ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମାଙ୍କ ପରଲୋକ

କୋଟପାଡ଼/କୋରାପୁଟ: କୋରାପୁଟର ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମାଙ୍କ ୯୦ବର୍ଷ ବୟସରେ ଆଜି ଅପରାହ୍ନ ୪ଟାରେ ପରଲୋକ ହୋଇଛି। କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଡମଣାହାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ନୃସିଂହାନନ୍ଦ ୧୯୫୩ ମସିହାରେ ଡମଣାହାଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ

ଢେଙ୍କାନାଳ/ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍‌ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହି ଘଟଣାରେ ୨…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ଦନ୍ତା ମଲା

ତେଲକୋଇ/ପାଳଲହଡ଼‌ା: କେନ୍ଦୁଝର ଜିଲ୍ଲାରେ ଆଜି ଆଉ ଏକ ହାତୀର ଜୀବନ ଯାଇଛି। ତେଲକୋଇ ରେଞ୍ଜ କଣ୍ଟାବାହାଳ ଛକରେ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଦନ୍ତାଟି ବିଞ୍ଝବାହାଳ ପାର୍ଶ୍ବରୁ କଣ୍ଟାବାହାଳ ଆଡ଼କୁ ଯାଉଥିଲା। ୪୯…
ଅଧିକ ଖବର ଦେଖନ୍ତୁ...

ଧୀରେ ଧୀରେ ବଢ଼ୁଛି କରୋନା ସଂକ୍ରମଣ: ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୩କୁ ବଢ଼ିଲା

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ୁଛି। ଆଉ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସପ୍ତାହକ ଭିତରେ ଏହି ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କରୋନାର ନୂଆ ପ୍ରଜାତି ଜେଏନ୍‌.୧ ପାଇଁ ଦେଶବ୍ୟାପୀ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌: ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ

ଭୁବନେଶ୍ବର: ଦ୍ବୈତନଗରୀରେ ଏକାଧିକ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଘର। ପ୍ରମୁଖ ସ୍ଥାନରେ ପ୍ଲଟ୍‌। ବ୍ୟାଙ୍କ ଆକାଉଣ୍ଟ୍‌ରେ ବି ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା। ଭୁବନେଶ୍ବର ଇଡ୍‌କୋ ଚିଫ୍‌ ଜେନେରାଲ୍‌ ମ୍ୟାନେଜର(ସିଜିଏମ୍‌) ସରୋଜକାନ୍ତ ମହାନ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସର…
ଅଧିକ ଖବର ଦେଖନ୍ତୁ...

ଗତିପଥ ବଦଳାଉଛି ‘ସୁବର୍ଣ୍ଣରେଖା’: ବିପଦରେ ନଦୀକୂଳିଆ ୮ ଗାଁ

ବସ୍ତା-୨ (ରବିନାରାୟଣ ଶତପଥୀ): ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସୁବର୍ଣ୍ଣରେଖା ନଦୀ ତାର ଗତିପଥ ବଦଳାଇବା ଆରମ୍ଭ କରିଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳର ଏହି ଖବର ଏବେ ଚିନ୍ତାର ବିଷୟ ହେଲାଣି। ସୂଚନା ଅନୁସାରେ; ସୁବର୍ଣ୍ଣରେଖା ଉପକୂଳ ବେଣାପୁରରୁ ଗିଲାଯୋଡ଼ି ମଧ୍ୟରେ ୩ଟି ବାଲି…
ଅଧିକ ଖବର ଦେଖନ୍ତୁ...

କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ନକ୍ସଲ ଆଡ଼ା: ଚତୁର୍ଥ ଦି‌ନରେ କମ୍ବିଂ ଅପରେସନ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲାର କେବଳ ସିର୍ଲା ନୁହେଁ, ବିଭିନ୍ନ ଜଙ୍ଗଲରେ ଏବେ ମାଓବାଦୀ ମାଡ଼ି ଯାଇଛନ୍ତି। ବିଶେଷକରି ରାୟଗଡ଼ା, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲା ସୀମାକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲରେ ମାଓବାଦୀ ଆଡ଼ା ଜମାଇଛନ୍ତି। ଅନ୍ୟପ‌ଟେ, ମାଓ ଆଡ଼ା ଧ୍ବଂସ କରିବାକୁ ପୁଲିସ ବାହିନୀ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭରୁ ଝୁଣ୍ଟିଲା କୋଲକାତା ବିମାନ ସେବା: ରାଉରକେଲାରେ ନିରାଶ ହେଲେ ୩୨ ଯାତ୍ରୀ

ରାଉରକେଲା/ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜିଠୁ ରାଉରକେଲାରୁ ସିଧାସଳଖ କୋଲକାତା ବିମାନ ସେବା ଆରମ୍ଭ ହେବାର ଥିଲା। କୋଲକାତା ଯିବାକୁ ରାଉରକେଲାର ୩୨ ଯାତ୍ରୀ ଟିକେଟ୍‌ କାଟିଥିଲେ। ଉତ୍କଣ୍ଠାର ସହ ରାଉରକେଲା ବିମାନବନ୍ଦରରେ କୋଲକାତାରୁ ଆସିବାକୁ ଥିବା ବିମାନକୁ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ରାତି ତାପମାତ୍ରା

ଭୁବନେଶ୍ବର: ରାତିର ପାରଦ ବୃଦ୍ଧି ପାଇଛି। ଗତ ତିନି ଦିନ ପରି ଗତକାଲି ରାତିରେ ମଧ୍ୟ ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ସମ୍ବଲପୁର ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪.୪ ଡିଗ୍ରି ଅଧିକ ରହିଥିବା ବେଳେ ହୀରାକୁଦ ଓ ବାଲେଶ୍ବରରେ…
ଅଧିକ ଖବର ଦେଖନ୍ତୁ...

ନାଁକୁ ରାଉରକେଲା ସ୍ମାର୍ଟସିଟି; ଜଳ ପରେ ବାୟୁ ପ୍ରଦୂଷିତ

ରାଉରକେଲା: ସ୍ମାର୍ଟସିଟି ‌ହୋଇଛି ସତ, କିନ୍ତୁ ସହରବାସୀ ଯେତିକି ସୁବିଧା ପାଇବା କଥା, ତା’ ପାଇଲେନି। ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ସହରବାସୀଙ୍କୁ କେତେ ବିଶୁଦ୍ଧ ପାଣି ଯୋଗାଇ ଦେଉଛି, ତା’ ବ୍ୟାପୀଥିବା ହଇଜାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ପରିବେଶ ପ୍ରଦୂଷିତ କରୁଥିବା ବିପିୟୁଟି…
ଅଧିକ ଖବର ଦେଖନ୍ତୁ...