Advertisment
Latest Posts
Advertisment
ଜିଲ୍ଲା
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋରଡପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି କୋରଡ଼ପଶି ଗ୍ରାମର କୁହ୍ଲ ନାୟକ(୬୦)। ସେ ନିଜ ଗ୍ରାମ ଜଙ୍ଗଲକୁ ଛତୁ ତୋଳିବାକୁ....
Gallery
ବାଣିଜ୍ୟ
ହ୍ରାସ ପାଇଲା ସୁନା ଦର!
୨୪ କ୍ୟାରେଟର ୧୦ଗ୍ରାମ ସୁନା ମୂଲ୍ୟ ୧,୦୯,୬୩୫ ଟଙ୍କା ଥିବା ବେଳେ ଗୁରୁାବାର ଦର ହ୍ରାସ ପାଇ ୧,୦୯,୨୨୩ଟଙ୍କାରେ ପହଞ୍ଚି ଯାଇଛି। ରୁପାର ଦର କଥା କହିବାକୁ ଗଲେ ଗୁରୁବାର ୧କିଲୋ ରୁପାର ମୂଲ୍ୟ ୧,୨୪, ୨୬୭ଟଙ୍କାରେ ପହଞ୍ଚିଛି।
ଅପରାଧ
ଭଣଜାର ବାଇକ୍ ପଛରେ ବସି ଅସଦାଚାରୀଙ୍କୁ ଧରିଲେ ମହିଳା; ରାସ୍ତରେ ନିସ୍ତୁକ ପିଟିଲେ
ଉତ୍ତର ପ୍ରଦେଶର ଗୋରଖପୁରରେ ଜଣେ ମହିଳା ବାଇକ୍ ଉପରୁ ଘୋଷାରି ଅାଣି ଜଣେ ପୁରୁଷଙ୍କୁ ପିଟିବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ମହିଳା ବାଇକ୍ରେ ଯାଉଥିବା ଜଣେ ପୁରୁଷଙ୍କୁ ପିଛା କରି ତାଙ୍କୁ ମାଡ଼ ମାରିଥିଲେ।
ମନୋରଞ୍ଜନ
ବମ୍ବେ ନୁହେଁ ମୁମ୍ବାଇ କୁହ: କପିଲଙ୍କୁ ଧମକ ଦେଲା ମହାରାଷ୍ଟ୍ର ନବନିର୍ମାଣ ସେନା
ହାସ୍ୟ କଳାକାର କପିଲ ଶର୍ମାଙ୍କୁ ଧମକ ଦେଇଛି ମହାରାଷ୍ଟ୍ର ନବନିର୍ମାଣ ସେନା | ବାସ୍ତବରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଏକ ପଦକ୍ଷେପ ନେଇଛି। ଏମଏନଏସ 'ବମ୍ବେ ବନାମ ମୁମ୍ବାଇ' ବିତର୍କ ଆରମ୍ଭ କରିଛି।
ପୁନଶ୍ଚ ପୃଥିବୀ
ରକ୍ତଚାପ ସହ ଚିନ୍ତା ଦୂର କରେ ବ୍ରାହ୍ମୀ: ଓଡ଼ିଶାର ପ୍ରାକୃତିକ ସମନ୍ୱୟରେ ବ୍ରାହ୍ମୀର ଭୂମିକା
ବ୍ରାହ୍ମୀ (Bacopa monnieri), ଦେଖିବାକୁ ଏକ ଛୋଟ ଉଦ୍ଭିଦ ହେଲେ ମଧ୍ୟ ଓଡ଼ିଶାର ପରିବେଶ ବ୍ୟବସ୍ଥାପନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାରା ଭାରତରେ ଦେଖିବାକୁ ମିଳେ। ଆର୍ଦ୍ରଭୂମି ଏବଂ ପଙ୍କୁଆ ଅଞ୍ଚଳରେ ଏହା ବଢ଼ିଥାଏ।