Advertisment
Latest Posts
Advertisment
ରାଜ୍ୟ
ପୁଅ ଓ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅଭିଯୁକ୍ତ ବାପା ଫେରାର
ବାପା ସାଜିଲା ନର ଚଣ୍ଡାଳ, ପୁଅ ସହିତ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ପକାଇଛି ବାପା। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ଖଇରପିପଳ ପଞ୍ଚାୟତ ଦହମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଜିଲ୍ଲା
ଲୋକଙ୍କ ମତରେ ପ୍ରସ୍ତୁତ ହେବ ଓଡ଼ିଶା ଭିଜନ ୨୦୩୬-୨୦୪୭: ମନ୍ତ୍ରୀ
ମୃତ୍ତିକା ସଂରକ୍ଷଣ, ନଦୀକୂଳିଆ ଅଞ୍ଚଳରେ ବୃକ୍ଷ ରୋପଣ, କ୍ରୀଡାର ଭିତ୍ତି ଭୂମି ସହିତ ପ୍ରାଥମିକ ବିଦ୍ୟାଳୟରୁ କ୍ରୀଡା ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରିବା । ଜଳସ୍ତର କମୁଥିବାରୁ ପୂର୍ବାନୁମାନ କରି ଜଳସ୍ତର ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରିବା....
ଖେଳ
ଗମ୍ଭୀରଙ୍କ ଅନୁପସ୍ଥିତିରେ ଲକ୍ଷ୍ମଣଙ୍କୁ ଗୁରୁ ଦାୟିତ୍ବ: ଇଂଲଣ୍ଡ ଶୃଙ୍ଖଳା ପ୍ରସ୍ତୁତିର ତଦାରଖ କରିବେ
ମା’ଙ୍କ ହୃଦ୍ଘାତ ପାଇଁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବଦେଶ ଫେରିବାକୁ ବାଧ୍ୟ ହେବା ପରେ ଇଂଲଣ୍ଡ ଶୃଙ୍ଖଳା ଲାଗି ଭାରତୀୟ ଦଳର ପ୍ରସ୍ତୁତିକୁ ତଦାରଖ କରିବେ ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣ।
ରାଜନୀତି
ଆଝାରୁଦ୍ଦିନଙ୍କ ପୁଅ ରାଜନୀତିରେ: ୧୧ ଦିନ ଖେଳିଥିଲେ କ୍ରିକେଟ
ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ରାଜନୀତିରେ ପାଦ ଦେଇଛନ୍ତି ଏବଂ ତେଲେଙ୍ଗାନା କଂଗ୍ରେସର ମହାସଚିବ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ପିତା ଏବଂ ରାହୁଲ ଗାନ୍ଧୀଙ୍କ ଠାରୁ ପ୍ରେରଣା ନେଇ ସେ ଲୋକଙ୍କ ସେବା କରିବାକୁ ସଂକଳ୍ପ ନେଇଛନ୍ତି....
ଅପରାଧ
ସାଇବର ଠକ ରୢାକେଟ୍ର ଆଉ ଜଣେ ମୋହରା: ଭଦ୍ରକରୁ ବନ୍ଧାହେଲା ଧୂର୍ତ୍ତ ଦୀକ୍ଷିତ, ଆକାଉଣ୍ଟରେ ୮ରାଜ୍ୟରୁ କୋଟିଏ ଟଙ୍କାର କାରବାର
ରାଜ୍ୟ ବାହାରେ ଆଡ଼ା ଜମାଇଥିବା ବଡ଼ବଡ଼ ସାଇବର ଠକେଇ ରୢାକେଟ୍ ଓଡ଼ିଶାରେ ମାଳମାଳ ମୋହରା ତିଆରି କରି ବଜାରରେ ଠିଆ କରାଇଛନ୍ତି। ଏହି ମୋହରାମାନେ ନକଲି କମ୍ପାନି କରି ଅଧିକ ରିଟର୍ଣ ଦେବାର ପ୍ରଲୋଭନ ଦେଖାଇ ନିବେଶକଙ୍କୁ ଚୂନ ଲଗାଉଛନ୍ତି।
ମନୋରଞ୍ଜନ
ମୃତ୍ୟୁର ୫ବର୍ଷ ପରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି ଅଙ୍କିତା
ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅଭିନେତାଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଦେଖିଲେ ସେଇ ପୁରୁଣା ସ୍ମୃତି ଜୀବନ୍ତ ହୋଇ ଉଠୁଛି।