Advertisment
Latest Posts
Advertisment
ଜିଲ୍ଲା
ଗଛରେ ଝୁଲିଲା କାର; ତାକୁ ଦେଖୁ ଦେଖୁ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍
ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ନୂଆପଡ଼ା ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ଯାତ୍ରା ପୂର୍ବରୁ ଟିକେଟ ହଜିଗଲେ ରେଳ ଯାତ୍ରୀ ଆପଣାଇ ପାରିବେ ଏସବୁ ନିୟମ
ଯଦି ଆପଣଙ୍କର ଇ-ଟିକେଟ୍ ଅଛି ଏବଂ ଆପଣ ଆପଣଙ୍କର ପରିଚୟପତ୍ର ଆଣିବାକୁ ଭୁଲିଯାଇଛନ୍ତି, ତେବେ ରେଳବାଇ ନିୟମ ଅନୁଯାୟୀ ଆପଣଙ୍କୁ ଟିକେଟ୍ ବିହୀନ ବୋଲି ବିବେଚନା କରାଯିବ।
ଅପରାଧ
କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ଡକାୟତମାନେ ଲୁଟିନେଲେ ବ୍ୟାଙ୍କ
କର୍ମଚାରୀମାନଙ୍କ ହାତ ଓ ଗୋଡ଼ ବାନ୍ଧି ଡକାୟତମାନେ ଲୁଟି ନେଲେ ନଗଦ ୧କୋଟି ଟଙ୍କା ସହିତ ପ୍ରାୟ ୨୦ କିଲୋଗ୍ରାମ ସୁନା ଅଳଙ୍କାର (ଯାହାର ମୂଲ୍ୟ ୨୦କୋଟି ଟଙ୍କା ହେବା ନେଇ ଅନୁମାନ କରାଯାଉଛି) ।
ମନୋରଞ୍ଜନ
ଜେଲ ଚାରିକାନ୍ଥ ଭିତରେ ଦୁଷ୍କର୍ମକାରୀ ଅଭିନେତା
ପୀଡ଼ିତା ଅଭିନେତ୍ରୀଙ୍କ ଦୁଷ୍କର୍ମ ଅଭିଯୋଗକୁ କେନ୍ଦ୍ର କରି ହରିୟାଣଭି ସିନେମା ଓ ଅଲବମ ଜଗତର ଲୋକପ୍ରିୟ ଅଭିନେତା ତଥା ନିର୍ମାତା ନିର୍ଦ୍ଦେଶକ ଉତ୍ତର କୁମାରଙ୍କୁ ଜେଲ ହୋଇଯାଇଛି।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।