ଅନୁସନ୍ଧାନ କରୁଥିବା ବର୍ଗ

Leading

ଆଧାର ଅଭିଯୋଗ ପାଇଁ ମମତା ସରକାରକୁ ସୁପ୍ରିମ୍‌ କୋର୍ଟଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍‌ କରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରକୁ ତୀବ୍ର ସମାଲୋଚନା କରି ସୋମବାର ଦିନ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱ ସହ କହିଛନ୍ତି ଯେ ସଂଘୀୟ ସରକାର ପାସ୍‌ କରିଥିବା କୌଣସି ଆଇନ୍‌କୁ ରାଜ୍ୟ ଚାଲେଞ୍ଜ୍‌ କରି ପାରିବ…
ଅଧିକ ଖବର ଦେଖନ୍ତୁ...

ତୁର୍କୀର କାରାକୋକାନ୍‌ ସହରରେ କେହି ଉପାସରେ ଶୁଅନ୍ତି ନାହିଁ! ଧନ୍ୟ ମର୍‌କେଜ୍‌ ରେସ୍ତୋରାଁ

ଅନେକ ଗୁଡ଼ିଏ ବାଣିଜ୍ୟ ପ୍ରତିଷ୍ଠାନ ଅଛି ତୁର୍କୀର କାରାକୋନାନ୍‌ ସହରରେ। ସେମାନଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଥିବା ପ୍ରତିଷ୍ଠାନଟି ହେଉଛି ମର୍କେଜ୍‌ ରେସ୍ତୋରାଁ। ସେଠାରେ ଅନଟନରେ ପଡ଼ିଥିବା ଲୋକମାନଙ୍କୁ ମାଗଣା ଖାଇବାକୁ ନିମନ୍ତ୍ରଣ କରାଯାଇଥାଏ। ଅଭାବୀମାନଙ୍କ ପାଇଁ ସେଠାରେ ଅତି କମ୍‌ରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ପାଇଁ କିନ୍ନର ଗୁଲସନ୍‌ ବିନ୍ଦୁଙ୍କୁ ମେୟର ପ୍ରାର୍ଥୀ କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୋ: ଉତ୍ତରପ୍ରଦେଶର ଅଯୋଧ୍ୟା-ଫୈଜାବାଦ ମହାନଗର ନିଗମ ନିର୍ବାଚନରେ ସମାଜବାଦୀ ପାର୍ଟି ମେୟର ପ୍ରାର୍ଥୀଭାବେ ଗୁଲସନ୍‌ ବିନ୍ଦୁ ନାମକ ଜଣେ କିନ୍ନରଙ୍କୁ ପ୍ରାର୍ଥୀ କରିଛି। ଏ ନେଇ ଗତକାଲଇ ଦଳପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଆସମରେ ବୃନ୍ଦାବନ-ମଥୁରା ଓ ସାହାରନପୁର ସହିତ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଫୋନ୍‌ ରିସିଭ୍‌ ନ କରିବାରୁ ଥାନାରେ ମିଥ୍ୟା ଗଣଦୁଷ୍କର୍ମ ଅଭିଯୋଗ କଲା ପ୍ରେମିକା

ପୁଣେ: ଫୋନ୍‌ ରିସିଭ୍‌ ନ କରିବାରୁ ପ୍ରେମିକ ଉପରୁ ଚିଡ଼ି ଯାଇ ଲାଟୁର୍‌ର ଜଣେ ୨୪ ବର୍ଷୀୟ ଯୁବତୀ ତାଙ୍କୁ ଠାବ କରିବାକୁ ଥାନାରେ ନାଲିସ କଲେ କି ସେ ଏବଂ ତାଙ୍କ ବନ୍ଧୁମାନେ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି। ପ୍ରେମିକକୁ ଠାବ କରାଯାଇ ଥାନାକୁ ଆଣିବା ପରେ ପୁଲିସ ଜାଣିଲା ଯେ ଉଭୟ…
ଅଧିକ ଖବର ଦେଖନ୍ତୁ...

ହାଇଜାକ୍‌ ଆଲର୍ଟ ଶୁଣି ଅହମଦାବାଦକୁ ବାଟ ଭାଙ୍ଗିଲା ଜେଟ୍‌ ଏୟାରେଓ୍ଵଜ୍‌ ବିମାନ

ଅହମଦାବାଦ: ବିମାନ ମଧ୍ୟରେ ଅପହରଣକାରୀମାନେ ମହଜୁଦ୍‌ ଥିବା କଥା ପାଇଲଟ୍‌ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ଙ୍କୁ ଜଣାଇବା ପରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରାରତ ଜେଟ୍‌ ଏୟାର୍‌େଓ୍ଵଜ୍‌ର ଏକ ବିମାନକୁ ଅହମଦାବାଦ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା। ବିମାନଟିକୁ ଅପରହଣ…
ଅଧିକ ଖବର ଦେଖନ୍ତୁ...

