Advertisment
Latest Posts
Advertisment
ରାଜ୍ୟ
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଏଏସ୍ପି ସହିଦ: ଥାନା ଅଧିକାରୀ, ଏସ୍ଡିପିଓ ଆହତ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସୁକମା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରାଓ ଗିରିପୁଞ୍ଜେ ସହିଦ୍ ହୋଇଛନ୍ତି। ଘଟଣାରେ ଅନ୍ୟ ୨ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି।
ଜିଲ୍ଲା
ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ଆସନ୍ତାକାଲି ଜୁନ୍ ୧୦, ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ସୋମବାର ରାତ୍ର ଆଳତି ପହୁଡ଼ ଠାରୁ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ...
ଖେଳ
ବେକେନହାମ୍ରେ ବୁମ୍ରାଙ୍କ ଅଗ୍ନିବର୍ଷା: ଭାରତର ଲର୍ଡସ ଅଭ୍ୟାସକୁ ନେଇ ବିବାଦ
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଐତିହାସିକ ଲର୍ଡସ ଷ୍ଟାଡିୟମ୍ସ୍ଥିତ ଇନ୍ଡୋର ଭିତ୍ତିଭୂମିରେ ବନ୍ଦଦ୍ବାର ଅଭ୍ୟାସ କରିବା ପରେ ଏବେ ଖୋଲା ପଡ଼ିଆରେ ପ୍ରସ୍ତୁତି ଆରମ୍ଭ କରିଛି। ଲଣ୍ଡନଠାରୁ ପାଖାପାଖି ୧୭ କିଲୋମିଟର....
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ନାକୋ ପକ୍ଷରୁ ପ୍ରକାଶ ପାଇଲା ପି-ଏମ୍ପିଏସ୍ଇ ରିପୋର୍ଟ: ୩୫୧ ସେକ୍ସ ନେଟ୍ୱର୍କ ଅପରେଟର ଚିହ୍ନଟ
ଓଡ଼ିଶାରେ ୩୫୧ଟି ସେକ୍ସ ନେଟ୍ୱର୍କ ଅପରେଟର ଅଛନ୍ତି। ବିଭିନ୍ନ ୱେବ୍ସାଇଟ୍, ଆପ୍, ମସାଜ ସେଣ୍ଟର ଓ ଅନ୍ୟ ଯୋଗାଯୋଗ ମାଧ୍ୟମରେ ଏହି ନେଟ୍ୱର୍କ ଅପରେଟରମାନେ ଯୌନ କାରବାର ଚଳାଇଛନ୍ତି।
ମନୋରଞ୍ଜନ
ଜନ୍ମଦିନ ପାଳନର ଗୋଟିଏ ଦିନ ପରେ ଆଖିବୁଜିଲେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଭାରତୀୟ ସିନେମା ଜଗତର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପାର୍ଥୋ ଘୋଷଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ପାର୍ଥୋ ଧୁମଧାମରେ ପାଳନ କରିଥିଲେ ଜନ୍ମଦିନ।