ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ: ମାଟିତଳେ ଲୁଚାଇଥିଲେ

ଚିତ୍ରକୋଣ୍ଡା/କାଲିମେଳା: ଯବାନଙ୍କୁ ଆକ୍ରମଣ ପାଇଁ ହୋଇଥିଲା ଷଡ୍‌ଯନ୍ତ୍ର। ଏଥିପାଇଁ ମାଟିତଳେ ଲୁଚାଇରଖିଥିଲେ ଅସ୍ତ୍ରଶସ୍ତ୍ର। ଏହି ଖବର ମିଳିବା ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ କାଲିମେଳା ଥାନା କୁର୍ମାନୁର ଜଙ୍ଗଲରେ ଏସ୍‌ଓଜି ଓ ଡିଭିଏଫ୍‌ ଯନାନ ମିଳିତ ସର୍ଚ୍ଚ ଅପରେସନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିଅନ୍: ଭିଡ଼ ନିୟନ୍ତ୍ରଣ ପାଇଁ ଦିଆଯିବ ତାଲିମ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀରେ ଭିଡ଼ ବଢ଼ିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଲାଣି। କାର୍ତ୍ତିକ ମାସସାରା ଏହି ଖବର ମୁଣ୍ଡବିନ୍ଧାର ବିଷୟ ହୋଇଥିଲା। ଆଗକୁ ନୂଆବର୍ଷ ଅଛି। ଏବେଠୁ ଭିଡ଼ ଆୟତ୍ତ ବାହାରକୁ ଗଲାଣି। ଏସବୁର ସମାଧାନ…
ଅଧିକ ଖବର ଦେଖନ୍ତୁ...

ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମିଳିତ ନିଷ୍ପତ୍ତି: ୨୦% ସୁଧରେ ଋଣକୁ ନା

ଚନ୍ଦ୍ରଶେଖରପୁର: ପଦ୍ମକେଶରୀପୁରରେ ଆଉ କେହି ୨୦% ସୁଧ ହାରରେ ଋଣ ଦେଇପାରିବେ ନାହିଁ। ଯଦି କିଏ ଦେଉଥିବା ନଜରକୁ ଆସିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଋଣ ଦେବାକୁ ଆଉ କେହି ବାଧ୍ୟବାଧ୍ୟକତାରେ ରାସନ୍‌ କାର୍ଡ ବନ୍ଧା ରଖିପାରିବେନି। ଯେଉଁମାନେ ୨୦% ସୁଧରେ ଋଣ ନେଇଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବଢୁଛି କୃଷି ବିଦ୍ୟାର୍ଥୀଙ୍କ ନିଯୁକ୍ତି ଚିନ୍ତା: ଜୀବନ ପାଇବ ତ ଓୟୁଏଟିର ପ୍ଲେସମେଣ୍ଟ୍‌ ସେଲ୍

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି କୋମାରେ ରହିଛି ଓୟୁଏଟିର ପ୍ଲେସମେଣ୍ଟ୍‌ ସେଲ୍। ନାମଲେଖା ବେଳେ ନିଯୁକ୍ତିର ପ୍ରତିଶ୍ରୁତି ଥିଲେ ମଧ୍ୟ ତାହା ପୂରଣ ହୋଇପାରୁ ନାହିଁ। କେବଳ ସେତିକି ନୁହେଁ, ସରକାରୀ ଚାକିରିର ସୁଯୋଗ ମଧ୍ୟ ସଙ୍କୁଚିତ ହେବାରେ ଲାଗିଛି। ସେପଟେ କିନ୍ତୁ ଓୟୁଏଟି ସହିତ ଆହୁରି ୬…
ଅଧିକ ଖବର ଦେଖନ୍ତୁ...

