Latest Posts
ରାଜ୍ୟ
ଶିକୁଳିରେ ବନ୍ଧା ବିଶ୍ଵାମିତ୍ରଙ୍କ ଜୀବନ: ପୁଅର ଚିକିତ୍ସା ପାଇଁ ବାପାଙ୍କ ନିବେଦନ
ଦୁଇ ବର୍ଷ ହେଲା ଶିକୁଳି ବନ୍ଧା ଜୀବନ କଟାଉଛନ୍ତି ବିଶ୍ଵାମିତ୍ର। ଯେଉଁ ସମୟରେ ଅନ୍ୟ ପିଲାଙ୍କ ଭଳି ହସଖୁସିରେ ଖେଳିବା ବଦଳରେ ନିଜ ପୁଅର ଦୁଇ ଗୋଡ଼ରେ ଶିକୁଳି ବନ୍ଧା ଜୀବନ କାଟୁଥିବା ଦେଖି ପରିବାର ବାପା ଓ ମା ଆଖିରୁ ଲୁହ ଝରୁଛି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଘୋର ଦୁର୍ଦ୍ଦଶା: ଏକ ନମ୍ବର ଭାରତ ୪୬ରେ ଅଲ୍ଆଉଟ୍
ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ତାରକା ଖଚିତ ବ୍ୟାଟିଂକ୍ରମ ଅଚାନକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ଲଜ୍ଜାଜନକ ଭାବେ ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
ରାଜନୀତି
ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ: ଜୟନାରାୟଣ ମିଶ୍ର
ଖୁବ୍ ଶୀଘ୍ର ଛିନଛତ୍ର ହୋଇ ଭାଙ୍ଗିଯିବ ବିଜେଡି। ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା। ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ’। ଆଜି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ବଡ଼ ବୟାନ ଦେଇଛନ୍ତି।
ଅପରାଧ
ଶିମିଳିପାଳରୁ ଶିକାରୀ ଗିରଫ, ବନ୍ଧୁକ ଜବତ
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅଧୀନ ଜଳଡିହା ଗ୍ରାମ ଡୁମସାହିରୁ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀ ହେଉଛନ୍ତି ଭାଗିରଥି ମାରାଣ୍ଡି।
ମନୋରଞ୍ଜନ
ସଲମାନଙ୍କୁ ଲରେନ୍ସ ପ୍ରିୟ ହିରୋ କହିଥିବା ଭାଇରାଲ ଭିଡିଓ ପଛର ସତ୍ୟତା
ଭାଇରାଲ ଭିଡିଓରେ ’ଦ କପିଲ ଶର୍ମା ସୋ’ରେ ସାମିଲ ହୋଇଥିବା ଲରେନ୍ସ କହୁଛନ୍ତି,‘ ସାର୍, ମୋର ନାମ ଲରେନ୍ସ, ମୁଁ ବମ୍ବେର ବସବାସ କରେ। ପିଲାଦିନରୁ ଆପଣ ମୋର ପ୍ରିୟ ହିରୋ ହୋଇ ରହିଛନ୍ତି।’