Latest Posts
ରାଜ୍ୟ
ରାଜ୍ୟର ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା
ଗଡିଆରୁ ବେକରେ ଇଟାବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମଗିରି ଥାନା ହାରପଡା ଗାଁରେ ଗୁରୁବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଗଡିଆ ଭାସୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ବେକରେ ରଶି ସହିତ ଲୁଗା ବନ୍ଧା ହୋଇଥିଲା। ରଶିର ଦୁଇ ପଟେ ଦୁଇଟି ଇଟା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି...
ଖେଳ
ପୋଷ୍ଟ ସେୟାର କରି ଖୁସିଖବର ଦେଲେ କ୍ରିକେଟର
ଆଥିୟା ଓ କ୍ରିକେଟର କେଏଲଙ୍କ ଘରକୁ ଖୁବଅଳ୍ପ ଦିନ ଭିତରେ ଜଣେ କୁନି ଅତିଥିଙ୍କ ଆଗମନ ହେବ। ଦମ୍ପତି ପୋଷ୍ଟ ସେୟାର କରି ଦେଲେ ଖୁସି ଖବର। ଛୁଟୁଛି ଶୁଭକାମନାର ବାର୍ତ୍ତା।
ରାଜନୀତି
ଜମ୍ମୁ-କଶ୍ମୀର ବିଧାନସଭାରେ ଦ୍ବିତୀୟ ଦିନରେ ବି ହାଇ ଭୋଲ୍ଟେଜ୍ ଡ୍ରାମା
ଜମ୍ମୁ-କଶ୍ମୀର ବିଧାନସଭାରେ ଗୁରୁବାର ଦିନ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିବା ପରେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି। ବିଜେପି ନେତାମାନେ ‘ଭାରତ ମାତା କି ଜୟ’ ବୋଲି କହି ସ୍ଲୋଗାନ୍ ଦେଉଛନ୍ତି।
ଅପରାଧ
ଚିକିତ୍ସିତ ହେବାକୁ ଆସିଥିବା ରୋଗୀ ହସ୍ପିଟାଲ କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ
ରାଜସ୍ଥାନର ସିକରରେ ଜଣେ ରୋଗୀ ଡାକ୍ତରଖାନାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଓ ହସ୍ପିଟାଲ କର୍ମଚାରୀଙ୍କୁ ନିସ୍ତୁକଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ପଡ଼ିଲା ୪ଟି ସିଲେଇ।
ମନୋରଞ୍ଜନ
ଫ୍ଲପ ହେଉଥିଲେ ବି ୩ଟି ଫିଲ୍ମ ପାଇଁ ପ୍ରଭାସଙ୍କ ସହ ଚୁକ୍ତି କଲା ହୋମ୍ବଲେ
ପ୍ରଭାସ ହୋମ୍ବଲେ ଫିଲ୍ମସ ସହିତ ୩ଟି ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଛନ୍ତି। ଏଥିରେ 'ସାଲାର ପାର୍ଟ ୨' ମଧ୍ୟ ଅନ୍ତର୍ଭୁକ୍ତ | ହୋମ୍ବଲେ ଫିଲ୍ମସ ଏବିଷୟରେ ଘୋଷଣା କରି ଖୁସିଥିବା ଜଣାଇଛି।