କୁହୁଡ଼ି କରିବ କଲବଲ

ଭୁବନେଶ୍ବର: ରାତିର ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବହୁତ ଅଧିକ ରହିଛି। କଟକ, ଭୁବନେଶ୍ବର, ବାଲେଶ୍ବର, ପାରାଦୀପ, ଚାନ୍ଦବାଲି, ବାଲେଶ୍ବର, ବାରିପଦା, ଗୋପାଳପୁର, ଫୁଲବାଣୀ ପ୍ରଭୃତି ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଘାଟନ ବେଳେ ପଡ଼ିଗଲେ ଭୂପିନ୍ଦର

କେସିଙ୍ଗା: ଏକ କ୍ରିକେଟ୍‌ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାକୁ ଯାଇଥିବା ବେଳେ ନର୍ଲା ବିଧାୟକ ଭୂପିନ୍ଦର ସିଂ ପଡ଼ିଯାଇ ଆହତ ହୋଇଛନ୍ତି। ସୂଚନା ଅନୁସାରେ, କଳହାଣ୍ଡି କେସିଙ୍ଗା ବ୍ଲକ୍‌ ତାଲଭଅଁରା ଗାଁରେ ଏକ କ୍ରିକେଟ୍‌ ପ୍ରତିଯୋଗିତାର ଉଦ୍‌ଘାଟନ ପାଇଁ ବିଧାୟକ ଶ୍ରୀ ସିଂ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମାଓ କ୍ୟାମ୍ପ୍‌ ଧ୍ବଂସ ପାଇଁ ଘେରିଛନ୍ତି: ସିର୍ଲା ଜଙ୍ଗଲରେ ଯବାନଙ୍କ କମ୍ବିଂ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ବଡ଼ଦିନ ଓ ଆଗକୁ ନୂଆବର୍ଷ ଉତ୍ସାହ ଥିବା ବେଳେ ସୀମାନ୍ତ ଜଙ୍ଗଲରେ ପୁଲିସ ବାହିନୀ ପକ୍ଷରୁ ବଡ଼ ଅପରେସନ୍‌ ଆରମ୍ଭ ହୋଇଛି। ତୁମୁଡ଼ିବନ୍ଧ ଥାନା ଅଧୀନ ସିର୍ଲା ପଞ୍ଚାୟତ କେହେଲିଗୁଡ଼ା ନିକଟ କରୁଗାଡେଙ୍ଗ ଜଙ୍ଗଲରେ ମାଓବାଦୀ-ପୁଲିସ ମୁହାଁମୁହିଁ ସ୍ଥିତିରେ।…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହେବ ପୋଲ: ପୂଜାରୀପାଲି-ଜରିମୂଳି ସେତୁ ପାଇଁ ଟେଣ୍ଡର ଆହ୍ବାନ

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାର ଉପରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରୁ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକକୁ ସ‌ଂଯୋଗ କରିବାକୁ ଥିବା ବହୁ ପ୍ରତୀକ୍ଷିତ ପୂଜାରୀପାଲି-ଜରିମୂଳି ସେତୁ ପାଇଁ ଟେଣ୍ଡର ପ୍ରକାଶ ପାଇଛି। ବିଶ୍ବ ବ୍ୟାଙ୍କ୍‌ ପାଣ୍ଠିରେ ନିର୍ମାଣ ହେବାକୁ ଥିବା ଏହି ପୋଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପଣ୍ଡୁ ନୃସିଂହ ବିଜେ ନୀତି: ଚାରି ଆଶ୍ରମ ବିଜେ କଲେ ପଣ୍ଡୁ ନୃସିଂହ

ପୁରୀ: ଶ୍ରୀମନ୍ଦିର‌ରେ ଆଜି ପଣ୍ଡୁ ନୃସିଂହ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପଣ୍ଡୁ ନୃସିଂହ ଆଜି ସ୍ବତନ୍ତ୍ର ବିମାନରେ ଶ୍ରୀକ୍ଷେତ୍ରରେ ଥିବା ପ୍ରାଚୀନ ଚାରି ଆଶ୍ରମ ବିଜେ କରିଛନ୍ତି। ଏ ନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ମାର୍ଗଶିର ମାସ ଶୁକ୍ଳପକ୍ଷ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡ଼ଙ୍ଗ ଠାବ: ପୋଖରୀ ଭିତରେ ୨୦ ଫୁଟ ତଳେ ରହିଛି

ପୁରୀ: ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ପୁଷ୍କରିଣୀର ଉତ୍ତରପାର୍ଶ୍ବରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି, ତାହା ସ୍ପଷ୍ଟ ହୋଇପାରିନି। ଏହା ବାଲିରେ ପୋତି…
ଅଧିକ ଖବର ଦେଖନ୍ତୁ...