ରାଜ୍ୟ
ଏମ୍ଭିଆଇଙ୍କୁ ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ: ଗାଡ଼ିରୁ ୧ଲକ୍ଷ ୩୨ହଜାର ଜବତ
ରାଜ୍ୟରେ ଭିଜିଲାନ୍ସ ଧରପଗଡ଼କୁ ନେଇ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପୁଣି ଏକ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ବେଆଇନ ଭାବେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକୁ ମାଡ଼ି ବସୁଥିବା ଏମ୍ଭିଆଇଙ୍କୁ ଆଜି ଭିଜିଲାନ୍ସ ଟିମ୍ ଅନୁରୂପ ଢଙ୍ଗରେ ମାଡ଼ିବସିଛି।
ଜିଲ୍ଲା
ଆଇନଜୀବୀ ସଂଘ-ତହସିଲଦାର ବିବାଦ: ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଜାରି
ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା ଲାଗୁ ହୋଇଛି।
ଖେଳ
ଦଲିପ ଟ୍ରଫି: ଭାରତ ‘ସି’ ୪ ୱିକେଟ୍ରେ ବିଜୟୀ
ଲିପ ଟ୍ରଫି ଘରୋଇ କ୍ରିକେଟ୍ ପ୍ରତିଯୋଗିତାର ନୂଆ ଫର୍ମାଟରେ ପ୍ରଥମ ବିଜୟ ପାଇଛି ଭାରତ ‘ସି’। ଋତୁରାଜ ଗାଏକ୍ବାଡ୍ଙ୍କ ଏହି ଦଳ ତୃତୀୟ ଦିନରେ ରୋମାଞ୍ଚକ ଭାବେ ୪ ୱିକେଟ୍ରେ ଶ୍ରେୟସ ଆୟରଙ୍କ ଭାରତ ‘ଡି’କୁ ପରାସ୍ତ କରିଛି।
ରାଜନୀତି
ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ: ବିଜେପିରେ ଯୋଗଦେଲେ ବିଭୀଷଣ ମାଝୀ
ନିର୍ବାଚନ ପରେ ରାୟଗଡ଼ା ଜିଲ୍ଲାରେ ପ୍ରଥମ ବଡ଼ଧରଣର ଦଳବଦଳ ହୋଇଛି। ବିଜେଡି ଛାଡ଼ିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ବିଭୀଷଣ ମାଝୀ। ଆଜି ରାୟଗଡ଼ାରେ ଆୟୋଜିତ ସଦସ୍ୟତା ଅଭିଯାନ ଅବସରରେ ବିଜେପିରେ ଯୋଗ ଦେଇଛନ୍ତି।
ଅପରାଧ
କଏଦୀଙ୍କ ଟଙ୍କାରେ ଫ୍ୟାମିଲି ଟ୍ରିପ୍
ଆଜି ଝାରପଡ଼ା ଜେଲ ଭିତରେ ପଶି ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଆହତ ସୌମ୍ୟକାନ୍ତଙ୍କ ବୟାନ ରେକର୍ଡ କରିଛି। ଏହାସହ ସୌମ୍ୟକାନ୍ତଙ୍କ ବିଭିନ୍ନ ଦସ୍ତାବିଜ ଓ ମେଡିକାଲ ରିପୋର୍ଟ ସଂଗ୍ରହ କରିଛି।
ମନୋରଞ୍ଜନ
ବକ୍ସ ଅଫିସରେ ଧମାଲ କରୁଛି 'ଗୋଟ', ଆୟ କଲାଣି ଏତେ କୋଟି
ଥାଲାପାତି ବିଜୟଙ୍କ ଫିଲ୍ମ 'ଗୋଟ' ପ୍ରେକ୍ଷାଳୟରେ ଭଲ ଆୟ କରୁଥିବା ଜଣାପଡିଛି। ଫିଲ୍ମର ଆୟ ଏବେ 'ସ୍ତ୍ରୀ-୨'କୁ ଅସୁବିଧାରେ ପକାଇଛି | 'ଗୋଟ' ପାଇଁ 'ସ୍ତ୍ରୀ-୨'ର ଆୟ ଉପରେ ପ୍ରଭାବ ପକାଇଛି |