ଫିଫା ବିଶ୍ବକପ୍‌: ଫାଇନାଲ୍‌ରେ ଆର୍ଜେଣ୍ଟିନା

ଦୋହା, ୧୩/୧୨: ଆର୍ଜେଣ୍ଟିନା ଫିଫା ବିଶ୍ବକପ୍‌ରେ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ଲୁସାଇଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ ଅାର୍ଜେଣ୍ଟିନା ୩-୦ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରିଛି। ମେସି ୩୪ ମିନିଟ୍‌ ଏବଂ ଆଲ୍‌ଭାରେଜ୍‌ ୩୯ ଓ ୭୧ ମିନିଟ୍‌ରେ ଗୋଲ୍‌ ଦେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। େସହିପରି େମସି ବିଶ୍ବକପ୍‌ରେ ପଞ୍ଚମ େଗାଲ୍‌ ସହ େଗାଲଡେନ୍‌ ବୁଟ୍‌ େଦୗଡ଼ରେ ଫ୍ରାନ୍ସର ଏମ୍‌ବାେପଙ୍କ
ସମକକ୍ଷ େହାଇଛନ୍ତି।

ସମ୍ବନ୍ଧିତ ଖବର