ଅନୁସନ୍ଧାନ କରୁଥିବା ବର୍ଗ

Leading

ଭୂସ୍ଖଳନ: ଧସିଲା ୨ଶହ ଫୁଟ ନଦୀବନ୍ଧ

ଧାମନଗର : ଆଜି ଅପରାହ୍‌ଣରେ ଭୂସ୍ଖଳନ ଯୋଗୁଁ କୋଚିଳା ନଦୀବନ୍ଧ ୨୦୦ ଫୁଟ୍‌ ଧସିପଡ଼ିଛି। ଏଥିସହ ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟିି ହୋଇଛି। କିଛିଦିନ ତଳେ ଏହି ବନ୍ଧର ଅର୍ଜୁନପୁର ପଞ୍ଚାୟତ ନିକଟ ତରେଇସାହି ପାଖରେ ଶହେ ଫୁଟ ଅତଡ଼ା ଧସି ନଦୀରେ ମିଶି ଯାଇଥିଲା। ସେବେଠୁ ଲୋକେ ଭୟଭିତ ହୋଇ…
ଅଧିକ ଖବର ଦେଖନ୍ତୁ...

ରୋମାଞ୍ଚକ ମୁକାବିଲାରେ ୬ ରନ୍‌ରେ ଭାରତ ଜିତିଲା ଶୃଙ୍ଖଳା

କାନପୁର: ଶେଷ ୫ ଓଭରରେ ବୋଲରଙ୍କ ପ୍ରଭାବକୁ ସମ୍ମୁଖୀନ ହୋଇ ପାରି ନ ଥିବା ନ୍ୟୁଜିଲାଣ୍ଡ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ୬ ରନ୍‌ରେ ଭାରତ ଠାରୁ ପରାସ୍ତ ହୋଇଛି। ଦ୍ୱିତୀୟ ପାଳିରେ ୩୩୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ଡାଭିଡ ମିଲର ରଚିଲେ ଇତିହାସ, ବାଲାଂଦେଶ ବିପକ୍ଷରେ ବିସ୍ଫୋରକ ଟି-୨୦ ଶତକ

ପୋଶେଟ୍ରୁମ: ଦକ୍ଷିଣ ଆଫ୍ରିକାର ଡାଭିଡ଼ ମିଲର ରବିବାର ବାଂଲାଦେଶ ବିରୋଧରେ  ଟି-୨୦ ମ୍ୟାଚରେ ଇତିହାସ ରଚିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍‌ ମିଲର ୩୫ଟି ବଲରେ ଶକତ ହାସଲ କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି। ଧୂଅାଁଧାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ୍‌…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ବାହାରି ଥିବା ଏକ ଟଙ୍କା ଗାଁରେ ପହଞ୍ଚିବା ବେଳକୁ ୧୫ ପଇସା ହୋଇ ଯାଉଛି: ମୋଦି

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକଦା ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ କହିଥିଲେ, ଦିଲ୍ଲୀରୁ ବାହାରି ଥିବା ଏକ ଟଙ୍କା ଗାଁରେ ପହଞ୍ଚିବା ବେଳକୁ ୧୫ ପଇସା ହୋଇ ଯାଉଛି। ମୋଟାମୋଟି ଭାବରେ କହିବାକୁ ଗଲେ ବିକାଶ ମୂଳକ ପାଇଁ ଆସୁଥିବା ଟଙ୍କାର ୮୫ ପ୍ରତିଶତ ବାଟ ମାରଣା…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତୀ’ରେ ଦୀପିକାଙ୍କ ‘ଘୁମର’ ନୃତ୍ୟରେ ଅନେକ ତ୍ରୁଟି!

