‌ ନିଷିଦ୍ଧ କଲା ରେଳବାଇ

ନୂଆଦିଲ୍ଲୀ: ଭାରତର ଜାତୀୟ ପରିବହନରୁ ଭିଆଇପି ସଂସ୍କୃତିର ଅବସାନ କରିବା ନିମନ୍ତେ ରେଳ ମନ୍ତ୍ରାଳୟ ନେଇ ଥିବା ପଦକ୍ଷେପ ସଂକ୍ରାନ୍ତରେ ନିଜର ବରିଷ୍ଠ କର୍ମଚାରୀମାନଙ୍କୁ ସୂଚନା ଦେଇଛି। ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ମନ୍ତ୍ରାଳୟ ଦୀର୍ଘ ୩୬ ବର୍ଷ ହେବ ଚଳି ଆସୁଥିବା ପ୍ରୋଟୋକଲ୍‌ ନିଷିଦ୍ଧ…
ଅଧିକ ଖବର ଦେଖନ୍ତୁ...