ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଆନ୍ଧ୍ରକୁ ଭାସିଗଲେ ଓଡ଼ିଶା ମାଛ

ରାୟଗଡା: ରାୟଗଡ଼ା ଜିଲ୍ଲା ମତ୍ସ୍ୟ ବିଭାଗର ଦୂରଦୃଷ୍ଟି ଅଭାବରୁ ଲାଭ ପାଇଲା ଆନ୍ଧ୍ର। ମାଛ ଉତ୍ପାଦନରେ ଶ୍ରୀକାକୁଲମ ଜିଲ୍ଲା କେବଳ ଶୀର୍ଷ ସ୍ଥାନ ଅଧିକାର କରିନାହିଁ, ଓଡ଼ିଶାରୁ ଭାସି ଯାଇଥିବା ମାଛକୁ ପୁଣି ଓଡ଼ିଶାରେ ବିକ୍ରି କରିଛି। ଏଥିଯୋଗୁଁ ରାୟଗଡ଼ା ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବିକା…
ଅଧିକ ଖବର ଦେଖନ୍ତୁ...

ଆଜି ବିଜେଡିର ପ୍ରତିଷ୍ଠା ଦିବସ: ଆନନ୍ଦଭବନରୁ ବାହାରିବ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ଆସନ୍ତାକାଲି ଡିସେମ୍ବର ୨୬ ତାରିଖରେ ୨୭ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ। ରାଜ୍ୟର ପ୍ରତି ନିର୍ବାଚନମଣ୍ଡଳୀ-ବ୍ଲକ୍-ପୌରାଞ୍ଚଳରେ ପ୍ରତିଷ୍ଠା ଦିବସକୁ ପାଳନ କରିବା ଲାଗି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଉପଲକ୍ଷେ ଗଣଦୌଡ଼, ସଭା, ରକ୍ତଦାନ ଓ ବୃକ୍ଷରୋପଣ…
ଅଧିକ ଖବର ଦେଖନ୍ତୁ...

କଣ୍ଟାବାଞ୍ଜିରେ ଡାଇରିଆ! ୨ ମୃତ, ଅନେକ ଆକ୍ରାନ୍ତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ମୁରିବାହାଲ ଥାନା ମାଲିଆବାହାଲ ଗାଁର ସନ୍ତୋଷ ମାଝୀ (୩୮) ଓ ଟିଟିଲାଗଡ଼ ଅଂଚଳ ପୁଡ଼ାପଦର ଗାଁର ମୀରା ସାହୁ (୪୦)। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

୫୧% ଭୋଟ୍‌ ବିଜେପିର ଲକ୍ଷ୍ୟ: ମନମୋହନ

ଭୁବନେଶ୍ବର: ଆସନ୍ତା ୨୦୨୪ ନିର୍ବାଚନରେ ୫୧% ଭୋଟ୍‌ ପାଇବା ବିଜେପିର ଲକ୍ଷ୍ୟ। ୨୦୧୯ ନିର୍ବାଚନ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ନେଲା ଜୀବନ: ଏସିଏଫ୍‌ଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପାଳଲହଡ଼ା: ପାଳଲହଡ଼ା ଥାନା ଲକ୍ଷ୍ମୀପ୍ରିୟାପୁର ଜଙ୍ଗଲ‌ରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ସେହି ଗ୍ରାମର କୀର୍ତ୍ତନ ନାୟକ ବୋଲି ଜଣାପପଡ଼ିଛି। ସେ ସୋମବାର ଭୋର ସମୟରେ ଡାଲୋରରୁ ଲକ୍ଷ୍ମୀପ୍ରିୟାପୁର ଜଙ୍ଗଲ ଦେଇ ନିଜ ଚାଷଜମିକୁ ଆସୁଥିବାବେଳେ ସେଠାରେ ଥିବା ଏକ ଦନ୍ତାହାତୀ…
ଅଧିକ ଖବର ଦେଖନ୍ତୁ...

