Advertisment
Latest Posts
Advertisment
ରାଜ୍ୟ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା ସିବିଆଇ
ବେଆଇନ ଖଣି କାରବାର ମାମଲାର ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ।
ଜିଲ୍ଲା
ହାର୍ଡକୋର ମାଓବାଦୀ କୁଞ୍ଜାମ ହିଡ଼ମା ଗିରଫ: ଅସ୍ତ୍ରଶସ୍ତ୍ର ଜବତ
ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ସ୍ୱରୂପ, ସୁରକ୍ଷା ବାହିନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି...
ଖେଳ
ଆର୍ସିବି ନଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା କଥା ଲେଖାଥିବା ବ୍ୟାନ୍ର ଧରି ପହଞ୍ଚିଲେ ମହିଳା
ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍ସ ଓ ଆର୍ସିବି ମଧ୍ୟରେ ହେଉଥିବା ମ୍ୟାଚ୍ ଭିତରେ ଜଣେ ମହିଳା ତାଙ୍କ ହାତରେ ଧରିଥିବା ବ୍ୟାନର୍ ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ବ୍ୟାନର୍ରେ ଲେଖାଯାଇଛି, ‘‘ଆର୍ସିବି ଯଦି ଫାଇନାଲ୍ ମ୍ୟାଚ୍ ନଜିତିବ ତ ମୁଁ ମୋ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦେବି।’
ରାଜନୀତି
ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପାଟଣାରେ ମୋଦୀଙ୍କ ବିଶାଳ ରୋଡ୍ ସୋ’, ବିରୋଧୀଙ୍କ ଅକଲ ଗୁଡ଼ୁମ୍...
ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମୋଦୀଙ୍କ ପ୍ରତି ଲୋକଙ୍କ ବିପୁଳ ସମର୍ଥନର ଦୃଶ୍ୟ ବିହାରରେ ରାଜନୈତିକ ଦଳଙ୍କ ଅକଲ ଗୁଡୁମ୍ କରିଛି ।
ଅପରାଧ
ହିନ୍ଦୁ ମହିଳାଙ୍କୁ ଟାର୍ଗେଟ: ଭୋପାଳରେ ବୁଲୁଛି ‘ଲଭ୍ ଜିହାଦ୍’ ଗ୍ୟାଙ୍ଗ୍
ଗତ କିଛି ମାସ ମଧ୍ୟରେ ଭୋପାଳ ଓ ମଧ୍ୟପ୍ରଦେଶର ଅନ୍ୟ ଛୋଟମୋଟ ସହରରେ ହିନ୍ଦୁ ମହିଳା ଏବଂ ଝିଅମାନଙ୍କୁ ଟାର୍ଗେଟ କରାଯାଉଥିବା ପରି ମାମଲା ସାମ୍ନାକୁ ଆସୁଛି। ହିନ୍ଦୁ ମହିଳାମାନେ ଲଗାତାର ‘ଲଭ୍ ଜିହାଦ୍’ର ଶିକାର ହେଉଥିବା ଦେଖିବାକୁ ମିଳିଛି।
ମନୋରଞ୍ଜନ
‘ସିଆଇଡି-୨’ରେ ଏସିପି ପ୍ରଦ୍ୟୁମ୍ନଙ୍କ ହେବ ଧମାକାଦାର ପ୍ରବେଶ
ସମ୍ପ୍ରତି ପ୍ରଶଂସକଙ୍କ ଚାହିଦା ଅନୁଯାୟୀ ସିଆଇଡି ୨ରେ ଶିବାଜୀ ସାଟମଙ୍କ ଏକ ଧମାକାଦାର ପ୍ରବେଶ କରାଯାଇଛି। ସୋ’ର ନୂତନ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି। ପ୍ରମୋରେ ପୁଣି ଥରେ ଏସିପି ପ୍ରଦ୍ୟୁମ୍ନଙ୍କୁ ଏକ ନୂତନ ମିଶନରେ ଯିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି