Latest Posts
ରାଜ୍ୟ
ଛାତ ଉପରୁ ଖସିପଡ଼ି ଚାଲିଗଲା ଯୁବଙ୍କ ଜୀବନ
ବିନିକା ବ୍ଳକ ଶଙ୍କରା ଗ୍ରାମ ଦେହେରିଟିକିରାର ବିଦ୍ୟାପତି ଭୁଏ(୨୧) ଗତକାଲି ବିଳମ୍ବିତ ରାତ୍ରିରେ ଛାତ ଉପରୁ ପଡ଼ି ଯାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଵିନିକା ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଆଣିଥିଲେ। ଡାକ୍ତର ଭୁଏଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଘୋର ଦୁର୍ଦ୍ଦଶା: ଏକ ନମ୍ବର ଭାରତ ୪୬ରେ ଅଲ୍ଆଉଟ୍
ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ତାରକା ଖଚିତ ବ୍ୟାଟିଂକ୍ରମ ଅଚାନକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ଲଜ୍ଜାଜନକ ଭାବେ ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
ରାଜନୀତି
ସଙ୍କଟରେ କଟକ ବିଜେଡି: ଆରମ୍ଭ ହେଲାଣି ଭୁଶୁଡ଼ିବା ପ୍ରକ୍ରିୟା!
ନିକଟରେ ଦଳର ସଦସ୍ୟ ସଂଗ୍ରହ ସମାବେଶରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଦଳକୁ ଚଳାଉଥିବା ଦୁଇ ନେତାଙ୍କୁ ସିଧାସଳଖ ଆକ୍ଷେପ କରି ତାଙ୍କୁ ପଛରୁ ଛୁରି ମାରୁଥିବା ଭଳି ବିସ୍ଫୋରକ ବୟାନ ଦେଇଥିଲେ।
ଅପରାଧ
ନାବାଳିକା ଝିଅକୁ ୪ ବର୍ଷ ଧରି ଶୋଷଣ: ଜେଲ୍ ଗଲା ଅଭିଯୁକ୍ତ ବାପା
ନିଜ ୧୩ ବର୍ଷର ନାବାଳିକା ଝିଅକୁ ଦିନେ କି ମାସେ ନୁହେଁ, ଦୀର୍ଘ ୪ ବର୍ଷ ଧରି ଶାରୀରିକ ଶୋଷଣ କରି ଆସୁଥିଲା ରାକ୍ଷସ ବାପା। ସେ ପୁଣି କୌଣସି ସାଧାରଣ ଲୋକ ନୁହେଁ, ରାଉରକେଲାର ପ୍ରତିଷ୍ଠିତ ରାଷ୍ଟ୍ରାୟତ୍ତ ଶିଳ୍ପାନୁଷ୍ଠାନର ଜଣେ ଅଧିକାରୀ। ସେକ୍ଟର୍-୧୫ ପୁଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଛି।
ମନୋରଞ୍ଜନ
ପୁଣି ସଲ୍ମାନଙ୍କୁ ଧମକ: ୫ କୋଟି ଟଙ୍କା ଦାବି କଲେ ବ୍ଲାକ୍ମେଲର୍
ବଲିଉଡ୍ ସୁପର୍ଷ୍ଟାର୍ ସଲ୍ମାନ ଖାନ୍ଙ୍କୁ ପୁଣି ଥରେ ମିଳିଛି ଧମକ। ନିକଟରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ମୁମ୍ବାଇ ଟ୍ରାଫିକ ପୁଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ରହିଛି।