ମୁମ୍ବାଇ: ନିକଟରେ ବଡପରଦାକୁ ଆସିବାକୁ ଥିବା ସଂଜୟ ଲୀଲା ଭଂସାଲି ନିର୍ଦ୍ଦେଶିତ ‘ପଦ୍ମାବତୀ‘ର ଗୀତ ‘ଘୁମର’ର ରିଲିଜ ହୋଇଛି। ୟୁଟ୍ୟୁବରେ ବହୁତ ଲୋକ ବି ଏହି ଗୀତର ପସନ୍ଦ କରିଛନ୍ତି । କିନ୍ତୁୁ ଅସଲ ରାଜସ୍ଥାନୀ ଡ୍ୟାନ୍‌ସ ‘ଘୁମର’ଠାରୁ ଏହା ବିଲକୁଲ ଅଲଗା ବୋଲି ସମାଲୋଚକମାନେ କହୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦରମା ବୃଦ୍ଧି ସତ୍ତ୍ୱେ ଜିଆରଏସ୍‌ କର୍ମଚାରୀଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଦରମା ବୃଦ୍ଧି ସତ୍ତ୍ୱେ ଜିଆରଏସ୍‌ କର୍ମଚାରୀମାନେ ଗତ ଅକ୍ଟୋବର ୧୮ରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏ ନେଇ ପଞ୍ଚାୟତରାଜମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଜିଆରଏସ୍‌ କର୍ମୀମାନେ ଭାରତୀୟ ଜନତା ପାର୍ଟିର ଛତ୍ରଛାୟା ତଳେ ଆନ୍ଦୋଳନ କରୁଛନ୍ତି। ସେମାନେ ବିଜେପି ଅଫିସରେ ଭୋଜନ କରି…
ଅଧିକ ଖବର ଦେଖନ୍ତୁ...

୧୨୨ ସାଇରନ୍‌ ଟାଓ୍ଵାରରୁ ମିଳିବ ବିପର୍ଯ୍ୟୟ ସମ୍ପର୍କିତ ସତର୍କ ସୂଚନା, ନଭେମ୍ବର ୧୫ରେ ହେବ ଉଦ୍‌ଘାଟନ

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ୧୨୨ଟି ସାଇରନ୍‌ ଟାଓ୍ଵାର ନିର୍ମାଣ ଚାଲିଛି। ସୁନାମୀ ଓ ବାତ୍ୟା ପୂର୍ବରୁ ଏହି ମେସିନ ଗୁଡ଼ିକ ସୂଚନା ଦେବ। ଫଳରେ ମଣିଷ ଓ ପଶୁମାନେ ବଞ୍ଚିଯିବେ। ବିପର୍ଯ୍ୟୟର ୨ଘଣ୍ଟା ପୂର୍ବରୁ ଏହି ସାଇରନ୍‌ ଟାଓ୍ଵାରରୁ ଶବ୍ଦ ଆସିବ। ନିର୍ମାଣ ଚାଲିଥିବା ଟାଓ୍ଵାର…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପ୍ଲାଣ୍ଟ ପରିସରରେ ୨ ମାସରେ ୨ୟ ଥର ଦୁର୍ଘଟଣା

ଅନୁଗୁଳ/ନାଲକୋ ନଗର: ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ରବିବାର ପୁଣି ଥରେ ଦୁର୍ଘଟଣା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସକାଳେ ନାଲକୋ କର୍ମଚାରୀ କାର୍ବନ ଏରିଆର ମ୍ୟାନେଜର ନିଶାନ୍ତ ଲାକ୍ରାଙ୍କ ଗାଡି ପଟଲାଇନ-୪ ଅଞ୍ଚଳ ନିକଟରେ କାର୍‌ ଯୋଗେ ଓଡି୦୨ ଏନ୍‌…
ଅଧିକ ଖବର ଦେଖନ୍ତୁ...

ସୁପର ସଣ୍ଡେରେ କୋହଲିଙ୍କ କମାଲ: ୯ ବର୍ଷରେ ୯୦୦୦ ରନ୍‌, ଗ୍ରୀନପାର୍କରେ ସ୍ମୃତି ସାଉଁଟିଲେ ବିରାଟ

କାନପୁର: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିୟରର ୯୦୦୦ ରନ୍‌ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କରେ ରବିବାର ପୂରଣ କରିଛନ୍ତି। ମ୍ୟାଚ ପ୍ରତି ୫୫.୯୦ ହାରରେ କୋହଲି ଏହି ବିରାଟ ରନ୍‌ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ: ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନବଜାତକ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ସିଭିଲ୍‌ ହସ୍ପିଟାଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନବଜାତକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଲୁନାଭଡ଼ା, ସୁରେନ୍ଦରନଗର, ମାନସା, ଭିରମଗମ୍‌, ହିମତନଗରରୁ ସିଭିଲ୍‌ ହସ୍ପିଟାଲ୍‌କୁ ଅଣା ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...