ଋଣ ଓ ଫସଲ ନଷ୍ଟ ଚିନ୍ତା: ବରଗଡ଼ରେ ସପ୍ତାହରେ ତୃତୀୟ ଚାଷୀଙ୍କ ଆତ୍ମହତ୍ୟା

ବରଗଡ଼: ମରୁଡ଼ି, ଚକଡ଼ା ପୋକ ଓ ଋଣ ଏ ସବୁ ନେଇ ବରଗଡ଼ର ଚାଷୀକୂଳ ମଧ୍ୟରେ ନୈରାଶ୍ୟ ଦେଖା ଦେଇଛି। ଗୋଟିଏ ପଟେ ଚାଷ ପାଇଁ ଆଣିଥିବା ଋଣ ଶୁଖି ପାରୁ ନ ଥିବା ବେଳେ ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇ ଯାଇଥିିବାରୁ ଚାଷୀ ମ୍ରିୟମାଣ ହୋଇ ପଡ଼ିଛି। ପରିସ୍ଥିତି ଏମିତି ହୋଇଛି ଯେ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁ ଏବଂ କ୍ଷୁଦ୍ର ବ୍ୟବସାୟ ଉପରୁ ଜିଏସ୍‌ଟି କାଟ ହେଉ: ପ୍ୟାନେଲ୍‌

ନୂଆଦିଲ୍ଲୀ: ରବିବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ଏକ ପ୍ୟାନେଲ୍‌ ଜିଏସ୍‌ଟିକୁ କେତେକ ସଦ୍ୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ରେସ୍ତୋରାଁ ଉପରୁ ଜିଏସ୍‌ଟି କାଟ, କ୍ଷୁଦ୍ର ବ୍ୟବସାୟୀ, ନିର୍ମାତା ଏବଂ ଜଳଖିଆ ଦୋକାନ ଉପରୁ ଫ୍ଲାଟ୍‌ ୧% ଟିକସ କାଟ କରାଯିବା କଥା ପ୍ୟାନେଲର୍‌…
ଅଧିକ ଖବର ଦେଖନ୍ତୁ...

ବୀମା ହୋଇ ନ ଥିବା ଗାଡ଼ି ଧରିବାରେ ସହାୟତା କରିବା ପାଇଁ ପୋର୍ଟାଲ୍‌

ନୂଆଦିଲ୍ଲୀ: ବାଧ୍ୟତାମୂଳକ କରାଯାଇଥିବା ତୃତୀୟ-ପକ୍ଷ ବୀମା ନ ଥାଇ ସଡ଼କରେ ଚଳାଚଳ କରୁଥିବା ଗାଡ଼ିମଟର ଉଦ୍‌ବେଗ୍‌ ବଢ଼ାଉଥିବାବେଳେ ବୀମା ଖିଲାପକାରୀଙ୍କୁ ଧରପଗଡ଼ କରିବା ନିମନ୍ତେ ପରିବହନ ମନ୍ତ୍ରାଳୟ ବୀମା କମ୍ପାନିଗୁଡ଼ିକୁ କହିଛି ଯେ ସେମାନେ ବୀମା କରାଯାଇଥିବା ଗାଡ଼ିଗୁଡ଼ିକର ସମସ୍ତ ବିବରଣୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସମ୍ପର୍କୀୟା ଭଉଣୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

ମୁମ୍ବାଇ: ଭାଇ ଭଉଣୀର ସମ୍ପର୍କରେ ଦାଗ ଲଗାଇ ନିଜର ଜଣେ ୧୪ ବର୍ଷୀୟା ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ, ଏହି ଦୁଷ୍କର୍ମ ଯୋଗୁଁ ଅନ୍ତସତ୍ତ୍ୱା ହାଇଥିବା ନାବାଳିକା ଜଣକ ଏକ ଶିଶୁ ସନ୍ତାନଙ୍କୁ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ସୋର : ମେଲୋଡି ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା !

ସୋର: ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ଅନ୍ତର୍ଗତ ଓଝାପୋଖରି ନିକଟରେ କାଳୀପୂଜା ପାଇଁ ହେଉଥିବା ମେଲୋଡି ଦେଖି ଘରକୁ ଫେରୁଥିବା ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଲଏକ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ବେଳେ ପରିବାର ଲୋକେ ଏହା ଏକ ସୁପରିତକଳ୍ପିତ ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...