ଜାଲ୍ କାଗଜପତ୍ରରେ ଫସଲବୀମା ରାଶି ହଡ଼ପ: ଅଡିଟ୍‌ ରିପୋର୍ଟରେ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଦୁର୍ନୀତି

ବାଲେଶ୍ୱର/ସିମୁଳିଆ: ବୀମାଭୁକ୍ତ ହୋଇ ନଥିଲେ ମଧ୍ୟ ଜାଲ କାଗଜପତ୍ରରେ ଚାଷୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ଫସଲବୀମା ରାଶି ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ କରି ନିଆଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତରା ସେବା ସମବାୟ ସମିତି ବିରୋଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଚାଷୀ।…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ଦେଖାଉଛନ୍ତି ସ୍ବାବଲମ୍ବୀ ହେବାର ରାସ୍ତା: ନଡ଼ିଆ କତା ଓ ଷଢ଼େଇରୁ ସୁନ୍ଦର କଣ୍ଢେଇ

ବ୍ରହ୍ମପୁର: ଦିବ୍ୟାଙ୍ଗ ହେଲେ ବି ନିଜକୁ କେବେ ନ୍ୟୂନ ମନେ କରି ନାହାନ୍ତି। ସେମାନଙ୍କ ଦୃଢ଼ ମନୋବଳ ଆଗରେ ହାର୍‌ ମାନିଛି ଶାରୀରିକ ଅକ୍ଷମତା। ମୂକ ଓ ବଧରି ସହିତ ଆଖିକୁ ଭଲ ଭାବେ ଦେଖାଯାଉ ନଥିଲେ ସୁଦ୍ଧା ସୁନ୍ଦର ସୁନ୍ଦର କଣ୍ଢେଇ ଗଢ଼ି ସ୍ବାବଲମ୍ବୀ ହୋଇ ପାରିଛନ୍ତି କିଛି ଦିବ୍ୟାଙ୍ଗ…
ଅଧିକ ଖବର ଦେଖନ୍ତୁ...

ବିକ୍ରମଦେବ ବିଶ୍ବବିଦ୍ୟାଳୟ ସମ୍ମୁଖରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ବସାଇବା ପାଇଁ ପ୍ରଶାସନ…

ଜୟପୁର:  ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ସ୍ଥାପନ କରାଯାଇଥିବା ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ନେଇ ବିଭିନ୍ନ ମହଲରେ ଉଠିଥିଲା ଆପତ୍ତି। ଏବଂ ଏହି ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରର ବର୍ଷକ ବିତିସାରିଥିଲେ ହେଁ ଏ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଦିଗହରା ହୋଇଛି ବସୁଧା ଯୋଜନା: ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ, ଅଧିକାରୀ-ଠିକାଦାରଙ୍କ ମିଲିଭଗତରେ ହରିଲୁଟ୍‌!

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତର ବଡ଼ସାଦମ ଗାଁରେ ବସୁଧା ଯୋଜନାନ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ବହଳଦାସ୍ଥିତ ଆରଡବ୍ଲୁଏସଏସର ଏଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସରକାରଙ୍କ ବସୁଧା…
ଅଧିକ ଖବର ଦେଖନ୍ତୁ...

ପୋଲାଭରମ ପ୍ରକଳ୍ପ ବିରୋଧରେ ସାଇକେଲ ଯାତ୍ରା: ଲମ୍ବୋଦର ତୁର୍କୁ ସମ୍ବର୍ଦ୍ଧିତ

ରାୟଗଡ଼ା: ବିବାଦୀୟ ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ବାର ଆସୋସିଏସନର ସଭାପତି ଲମ୍ବୋଦର ତୁର୍କୁ ମୋଟୁର ମୁଗୀ ପଏଣ୍ଟରୁ ପାଣି ନେଇ ସାଇକେଲରେ ପୁରୀ ଅଭିମୁଖେ ବାହାରିଛନ୍ତି। ସୋମବାର ସକାଳେ ରାୟଗଡ଼ାରେ ପହଞ୍ଚିବା ପରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...