Latest Posts
ରାଜ୍ୟ
୧୨ କମ୍ପାନି ଖଟାଇବେ ୩୯୨୭୧ କୋଟି: ଟରେଣ୍ଟ କରିବ ଗ୍ରିନ୍ ଆମୋନିଆ କାରଖାନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ର ୩୬ତମ ବୈଠକରେ ୩୯,୨୭୧.୫୦ କୋଟି ଟଙ୍କାର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ଜିଲ୍ଲା
ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ
କୋଣାର୍କ ବନଖଣ୍ଡ ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପଡ଼ିଛି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...
ଖେଳ
ରାଜ୍ୟ ହକି ବାଳିକା ସେମିଫାଇନାଲରେ ସୁନ୍ଦରଗଡ଼, ସମ୍ବଲପୁର, ଯାଜପୁର ଓ ଢେଙ୍କାନାଳ
କନିଷ୍ଠ ବାଳିକା ରାଜ୍ୟ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ନିଜ ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍କୁ ଜିତି ଆର୍ଏସ୍ପି, ସୁନ୍ଦରଗଡ଼, ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି।
ରାଜନୀତି
ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ
ଜମ୍ମୁ କଶ୍ମୀରରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
ଅପରାଧ
ରାତିରେ ଭଗବାନଙ୍କୁ ଜଳ ଅର୍ପଣ କରି କଳସ ଚୋରାଇ ନେଲା ଚୋର
ରାତିରେ ମନ୍ଦିର ଭିତରେ ପଶି ଜଳ ଅର୍ପଣ କରିବା ପରେ ଘଣ୍ଟି ଚୋରି ପାଇଁ ଉଦ୍ୟମ କରୁଥିବା ଚୋର କଳସ ଚୋରାଇ ନେଲା । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ କରୁଛି ଯାଞ୍ଚ ।
ମନୋରଞ୍ଜନ
ଗୋଟିଏ ଭୁଲ କରିଦେଇଥିଲା ମହିମାଙ୍କ କ୍ୟାରିୟର ବର୍ବାଦ
ବଲିଉଡକୁ ଏଭଳି ଅନେକ କଳାକାର ଆସିଛନ୍ତି, ଯେଉଁମାନେ ସୁପରହିଟ୍ ଫିଲ୍ମ ଦେଇ ବି ଆଗକୁ ବଢ଼ିପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅଭିନେତ୍ରୀ ମହିମା ଚୌଧୁରୀ। ମହିଳା ହିଟ୍ ଫିଲ୍ମ ଦେଇ ବି ବେଶୀ ଦିନ ଇଣ୍ଡଷ୍ଟ୍ରିରେ ରହିପାରିନଥିଲେ।